Category: ରାଜ୍ୟ

ବିଧାୟକ କ୍ୱାର୍ଟର ନିର୍ମାଣ କାର୍ଯ୍ୟ ବିଳମ୍ବ କୁ ନେଇ ଅସନ୍ତୋଷ ପ୍ରକାଶ କଲେ ବାଚସ୍ପତି

ବିଧାୟକମାନଙ୍କ ପାଇଁ ନିର୍ମାଣ ଚାଲିଥିବା ବହୁତଳ ପ୍ରସାଦ କାର୍ଯ୍ୟ ଏ ପର୍ଯ୍ୟନ୍ତ ଶେଷ ହୋଇ ନାହିଁ | ଏ ନେଇ ନେଇ ବାଚସ୍ପତି ସୁରମା ପାଢ଼ୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି |କ୍ୱାର୍ଟର କାର୍ଯ୍ୟ ର ସ୍ଥିତି ଜାଣିବା ପାଇଁ ୨ ଥର…

କାର୍ତ୍ତିକ ମାସ ପରେ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ହେବ ପରିବର୍ତ୍ତନ

କାର୍ତ୍ତିକ ମାସ ପରେ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏନେଇ ଆଜି ସୂଚନା ଦେଇଛନ୍ତି । ମନ୍ଦିର ରେ ପଞ୍ଚୁକ ଉପଲକ୍ଷେ ଭକ୍ତ ମାନଙ୍କ ପ୍ରବଳ ଭିଡ଼ ହେଉଛି ଯାହା ଦ୍ୱାରା ଦର୍ଶନ ବ୍ୟବସ୍ଥା…

ଡେପୁଟେସନ ରୁ ଓଡିଶା ଫେରିବେ IAS ସଂଜୀବ ମିଶ୍ର

ଆଇଏଏସ୍ ଅଧିକାରୀ ସଞ୍ଜୀବ କୁମାର ମିଶ୍ରଙ୍କୁ ଓଡ଼ିଶା କ୍ୟାଡର କୁ ଫେରାଇ ଆଣିବାକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି। ତାଲିମ ବିଭାଗ ପକ୍ଷରୁ ମଙ୍ଗଳବାର ଜାରି ଏକ ସରକାରୀ ଆଦେଶରେ କୁହାଯାଇଛି ଯେ ଓଡ଼ିଶା ସରକାରଙ୍କ ଅନୁରୋଧ କ୍ରମେ କ୍ୟାବିନେଟ ନିଯୁକ୍ତି…

ନୂଆଦିଲ୍ଲୀରେ ପ୍ରବାସୀ ଭାରତୀୟ ଦିବସ ୱେବସାଇଟ ଶୁଭାରମ୍ଭ ଉତ୍ସବରେ ଯୋଗଦେଲେ ମୁଖ୍ଯମନ୍ତ୍ରୀ ମାଝୀ

ଓଡ଼ିଶାର ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ ପ୍ରବାସୀ ଭାରତୀୟ ଦିବସ ୱେବସାଇଟର ଶୁଭାରମ୍ଭ ସମାରୋହରେ ଯୋଗଦେଇଛନ୍ତି ।ଜବାହରଲାଲ ନେହେରୁ ଭବନର ସି. ବି. ମୁଥାମ୍ମା ହଲରେ ଏହାର ଶୁଭାରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା । ପ୍ରବାସୀ ଭାରତୀୟ ଦିବସ…

‘ମୋ ବସ’ ଆପ ସହ ଏଣିକି ‘ଚାଲୋ’ ଆପ୍‌ରେ ମଧ୍ୟ ମିଳିବ ମୋ ବସ୍‌ ଟିକେଟ

ରାଜଧାନୀ ସହରାଞ୍ଚଳ ପରିବହନ (ସି. ଆର୍. ଯ଼ୁ. ଟି.) ଓ. ଏନ୍. ଡି. ସି. ପ୍ଲାଟଫର୍ମରେ ଏବେ ଏକ ପଞ୍ଜୀକୃତ ଡିଜିଟାଲ୍ ଟିକେଟ୍ ବିକ୍ରେତା ହୋଇପାରିଛି। ନବସୃଜନ ପ୍ରତି ପ୍ରତିବଦ୍ଧତା ଏବଂ ଯାତ୍ରୀ ଯାତାୟତ ଅଭିଜ୍ଞତାକୁ ବୃଦ୍ଧି କରିବାରେ ସିଆରୟୁଟି ଏକ…

