ରାଜ୍ୟ ଜୁନ ୧୨ରୁ 4 ମାସ ପର୍ଯ୍ୟନ୍ତ ଶିମିଳିପାଳ ବନ୍ଦ June 7, 2024 Nirvay ଆସନ୍ତା ୧୨ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ। ତେବେ ଏହା ଅକ୍ଟୋବର ମାସ ପର୍ଯ୍ୟନ୍ତ ବନ୍ଦ ନେଇ ବନବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି। ବର୍ଷା ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ୍ଦ ନିଷ୍ପତ୍ତି…
ତାଜା ଖବର ରାଜନୀତି ରାଜ୍ୟ ବିଜେଡିଠୁ ଟଙ୍କା ନେଇ ଟିକେଟ୍ ପରିବର୍ତ୍ତନ କରିଛନ୍ତି କଂଗ୍ରେସ ସଭାପତି ଓ ପ୍ରଭାରୀ: ମାନସ ଚୌଧୁରୀ June 7, 2024 Papirani କଂଗ୍ରେସରୁ ନିଲମ୍ବିତ ପରେ ପ୍ରେସମିଟ୍ କରି ପିସିସି ସଭାପତି ଏବଂ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କୁ ଟାର୍ଗେଟ କରିଛନ୍ତି କଟକ ଜିଲ୍ଲା ପୂର୍ବତନ କଂଗ୍ରେସ ସଭାପତି ମାନସ ଚୌଧୁରୀ । ସେ କହିଛନ୍ତି ଚଳିତ ସାଧାରଣ ନିର୍ବାଚନରେ ପ୍ରଦେଶ କଂଗ୍ରେସ…
ରାଜ୍ୟ ନବୀନ ନିବାସରେ ପୁତୁରା ଅରୁଣ ଓ ବଡ଼ଭାଇ ପ୍ରେମ ପଟ୍ଟନାୟକ June 7, 2024 Nirvay ଆଜି ଓଡ଼ିଶା ଆସିଛନ୍ତି ବିଜୁ ପଟ୍ଟନାୟକଙ୍କ ନାତି ତଥା ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ । ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ଆଜି ଓଡ଼ିଶା ଆସିଛନ୍ତି ଅରୁଣ ପଟ୍ଟନାୟକ । ବିଜେଡିର ବିପର୍ଯ୍ୟୟ ପାଇଁ ଭିକେ ପାଣ୍ଡିଆନ ଓ ତାଙ୍କ…
ରାଜନୀତି ରାଜ୍ୟ ଶନିବାର ବିଧାୟକ ଦଳ ବୈଠକ,ମୁଖ୍ୟମନ୍ତ୍ରୀଙ୍କ ନାଁରେ ଲାଗିପାରେ ମୋହର June 7, 2024 Nirvay ବିଧାନସଭା ଫଳାଫଳ ପ୍ରକାଶ ପାଇବାର ତିନି ଦିନ ବିତି ଯାଇଥିଲେ ମଧ୍ୟ କିଏ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ।ଭାରତୀୟ ଜନତା ପାର୍ଟି (ବିଜେପି)ର ବିଧାୟକ ଦଳ ବୈଠକ ଆସନ୍ତାକାଲି (ଶନିବାର) ଅନୁଷ୍ଠିତ ହେବ।…
ତାଜା ଖବର ରାଜ୍ୟ ପୁରୀ ବାଣ ବିସ୍ଫୋରଣ ଘଟଣାର ୧୬ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା June 7, 2024 Papirani ପୁରୀ ନରେନ୍ଦ୍ର ପୋଖରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣେ ମୃତ୍ୟୁ । ମୃତ୍ୟୁ ସଂଖ୍ୟା ୧୬ର କୁ ବୃଦ୍ଧି ହୋଇଛି। ଆଜି ଚିକିତ୍ସାଧୀନ ଥିବା ଆଉ ଜଣେ ଗୁରୁତରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୧୧ ଗୁରୁତର ଆହତଙ୍କ…
