ତାଜା ଖବର ରାଜ୍ୟ କ୍ୟାମ୍ପସ୍ରେ ସୁରକ୍ଷା ଯୋଗାଇବାକୁ ନେଇ ଡିସିପିଙ୍କୁ ଚିଠି ଲେଖିଲେ ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ September 5, 2024 Papirani ରେଭେନ୍ସା ନାଁ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ଦିନକୁ ଦିନ ରାଜ୍ୟ ରାଜନୀତି ବେଶ୍ ସରଗରମ ହେବା ସହ ବିବାଦ ଥମିବାର ନାଁ ନେଉନି। ଏହି ସମୟରେ ରେଭେନ୍ସା କ୍ୟାମ୍ପସ୍ରେ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାକୁ ଆଜି କଟକ ଡିସିପିଙ୍କୁ ଚିଠି ଲେଖିଛନ୍ତି ରେଭେନ୍ସା…
ରାଜନୀତି ରାଜ୍ୟ ଚଳିତ ବର୍ଷ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି ୫ ହଜାର ୬୯୬ ଜଣ: ପରିବହନ ମନ୍ତ୍ରୀ September 5, 2024 Papirani ଦିନକୁ ଦିନ ରାଜ୍ୟରେ ବଢୁଛି ଦୁର୍ଘଟଣାଜନିତ ମୃତ୍ୟୁ ଓ ଆହତଙ୍କ ସଂଖ୍ୟା । ପ୍ରତି ବର୍ଷ ଦୁର୍ଘଟଣାରେ ଯାଉଛି ହଜାର ହଜାର ଜଣଙ୍କ ଜୀବନ । ଏହି ସମ୍ପର୍କରେ ଆଜି ବିଧାନସଭା ଗୃହରେ ସନାତନ ମହାକୁଡ଼ ପଚାରିଥିବା ପ୍ରଶ୍ନରେ ପରିବହନ ମନ୍ତ୍ରୀ…
ତାଜା ଖବର ରାଜନୀତି ରାଜ୍ୟ ବିଧାନସଭାରେ ଉଠିଲା ରେଭେନ୍ସା ନାଁ ପରିବର୍ତ୍ତନ ପ୍ରସଙ୍ଗ: ମୁହାଁମୁହିଁ ହେଲେ ଶାସକ ଓ ବିରୋଧୀ ନେତା September 5, 2024 Papirani କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦେଇଥିବା ବୟାନକୁ ନେଇ ଦିନକୁ ଦିନ ସରଗରମ ହେଉଛି ରାଜନୀତି । ଆଜି ଶୂନ୍ୟକାଳରେ ରେଭେନ୍ସା ପ୍ରସଙ୍ଗକୁ ଉଠାଇଲେ ବିରୋଧୀଦଳ ନେତା । ରେଭେନ୍ସା ପ୍ରସଙ୍ଗରେ ବିଜେଡି…
ତାଜା ଖବର ରାଜନୀତି ରାଜ୍ୟ ବଜ୍ରପାତ ଜନିତ ମୃତ୍ୟୁରେ ଓଡ଼ିଶା ଦେଶରେ ସବୁଠୁ ଆଗରେ; September 5, 2024 Papirani ଦେଶରେ ହୋଇଥିବା ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ଓଡ଼ିଶାରେ ସର୍ବାଧିକ; ୫ ବର୍ଷରେ ୧୬୨୫ ଜଣଙ୍କ ମୃତ୍ୟୁ ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। କିନ୍ତୁ ଏହା କମିବାରେ ନାଆ ଧରୁନି…
ତାଜା ଖବର ରାଜ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁତୁରା କହି ଲକ୍ଷାଧିକ ଟଙ୍କା ଠକେଇ September 5, 2024 Papirani କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁତୁରା ପରିଚୟ ଦେଇ ଲୋକଙ୍କଠୁ ଠକେଇ ଅଭିଯୋଗ । ଚାକିରି ଓ ବଦଳି କରାଇବାକୁ କହି ଲକ୍ଷାଧିକ ଟଙ୍କା ଠକେଇ କରିଥିଲା ଅଭିଯୁକ୍ତ । ଚାକିରି, ବଦଳି ଓ କାହାକୁ ପେଟ୍ରୋଲ ପମ୍ପ କରାଇବାକୁ କହି ଠକୁଥିଲା…