ଚାନ୍ଦିପୁର ରେ ଲଙ୍ଗ୍‌ ରେଞ୍ଜ୍‌ ଲ୍ୟାଣ୍ଡ୍‌ ଆଟାକ୍ କ୍ରୁଜ୍‌ ମିଜାଇଲ୍ ର ସଫଳ ପରୀକ୍ଷଣ

ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡି. ଆର୍. ଡି. ଓ.) ଓଡ଼ିଶାର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ପରିସରରୁ ଲଙ୍ଗ ରେଞ୍ଜ୍ ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ କରିଥିଲା। ବ୍ୟାପକ ଉଡ଼ାଣ ପଥ କଭରେଜ୍ ପାଇଁ ଆଇଟିଆର ଦ୍ୱାରା…

ମୁଖ୍ୟ ଶାସନ ସଚିବ ଙ୍କ ଚିଠି ସରକାରଙ୍କ ଅପାରଗତା କୁ ଦର୍ଶାଉଛି : ବିଜେଡି

ଗତକାଲି ରାଜ୍ଯର ମୁଖ୍ଯ ପ୍ରଶାସନିକ ସଚିବଙ୍କ ଦ୍ୱାରା ପ୍ରକାଶିତ ଏକ ଚିଠିରେ ସରକାରୀ କର୍ମଚାରୀଙ୍କୁ ଚାପ ନଦେବାକୁ ଚେତାବନୀ ଦେବା ବିଜୁ ଜନତା ଦଳ ତରଫରୁ ପ୍ରଶାସନ ଏବଂ ସରକାରୀ ଦଳର ବିଫଳତା ବୋଲି ବର୍ଣ୍ଣନା କରାଯାଇଥିଲା। ବିଜୁ ଜନତା ଦଳର…

ଆମ୍ବ ଟାକୁଆ ପ୍ରସଙ୍ଗ ରେ ଜୟ ନାରାୟଣ ମିଶ୍ର ଙ୍କୁ ଘେରିଲା କଂଗ୍ରେସ

ଆମ୍ବଟାକୁଆ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଦଳ ବିଧାୟକ ରାମଚନ୍ଦ୍ର କାଡାମ ।ମନ୍ତବ୍ୟ ଅନୁଯାୟୀ, ଜୟନାରାୟଣମିଶ୍ରଙ୍କ ଏଭଳି ମନ୍ତବ୍ୟ ଠିକ୍ ନୁହେଁ ବୋଲି କହିଛନ୍ତି । ଆଦିବାସୀ ମାନେ ଆମ୍ବ ଟାକୁଆ ଭଳି ଅଖାଦ୍ୟ ଖାଆନ୍ତି ନାହିଁ । ରାସନ ନ…

ଭାସ୍କର ରାଓଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି

ବହୁ ଚର୍ଚ୍ଚିତ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗିଙ୍କ ହତ୍ୟା ମାମଲାରେ ଫସିଛନ୍ତି ବିଜେଡ଼ି ନେତା ତଥା ପୂର୍ବତନ ସାଂସଦ ଏନ୍.ଭାସ୍କର ରାଓ । ରାୟଗଡ଼ା ଏସ୍‌ଡିଜେଏମ୍‌ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି । ଏନ୍.…

‎ଭରତପୁର ଥାନା ମାମଲା: କୋର୍ଟରେ ତଥ୍ୟ ଦାଖଲ କଲେ ରାଜ୍ୟ ସରକାର

ଭରତପୁର ଥାନା ମାମଲାରେ ଆଜି ହାଇକୋର୍ଟରେ ତଥ୍ୟ ଦାଖଲ କରିଛନ୍ତି ସରକାର । ଥାନାରେ ସେନା ଅଧିକାରୀଙ୍କ ବ୍ୟବହାର ନେଇ ଏସଓପି ଅଣାଯାଇଛି । ମାମଲାର ତଦନ୍ତ ଚାଲିଛି, ଖୁବଶୀଘ୍ର ଚାର୍ଜସିଟ୍ ଦାଖଲ କରାଯିବ । ଥାନାରେ ସିସିଟିଭି ନେଇ ଏଡିଜି…