ରାଜ୍ୟ ୬ ମାସ ପାଇଁ ଛୁଟିରେ ଗଲେ ସୁଜାତା କାର୍ତ୍ତିକେୟନ June 7, 2024 Nirvay ୬ ମାସ ପାଇଁ ଛୁଟି ନେଲେ ସୁଜାତା କାର୍ତ୍ତିକେୟନ । ଝିଅର ଦଶମ ଶ୍ରେଣୀ ପରୀକ୍ଷା ପ୍ରସ୍ତୁତି ପାଇଁ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ସୁଜାତା ଆର୍ କାର୍ତ୍ତିକେୟନ୍ ୬ ମାସ ପାଇଁ ଛୁଟିରେ ରହିବେ । ଏନେଇ…
ତାଜା ଖବର ରାଜନୀତି ରାଜ୍ୟ କଂଗ୍ରେସରୁ ୬ ବର୍ଷ ପାଇଁ ନିଲମ୍ବିତ ହେଲେ ମାନସ ଚୌଧୁରୀ June 7, 2024 Papirani କଟକଜିଲ୍ଲା କଂଗ୍ରେସ ସଭାପତି ଏସ୍ଏଚ୍ ମାନସ ଚୌଧୁରୀଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ଯୋଗୁ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏନେଇ ଏଆଇସିସି ପକ୍ଷରୁ ସୂଚନା ଦିଆଯାଇଛି।
ତାଜା ଖବର ରାଜନୀତି ରାଜ୍ୟ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଅନ୍ତରୀଣ ଜାମିନ୍ June 7, 2024 Papirani ଖୋର୍ଦ୍ଧାର ନବନିର୍ବାଚିତ ଭାଜପା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ୩ ଦିନ ଲାଗି ଅନ୍ତରୀଣ ଜାମିନ ମିଳିଛି। ଜିଲ୍ଲା ପ୍ରଥମ ଅତିରିକ୍ତ ଜଜ୍ ତାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି। ନିକଟରେ ଅନ୍ତରୀଣ ଜାମିନ ଜାପାଇଁ ସେ ଆବେଦନ କରିଥିଲେ। ଶପଥ ଗ୍ରହଣ,…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଓଡ଼ିଶାରେ କ୍ରାନ୍ତି ଆସିଛି ,ଏହି କ୍ରାନ୍ତି ହିଁ ବିକାଶକୁ ନୂଆ ଦିଶା ଦେବ: ମୋଦୀ June 7, 2024 Papirani ଏନଡିଏ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହେବା ପରେ ମୋଦୀ କହିଛନ୍ତି, ଏନଡିଏ ହେଉଛି ଭାରତର ସବୁଠୁ ସଫଳ ନିର୍ବାଚନ ପୂର୍ବବର୍ତ୍ତୀ ମେଣ୍ଟ । ଏଥିସହ ତାଙ୍କୁ ଏହି ମେଣ୍ଟର ନେତା ଭାବେ ନିର୍ବାଚିତ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ…
ରାଜନୀତି ରାଜ୍ୟ ‘ଭାଜପା ବିଜୟର ସୂତ୍ରଧର ପାଣ୍ଡୁ ଧନ୍ୟବାଦ’ June 7, 2024 Nirvay ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାରେ ଭି କେ ପାଣ୍ଡିଆନ । ଖାଲି ସୋସିଆଲ ମିଡିଆ ନୁହେଁ ଏବେ ପାଣ୍ଡିଆନ ସର୍ବସାଧାରଣ ସ୍ଥାନରେ ଚର୍ଚ୍ଚାରେ ଅଛନ୍ତି । କିଏ ବିଜେଡି ହାରିବା ପାଇଁ ପାଣ୍ଡିଆନଙ୍କୁ ଦାୟୀ କରୁଥିବା ବେଳେ, ଏବେ ବିଜେପି ବିଜୟର…