Category: ରାଜ୍ୟ

ସୁପ୍ରିମକୋର୍ଟରେ ପହଞ୍ଚିଲା ଏଏସ୍‌‌ଓ ଚୟନ ଅନିୟମିତତା ମାମଲା

ଭୁବନେଶ୍ୱର : ସୁପ୍ରିମକୋର୍ଟରେ ପହଞ୍ଚିଲା ଏଏସ୍‌‌ଓ ଚୟନ ଅନିୟମିତତା ମାମଲା। ଶୁକ୍ରବାର ରାଜ୍ୟ ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ନୋଟିସ୍‌‌ କରିଛନ୍ତି। ରାଜ୍ୟ ସରକାର,ଓପିଏସ୍‌‌ସି ସହ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍‌‌ କରିଛନ୍ତି ସୁପ୍ରିମକୋର୍ଟ। ଆବେଦନକାରୀ ରଜତ ମିଶ୍ରଙ୍କ ଏସ୍‌‌ଏଲ୍‌‌ପିକୁ ଗ୍ରହଣ କରି ନୋଟିସ୍‌‌…

ଫେବୃଆରୀ ୫ ରୁ ବିଧାନସଭା ଅଧିବେଶନ

ଭୁବନେଶ୍ୱର: ଫେବୃଆରୀ ୫ରୁ ବିଧାନସଭା ଅଧିବେଶନ । ଏହି ଅଧିବେଶନ ସମୟରେ ଆଗତ ହେବ କାମଚଳା ବଜେଟ୍ । ଅଧିବେଶନ ଫେବୃଆରୀ ୫ରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏ ନେଇ ବିଧାନସଭା ପକ୍ଷରୁ ସୂଚନା ଦିଆଯାଇଛି…

ଓଡ଼ିଶା ଓ ଛତିଶଗଡ଼ରେ ବଡ଼ ଧରଣର ଆଇଟି ରେଡ୍

ଭୁବନେଶ୍ୱର: ପୁଣି ଆୟକର ବିଭାଗର ବଡଧରଣର ଚଢ଼ାଉ। ଛତିଶଗଡ଼ ଓ ଓଡିଶାରେ ପୁଣି ଏକକାଳୀନ ବଡଧରଣର ରେଡ୍ କରୁଛି ଆୟକର ବିଭାଗ । ବିଶିଷ୍ଟ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆ (ବଣ୍ଟି) ଙ୍କ ବିଭିନ୍ନ ଠିକଣାରେ ଚଢାଉ କରିଛି ଆୟକର ବିଭାଗ।…

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଜାନୁଆରୀ ୨୨ରେ ଓଡ଼ିଶାରେ ଅଧା ଦିନ ଛୁଟି ରହିବ ସରକାରୀ ଅନୁଷ୍ଠାନ

ଭୁବନେଶ୍ଵର: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଓଡ଼ିଶା ସରକାର ଜାନୁଆରୀ ୨୨ରେ ଅଧା ଦିନ ଛୁଟି ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ ସମସ୍ତ ସରକାରୀ କାର୍ଯ୍ୟାଳୟ ଅଧା ଦିନ ପାଇଁ ବନ୍ଦ ରହିବ । ରାଜ୍ୟ ସରକାରଙ୍କ ଅନୁସାରେ,…

ଓସେପା E-ଆଡମିଟ୍ କାର୍ଡରେ ସାଂଘାତିକ ତ୍ରୁଟି; ପଢନ୍ତୁ ପୁରା ଖବର

ଭୁବନେଶ୍ୱର: ପରୀକ୍ଷାର୍ଥୀଙ୍କ ନାଁ ମାହାଲ ମାଣ୍ଡା, ବାପାଙ୍କ ନାଁ ମାହାଲ ମାଣ୍ଡା ପ୍ରୋ । ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ବା ଓସେପା ଇ-ଆଡମିଟ୍ କାର୍ଡରେ ଏଭଳି ଅଜବ ନାଁକୁ ନେଇ ଖପ୍ପା ଓଡ଼ିଶା ଜୁନିଅର ଟିଚର ଆଶାୟୀ ।…

