Category: ରାଜ୍ୟ

ଆତ୍ମଘାତୀ ଗୋଲ୍; ୧୯୯୧ରୁ ପାଳିତ ହୋଇ ଆସୁଥିବା ପଞ୍ଚାୟତିରାଜ ଦିବସକୁ ତାରିଖ ବଦଳାଇଲେ ମୋହନ ସରକାର

ପଞ୍ଚାୟତିରାଜ ଦିବସ ବିବାଦ ଆପେକ୍ଷିକ କି ଅନାପେକ୍ଷିକ, ତାହା ବଡ଼ ତର୍କର ବିଷୟ ହୋଇଯାଇଛି । ଅନାସକ୍ତ ଭାବେ ଏବଂ ସମ୍ପୂର୍ଣ ରାଜନୈତିକ ଦୃଷ୍ଟିକୋଣରୁ ବାହାରି ଏହାକୁ ବିଚାର କରିବା ଯଥାର୍ଥ ହେବ । ଅନୁଚିତ ବିବାଦ ଦ୍ବାରା ଅନିଚ୍ଛା ସତ୍ତ୍ୱେ…

ନୂଆ ସରକାରୀ ବାସଭବନରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ଠିକଣା । ଆଜି ନୂଆ ସରକାରୀ ବାସଭବନରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦିନ ୧୦.୪୭ରେ ଗୃହ ପ୍ରବେଶ କଲେ ମୋହନ ଚରଣ ମାଝୀ । ଏଜିରୁ ରାଜଭବନ ରାସ୍ତାରେ ଥିବା ବାସଭବନରେ ପୂଜା ଅର୍ଚ୍ଚନା ପରେ…

ଆଜି ସରୁଛି ମାଟ୍ରିକ ପରୀକ୍ଷା; ୧୯ରୁ ଆରମ୍ଭ ଖାତା ଦେଖା

ଆଜି ସରୁଛି ମାଟ୍ରିକ ପରୀକ୍ଷା । ଶେଷ ଦିନରେ ହିନ୍ଦୀ ଓ ସଂସ୍କୃତ ବିଷୟରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ଫେବ୍ରୁଆରି ୨୧ ତାରିଖରୁ ଆରମ୍ଭ ହୋଇଥିଲା ମାଟ୍ରିକ ପରୀକ୍ଷା ଆଜି ଶେଷ ହେଉଛି। ଚଳିତ ବର୍ଷ ୫ ଲକ୍ଷରୁ ଅଧିକ…

ଭିଜିଲାନ୍ସ ଜାଲରେ ଏସଟିଏ ଡେପୁଟି କମିଶନର ପ୍ରଦୀପ ମହାନ୍ତି

ଭିଜିଲାନ୍ସ ଜାଲରେ ଏସଟିଏ ଡେପୁଟି କମିଶନର। ରାଜ୍ୟ ପରିବହନ ପ୍ରାଧିକରଣର ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଘର, ଅଫିସ ସମେତ ୯ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ। ଭୁବନେଶ୍ବର, କଟକ, ଖୋର୍ଦ୍ଧା, ପୁରୀ…

ଖୁବ ଶୀଘ୍ର ଭୁବନେଶ୍ୱରରୁ ଗାଜିଆବାଦ ଏବଂ ପୋର୍ଟ ବ୍ଲେୟାରକୁ ଉଡ଼ିବ ବିମାନ

ଓଡ଼ିଶାର ନୂଆ ଗନ୍ତବ୍ୟ ନୀତି ଅଧୀନରେ ଉତ୍ତରପ୍ରଦେଶର ଗାଜିଆବାଦର ହିଣ୍ଡନ ବିମାନ ବନ୍ଦର ଏବଂ ଆଣ୍ଡାମାନର ପୋର୍ଟ ବ୍ଲେୟାରକୁ ଭୁବନେଶ୍ୱରରୁ ଖୁବ ଶୀଘ୍ର ଉଡ଼ିବ ବିମାନ । ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବ ଏହି ବିମାନ ସେବା । ରାଜ୍ୟର…

ଯାଜପୁରରେ ବିଜୁ ବାବୁଙ୍କ ବିଶାଳ ପ୍ରତିମୂର୍ତ୍ତୀ ଉନ୍ମୋଚନ

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କର ୧୦୯ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଆଜି ଯାଜପୁରରେ ବିଜୁ ବାବୁଙ୍କର ଏକ ବିଶାଳ ପ୍ରତିମୂର୍ତ୍ତୀ ଉନ୍ମୋଚନ ହୋଇଛି । ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠି, ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସମେତ…

ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ସମାରୋହ କୁ ଆସିଲେନି ନବୀନ

ଆଜି ଭୁବନେଶ୍ୱର ଜୟଦେବ ଭବନଠାରେ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି ରାଜ୍ୟ ସ୍ତରୀୟ ମହାନ ଜନନାୟକ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବ । ବିଶିଷ୍ଟ ଅତିଥି ଭାବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ…

କିମ୍ସ, ହାଇଟେକ ଓ ସମ୍ ହସ୍ପିଟାଲରେ ଇଡି ଚଢାଉ; ଏନଆରଆଇ କୋଟାରେ ଆଡମିଶନ ନେଇ ଘୋଟଲା ହୋଇଥିବା ସୂଚନା

କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (କିମ୍ସ), ହାଇ-ଟେକ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ଏବଂ ସମ୍ ହସ୍ପିଟାଲରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ର ଚଢାଉ । ଏକାସାଙ୍ଗରେ ରାଜଧାନୀରରେ ଥିବା ୩ ଟି ପ୍ରତିଷ୍ଠିତ ହସ୍ପିଟାଲ୍ ଚଢାଉ ଆରମ୍ଭ କରିଛି…

କେନ୍ଦ୍ରାପଡା ଯିବେ ସନ୍ତୋଷ ରାଉଳ ଓରଫ ବାବା ସାରଥୀ

କେନ୍ଦ୍ରାପଡା ଯିବେ ସନ୍ତୋଷ ରାଉଳ ଓରଫ ସାରଥୀ। ବହୁ ଚର୍ଚ୍ଚିତ ଆତ୍ମ ଘୋଷିତ ବାବା ସାରଥିଙ୍କୁ କେନ୍ଦ୍ରାପଡ଼ା ଯିବାକୁ ଅନୁମତି ପ୍ରଦାନ କରିଛନ୍ତି ମାନ୍ୟବର ଉଚ୍ଚ ଅଦାଲତ । ଅସୁସ୍ଥ ଭାଇଙ୍କୁ ଯାଇ ଦେଖା କରିବାକୁ ଦେଲେ ସର୍ତ୍ତମୂଳକ ଅନୁମତି ।…

ଗେରୁଆ ରଙ୍ଗ ହେବ ରାଜ୍ୟର ସରକାରୀ ସ୍କୁଲ

ବଦଳିବ ସରକାରୀ ସ୍କୁଲର ରଙ୍ଗ । ସରକାରୀ ସ୍କୁଲ୍ ସହ ପିଏମ୍ ଶ୍ରୀ ଅଧିନସ୍ଥ ସ୍କୁଲ୍‌ର ରଙ୍ଗ ବଦଳିବା ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଓସେପାର ଚିଠି। ଗେରୁଆ ରଙ୍ଗର ହେବ ରାଜ୍ୟର ସମସ୍ତ ସରକାରୀ ଓ ପ୍ରିଏମଶ୍ରୀ ସ୍କୁଲ । ଏନେଇ…

loader