Category: ରାଜ୍ୟ

ବିଜେଡି ନିଜ ହାରିବାର ଆତ୍ମସମୀକ୍ଷା କରିବା ଆବଶ୍ୟକ: ସାଂସଦ ବଳଭଦ୍ର ମାଝୀ

ଲୋକଲୋଚନରେ ରହିବା ପାଇଁ ବିଜେଡି ବ୍ୟର୍ଥ ପ୍ରୟାସ ଜାରୀ ରଖିଛି ବୋଲି କହିଛନ୍ତି ସାଂସଦ ବଳଭଦ୍ର ମାଝୀ । ବିନା ତଥ୍ୟ ଆଧାରରେ ଅଭିଯୋଗ କରିବା ବିଜେଡିର ଚିରାଚରିତ ଅଭ୍ୟାସ ଏବଂ ନିର୍ବାଚନ ସରିବାର ୬ ମାସ ପରେ ବିଜେଡି ଆଜି…

ରୋଜଗାର ମେଳା ମାଧ୍ୟମରେ ଓଡ଼ିଶାର ୪୦୦ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ

ଆଜି ଓଡିଶା ସମେତ ସମଗ୍ର ଦେଶର ୪୫ ଟି ସ୍ଥାନରେ ରୋଜଗାର ମେଳାର ୧୪ତମ ସଂସ୍କରଣରେ ଆଭାସୀ ଜରିଆରେ ୭୧,୦୦୦ ନବନିଯୁକ୍ତ ଯୁବକଯୁବତୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ଵର ସ୍ଥିତ ଆଇଆଇଏମଟି ଠାରେ…

ରୁବେନ୍‌ ବାନାର୍ଜୀଙ୍କ ବହିକୁ ନେଇ ରାଜନୀତି; ବିରୋଧୀଙ୍କ ମତକୁ ନେଇ ଲେଖାଯାଇଛି ବହି: ବିଜେଡି

ରାଜନୈତିକ ଚର୍ଚ୍ଚାରେ ରୁବେନ ବାନାର୍ଜୀଙ୍କ ପୁସ୍ତକ। ନବୀନ ପଟ୍ଟନାୟକଙ୍କ ଜୀବନୀକୁ ନେଇ ଲେଖାଯାଇଥିବା ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ପୁସ୍ତକ ‘ନବୀନ ପଟ୍ଟନାୟକ- The authoritative biography revised after 2024 election’କୁ ନେଇ ବର୍ଷିଛି ବିଜେଡି। ବହିରେ ଥିବା ତଥ୍ୟ…

୩ ଦିନ ଭିତରେ ସରିବ ବର୍ଷାରେ ଚାଷ କ୍ଷୟକ୍ଷତି ଆକଳନ; ୫ ଦିନରେ ମିଳିବ କ୍ଷତି ପୂରଣ ରାଶି

ଅମଳ ସମୟରେ ଦାଉ ସାଜୁଛି ଲଗାଣ ବର୍ଷା। ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ଧାନ ଅମଳ ସମୟରେ ଚାଷୀଙ୍କୁ ନାନା ପ୍ରକାରର ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ିଛି । ବର୍ଷା ଯୋଗୁଁ ଅନେକ ଜିଲ୍ଲାରେ କ୍ଷେତରେ ଧାନ ବିଡା ପାଣିରେ ବୁଡି…

କାଲିଠୁ ପୁଣି ରାଜ୍ୟରେ ବର୍ଷା ସମ୍ଭାବନା

କାଲିଠାରୁ ପୁଣି ରାଜ୍ୟରେ ବର୍ଷା ସମ୍ଭାବନା । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହା ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ପୁଣି ବର୍ଷା ହେବ । ଆସନ୍ତା ୨୪ ତାରିଖ ଠାରୁ ଦୁଇଦିନ ଯାଏଁ ରାଜ୍ୟରେ ପୁଣି…

