Category: ରାଜ୍ୟ

ପାଣ୍ଡିଆନଙ୍କ ବାବଦରେ ଆରଟିଆଇ ତଥ୍ୟ ନେଇ ପ୍ରଦୀପ ପ୍ରଧାନଙ୍କ ଟାର୍ଗେଟ୍

ଚଳତବର୍ଷ ନିର୍ବାଚନ ବେଳେ ଓ ତାପୂର୍ବରୁ ଜିଲ୍ଲାରୁ ଜିଲ୍ଲା ବୁଲୁଥିବା ଭି.କେ ପାଣ୍ଡିଆନଙ୍କ ହେଲିକପଟର ଗସ୍ତରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାରିଆଡେ ଚାଲିଥିବା ବେଳେ ଏବେ ପାଣ୍ଡିଆନଙ୍କ ବାବଦରେ ଆରଟିଆଇ ତଥ୍ୟ ନେଇ ଟାର୍ଗେଟ…

ବିଜେପି ଶାସନରେ ପୂର୍ବୋଦୟ ଭାରତର ନେତୃତ୍ୱ ନେବ ଓଡ଼ିଶା: ମନମୋହନ ସାମଲ

ଚଳିତ ଆର୍ଥୀକ ବର୍ଷ ବଜେଟରେ ରେଳବାଇ ବିକାଶ କ୍ଷେତ୍ରରେ ଓଡିଶାକୁ ୧୦୮୫୬ କୋଟି ଟଙ୍କାର ସର୍ବକାଳୀନ ସର୍ବାଧିକ ପରିମାଣର ଆର୍ଥୀକ ଅନୁଦାନ ମିଳିଛି । ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଂଚଳର ବିକାଶ ପାଇଁ ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ…

ରାଜ୍ୟରେ ରହୁଥିବା ବାଂଲାଦେଶୀ ଅନୁପ୍ରେଶକାରୀଙ୍କୁ ଚିହ୍ନଟ କରି ହେବ କାର୍ଯ୍ୟନୁଷ୍ଠାନ

ରାଜ୍ୟରେ ରହୁଥିବା ବାଂଲାଦେଶୀମାନେ ହେବେ ଚିହ୍ନଟ । ନିଜ ଦେଶ ଛାଡ଼ି ଜଳପଥରେ ବେଆଇନ୍‌‌ ଭାବେ ଓଡ଼ିଶାରେ ପ୍ରବେଶ କରିବା ସହ ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠି ସବୁଦିନିଆ ବାସିନ୍ଦା ହୋଇ ବସତି ସ୍ଥାପନ କରିଥିବା ବାଂଲାଦେଶୀମାନଙ୍କୁ ଚିହ୍ନଟ କରାଯିବ। ଯଦି…

ୟୁନିଟ-୧ ହାଟରେ ଆଳୁଦରକୁ ନେଇ ଯୋଗାଣ ବିଭାଗର ଚଢ଼ାଉ

ରାଜ୍ୟରେ ଆଳୁ ସମସ୍ୟା ଚାଲିଥିବା ବେଳେ ଆକ୍ସନ ମୋଡକୁ ଯୋଗାଣ ବିଭାଗ । ଆଜି ଭୁବନେଶ୍ବର ସ୍ଥିତ ୟୁନିଟ-୧ ମାର୍କେଟରେ ଥିବା ହାଟରେ ଆଳୁର ଚଢ଼ା ଦରକୁ ନେଇ ଯୋଗାଣ ବିଭାଗର ଚଢ଼ାଉ କରିଛି । ଚଢ଼ାଉ ବେଳେ ସରକାର ଧାର୍ଯ୍ୟ…

ରାଜ୍ୟରେ ଶସ୍ତା ହେଲା ଆଳୁ ଦର; ମିଳୁଛି ୧୦୦ଟଙ୍କାରେ ୩ କିଲୋ ଆଳୁ

ରାଜ୍ୟରେ ଆଳୁ ଦର କମିବାରେ ନାଁ ଧରୁନଥିବା ବେଳେ କେଉଁଠି ଆଳୁ ନାହିଁ ତ କେଉଁଠି ଚଢା ଦରରେ ବିକ୍ରି ହେଉଛି ଆଳୁ । ଏହି ସବୁ ଅସୁବିଧା ବେଳେ ଖାଉଟିଙ୍କ ପାଇଁ ଭଲ ଖବର ଆଣିଛନ୍ତି ରାଜ୍ୟସରକାର । ଏଣିକି…

ହୀରାକୁଦ ଜଳଭଣ୍ଡାରର ଖୋଲାଯାଇଛି ୧୪ଟି ଗେଟ୍

ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। । ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ସେଥିପାଇଁ ହୀରାକୁଦ ଜଳଭଣ୍ଡାରର ୧୪ଟି ଗେଟ୍ ଖୋଲାହୋଇଛି । ବାମ ପଟୁ ୯ଟି ଓ ଡାହାଣ ପଟୁ ୫ଟି ଗେଟ୍…

ନୀତି ବିଶୃଙ୍ଖଳା ଅଭିଯୋଗରେ ପ୍ରତିହାରୀ ସେବକଙ୍କୁ ଶ୍ରୀମନ୍ଦିର ପ୍ରଶାସନର ନୋଟିସ୍

ପ୍ରତିହାରୀ ସେବକଙ୍କୁ ଶ୍ରୀମନ୍ଦିର ପ୍ରଶାସନର ନୋଟିସ୍ । ଶ୍ରୀମନ୍ଦିର ଦ୍ବାରଫିଟା ବେଳେ ବିଳମ୍ବରେ ପହଞ୍ଚିବାରୁ ନୀତି ବିଳମ୍ବ ହୋଇଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଥିବା ସୂଚନା । ନୀତି ବିଶୃଙ୍ଖଳା ଅଭିଯୋଗରେ ନୋଟିସ୍ ଜାରି । ଅନ୍ୟପଟେ ଦ୍ବାରଫିଟା…

ନୂତନ ଅନୁଭବ୍ୟ ଐତିହ୍ୟ ଗ୍ୟାଲେରୀର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ ସଂଗ୍ରହାଳୟକୁ ଗସ୍ତ କରି ସେଠାରେ ନବନିର୍ମିତ ଅନୁଭବ୍ୟ ଐତିହ୍ୟ ଗ୍ୟାଲେରୀର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ର ମନ୍ତ୍ରୀ…

ଓଡ଼ିଶାର ନୂତନ ରେଳ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ; ଧନ୍ୟବାଦ ଜଣାଇଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଓଡ଼ିଶାରେ ୬ଟି ଗୁରୁତ୍ୱପୂର୍ଣ୍ଣ ନୂତନ ରେଳ ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ର ଅର୍ଥନୈତିକ କମିଟି ବୈଠକରେ ଗତକାଲି ସମୁଦାୟ ୮ଟି ରେଳ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ୮ଟି…

ଓଡ଼ିଶା ପାଇଁ ୩ଟି ରେଳ ପ୍ରକଳ୍ପକୁ କ୍ୟାବିନେଟରେ ମଞ୍ଜୁରୀ

କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ଟି ବଡ଼ ରେଳ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ୮ଟିରୁ ୩ଟି ପ୍ରକଳ୍ପ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ପାଇଁ…