ପୁରୀରୁ ଉଦଘାଟିତ ହେଲା ଜଗନ୍ନାଥ ଏକ୍ସପ୍ରେସ ବସ୍

ଭୁବନେଶ୍ବର: ଲକ୍ଷ୍ମୀ ବସ ପରି ପୁରୀ ଶ୍ରୀମନ୍ଦିର ଦର୍ଶନ କରିବା ପାଇଁ ରାଜ୍ୟରେ ଆରମ୍ଭ ହେଲା ଜଗନ୍ନାଥ ଏକ୍ସପ୍ରେସ। ଏକ ଲକଜରୀ ବସରେ ବସି ଭକ୍ତମାନେ ନିଜ ଜିଲ୍ଲା ମୁଖ୍ୟାଳୟରୁ ଭୁବନେଶ୍ବର ଦେଇ ପୁରୀ ଯିବେ। ଏହି ଭିନ୍ନ ବସ ସେବାର…

ବିଜେପି ରାଜ୍ୟ ମୋର୍ଚ୍ଚା ପ୍ରଭାରୀ ନାମ ତାଲିକା ଘୋଷଣା

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟର ବିଭିନ୍ନ ମୋର୍ଚ୍ଚା ପ୍ରଭାରୀ ନାମ ତାଲିକା ଘୋଷଣା କରାଯାଇଛି । ଯୁବ ମୋର୍ଚ୍ଚା ପ୍ରଭାରୀ ଭାବେ ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ; ମହିଳା ମୋର୍ଚ୍ଚା ପ୍ରଭାରୀ…

ବରଗଡ଼ ଜିଲ୍ଲାରେ ସଡ଼କ ଦୁର୍ଘଟଣା, ପଢନ୍ତୁ ପୁରା ଖବର

ବରଗଡ : ବରଗଡ଼ ଦିଲ୍ଲା ମେଲଛାମୁଣ୍ଡା ଥାନା ବିର୍ଜାମ ଗାଁରେ ମର୍ମନ୍ତୁଦ ଦୁର୍ଘଟଣା । ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ମାଡିଗଲା ବୋରିଂ ଗାଡି । ଆଉ ଏହି ଦୁର୍ଘଟଣାରେ ୪ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି…

ବୌଦ୍ଧ ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ବଂସ

କନ୍ଧମାଳ-ବୌଦ୍ଧ ସୀମାନ୍ତରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। କନ୍ଧମାଳ-ବୌଦ୍ଧ ସୀମାନ୍ତରେ ଗୁଳିବନିମୟ ହୋଇଛି। ଗୁଳିବିନିମୟରେ ବୁଢ଼ାଖୋଲ ଜଙ୍ଗଲରୁ ମାଓବାଦୀଙ୍କ ଛତ୍ରଭଙ୍ଗ କରାଯାଇଛି। ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ତିନିମାସ ମଧ୍ୟରେ ସୀମାନ୍ତରେ ୩ ମାଓ କ୍ୟାମ୍ପ ଧ୍ବଂସ ହୋଇଛି।

ଖାଦ୍ୟ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ପଢନ୍ତୁ ପୁରା ଖବର

ଭୁବନେଶ୍ୱର: କେନ୍ଦ୍ର ଖାଦ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାରୁ ଅଧିକ ୧୦ ଲକ୍ଷ ଟନ ଉଷୁନା ଚାଉଳ ନେବାକୁ ଅନୁରୋଧ କଲେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୂଚନା ଅନୁଯାୟୀ,FCIକୁ ନିର୍ଦ୍ଦେଶ ଦେବାକୁ ପୀୟୂଷ ଗୋୟଲଙ୍କୁ ଅନୁରୋଧ କରିଛନ୍ତି…