ରାଜଧାନୀରେ ଯୁବକଙ୍କୁ ଛୁରୀରେ ଆକ୍ରମଣ ସହ ବାନ୍ଧବୀକୁ ଅପହରଣ ଅଭିଯୋଗ 

ରାତି ଅଧରେ ରାଜଧାନୀରେ ଯୁବତୀଙ୍କୁ ଅପହରଣ। ପୁରୁଷ ବନ୍ଧୁଙ୍କୁ ମାଡ଼ ମାରି ଯୁବତୀଙ୍କୁ ଅପହରଣ । ଯୁବକ ଓ ଯୁବତୀ ଦୁଇଜଣ ରାତିରେ ଯାଉଥିବା ସମୟରେ ଛୁରୀରେ ଆକ୍ରମଣ କରି ଯୁବତୀଙ୍କୁ ଅପହରଣ କରାଯାଇଥିବା ନେଇ ସୂଚନା ମିଳିଛି । ଯୁବତୀଙ୍କ…

ଆସନ୍ତା ୨୫ ତାରିଖ ସୁଦ୍ଧା ସମସ୍ତ ମଣ୍ଡିରୁ ଧାନ ନଉଠିଲେ କଂଗ୍ରେସର କରିବ ଆନ୍ଦୋଳନ ଓ ରାସ୍ତାରୋକ: ତାରା 

ଆସନ୍ତା ୨୫ ତାରିଖ ସୁଦ୍ଧା କୋରାପୁଟ ଜିଲ୍ଲାର ସମସ୍ତ ମଣ୍ଡିରୁ ଧାନ ନ ଉଠିଲେ ଜିଲ୍ଲାରେ ଆନ୍ଦୋଳନ ଓ ବନ୍ଦ କରାଯିବ ବୋଲି ଆଜି ଚେତାବନୀ ଦେଇଛନ୍ତି ଜୟପୁର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ।…

ଓଡ଼ିଆ ଶ୍ରମିକଙ୍କ ସହ ଆଲୋଚନା ବେଳେ ମୋଦୀ କହିଲେ ‘ଜୟ ଜଗନ୍ନାଥ’

ଦୁଇ ଦିନିଆ କୁଏତ ଗସ୍ତ ସମୟରେ ଶୁକ୍ରବାର ମିନା ଅବଦୁଲ୍ଲା ଅଞ୍ଚଳରେ ଥିବା । ଏକ ଶ୍ରମିକ କ୍ୟାମ୍ପକୁ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ଭାରତୀୟ ଶ୍ରମିକଙ୍କ ସହ ଆଲୋଚନା କରିଥିଲେ। ଏକାଠି ସେମାନଙ୍କ ସହ ବସି…

‘ନିର୍ଭୟ’ କହିଥିବା କଥା ହେଲା ସତ; ଏବେ ଅଧିକାଂଶ ଜିଲ୍ଲାରେ ଧାନ ଉଠାଉ ନାହାନ୍ତି ମିଲର୍ସ

ନଭେମ୍ବର ୧୩ ତାରିଖ ନିର୍ଭୟ ସଂସ୍କରଣରେ ସ୍ପଷ୍ଟ ଉଲ୍ଲେଖ ଥିଲା ଯେ ‘ଧାନ ସଂଗ୍ରହରେ ଅପ‌ଯୋଗ ଆଶଙ୍କା ବଢ଼ୁଛି, ଭାଜପା ସରକାରକୁ ଘେରିବ ମିଲର୍ସ ସଂଘ ! ଠିକ୍ ତାହାହିଁ ହେଉଛି। ଭାଜପା ସରକାରଙ୍କୁ ଠିକ ଧାନ ସଂଗ୍ରହ ଋତୁରେ ବ୍ଲାକ୍‌ମେଲ…

ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ପାଇଁ ଆର୍ଥିକ ଅନୁଦାନ ଦାବି କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନୂଆଦିଲ୍ଲୀରେ ଅନୁଷ୍ଠିତ ପ୍ରାକ୍‌ ବଜେଟ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେଇଛନ୍ତି । ରାଜ୍ୟ ପାଇଁ ଅଧିକ ଆର୍ଥିକ ଅନୁଦାନ ଦାବି ସହ ସଡ଼କ ପ୍ରକଳ୍ପ ପାଇଁ ୨୦ ହଜାର କୋଟିର ବଜେଟ…