ତାଜା ଖବର ରାଜ୍ୟ ସହିଦ ମାଧୋ ସିଂ ଯୋଜନା: ହାତ ଖର୍ଚ୍ଚ ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ୫ ହଜାର ଟଙ୍କା September 5, 2024 Papirani ଅନୁସୂଚିତ ଜାତି ଜନ ଜାତି ଓ ଅଛୁଆଁ ବର୍ଗର ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ଓ ଡ୍ରପ ଆଉଟ ରୋକିବା ପାଇଁ ଚଳିତ ବର୍ଷରୁ ଲାଗୁ ହେବ ସହିଦ ମାଧୋ ସିଂ ହାତ ଖର୍ଚ୍ଚ । ଏହା ଦ୍ବାରା ହତାଖର୍ଚ୍ଚ ପାଇଁ ଏସ୍ସି/ଏସ୍ଟି…
ତାଜା ଖବର ରାଜ୍ୟ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରବେଶ ଉପରେ ପ୍ରତିବନ୍ଧକ September 5, 2024 Nirvay ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସନ୍ଧ୍ୟା ୬ଟା ପରେ ବିଶ୍ୱବିଦ୍ୟାଳୟ ପରିସରରେ ବାହାର ଲୋକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରୋକ୍ଟୋରିଆଲ୍ ବୋର୍ଡ ବୈଠକରେ କମିଟି ନିମ୍ନଲିଖିତ ନିଷ୍ପତ୍ତି ସ୍ଥିର କରିଛି। ସନ୍ଧ୍ୟା…
ତାଜା ଖବର ରାଜ୍ୟ ଆଶୁ ଆରୋଗ୍ୟ କାମନା ପାଇଁ ଶୁଭେଛୁଙ୍କୁ ଧନ୍ୟବାଦ ଦେଲେ ଆଠଗଡ଼ ବିଧାୟକ September 5, 2024 Nirvay ନିକଟରେ ନୂଆଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ମେରୁଦଣ୍ଡର ବଡ଼ ଅସ୍ତ୍ରୋପଚାର କରାଯାଇଥିଲା। ତାଙ୍କ ଆଶୁ କାମନା କରିଥିବା ଶୁଭେଛୁଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ତାଙ୍କ ଚିକିତ୍ସା ସମୟରେ ଡାକ୍ତର ଏବଂ ମେଡିକାଲ କର୍ମଚାରୀଙ୍କ ସେବା…
ତାଜା ଖବର ଦେଶ ରାଜ୍ୟ କେରଳ ଓ ତ୍ରିପୁରାକୁ ୫ କୋଟି ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ: ମୁଖ୍ୟମନ୍ତ୍ରୀ September 5, 2024 Nirvay ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେରଳର ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାଇ ବିଜୟନ ଓ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଶ୍ରୀ ମାନିକ ଶାହାଙ୍କ ସହିତ ଫୋନ ଯୋଗେ ଆଲୋଚନା କରି ଉଭୟ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଘଟିଥିବା କ୍ଷୟକ୍ଷତି ପାଇଁ ସମବେଦନା…
ତାଜା ଖବର ରାଜନୀତି ରାଜ୍ୟ ମହିଳା ଭୋଟବ୍ୟାଙ୍କ୍ କମିଯିବାରୁ ନବୀନ ବାବୁଙ୍କୁ ଭୟ ଘାରିଛି September 5, 2024 Nirvay ବାସ୍ତବରେ ୨୪ ବର୍ଷ ବିଜୁଜନତା ଦଳ ସରକାରରେ ଥିଲାବେଳେ ମହିଳାମାନଙ୍କୁ ଆର୍ଥିକ ସଶକ୍ତିକରଣ ପାଇଁ କିଛି କରିନଥିଲା । ବିଜେଡି ମୁଖିଆ ନବୀନ ବାବୁଙ୍କର ଦୀର୍ଘ ୨୪ବର୍ଷ ପରେ ହଠାତ୍ ମହିଳାଙ୍କ ପ୍ରତି ସମ୍ମାନ ଓ ସମ୍ବେଦନଶୀଳତା ଦେଖି ଆଶ୍ଚର୍ଯ୍ୟ ଲାଗୁଛି…