ତାଜା ଖବର ରାଜ୍ୟ ଅବସରପ୍ରାପ୍ତ ଅଗ୍ନିବୀରଙ୍କ ନିଯୁକ୍ତି ନେଇ ବାହାରିଲା ବିଜ୍ଞପ୍ତି October 4, 2024 Papirani ଓଡ଼ିଶା ଅବସରପ୍ରାପ୍ତ ଅଗ୍ନିବୀରଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ସରକାର । ୟୁନିଫର୍ମ ସେବାରେ ସଂରକ୍ଷଣ ଓ ବୟସସୀମାରେ କୋହଳ ସଂପର୍କିତ ବିଜ୍ଞପ୍ତି ଜାରି କରିଛି ସାଧାରଣ ପ୍ରଶାସନ ବିଭାଗ ।ଅଗ୍ନିବୀରଙ୍କ ପାଇଁ ୟୁନିଫର୍ମ ସେବା ଅର୍ଥାତ୍ ପୁଲିସ,…
ତାଜା ଖବର ରାଜ୍ୟ ନିଲାମ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ସଂଗୃହିତ ଅର୍ପଣ ଚାଉଳ October 4, 2024 Papirani ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ସଂଗୃହିତ ଅର୍ପଣ ଚାଉଳ ଶେଷରେ ଆଜି ନିଲାମ କରାଯାଇଛି । କୁଇଣ୍ଟାଲ ପିଛା ୨୭୮୦ ଟଙ୍କାରେ ମୋଟ ବଳକା ଥିବା ୧୦ ହଜାର ୩୨୨ କୁଇଣ୍ଟାଲ ଚାଉଳକୁ ଆଜି ନିଲାମ କରାଯାଇଥିବା ସୂଚନା ଦେଇଛନ୍ତି ପୁରୀ…
ତାଜା ଖବର ରାଜ୍ୟ ଅକ୍ଟୋବର ୬ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ଯୋଜନା ପାଇଁ ଆବେଦନ October 4, 2024 Papirani ଅକ୍ଟୋବର ୬ ତାରିଖରୁ ହବିଷ୍ୟାଳୀ ଯୋଜନା ଆବେଦନ ଆରମ୍ଭ ହେବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ସେ କହିଛନ୍ତି ଅକ୍ଟୋବର ୧୮ରୁ ପୁରୀରେ କାର୍ତ୍ତିକ ବ୍ରତ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିବାବେଳେ…
ତାଜା ଖବର ରାଜ୍ୟ ବଦଳିବ ଭୁବନେଶ୍ବର ବିମାନବନ୍ଦରର ରୂପରେଖ; ନିର୍ମାଣ ହେବ ନୂଆ ଟର୍ମିନାଲ October 4, 2024 Nirvay ବଦଳିବ ଭୁବନେଶ୍ବର ବିମାନବନ୍ଦରର ରୂପରେଖ। ଭୁବନେଶ୍ଵର ବିମାନ ବନ୍ଦରରେ ନିର୍ମାଣ ହେବ ନୂଆ ଟର୍ମିନାଲ । ପୁରୁଣା ଟର୍ମିନାଲ ନିକଟରେ ଏହି ଟର୍ମିନାଲ ନିର୍ମାଣ କରାଯିବ ବୋଲି ଶୁକ୍ରବାର ଭୁବନେଶ୍ୱର ବିମାନ ବନ୍ଦରର ସମୀକ୍ଷା ପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ…
ତାଜା ଖବର ରାଜ୍ୟ ରାଜଧାନୀରେ ପୋଲିସକୁ ଛୁରାମାଡ଼; କନଷ୍ଟେବଳ ଆହତ October 4, 2024 Nirvay ରାଜଧାନୀ ଭୁବନେଶ୍ୱରରେ ତଦନ୍ତ ପାଇଁ ଆସିଥିବା ପିସିଆର ପୋଲିସ କର୍ମଚାରୀଙ୍କୁ ଛରାମାଡ଼ ହୋଇଛି। ମଞ୍ଚେଶ୍ବର ଥାନା ଚକେଇସିଆଣି ଶ୍ରୀରାମ ନଗରରେ ଏହି ଘଟଣା ଦେଖିବାକୁ ମିଳିଛି। ହର୍ଣ୍ଣ ମାରିବାକୁ ନେଇ ଗଣ୍ଡଗୋଳ ହୋଇଥିବା ବେଳେ ପୋଲିସ ଖବର ପାଇଥିଲା। ତେବେ ପୋଲିସ…
ତାଜା ଖବର ରାଜ୍ୟ ଆଜି ୧୨ ଘଣ୍ଟିଆ ଅବିଭକ୍ତ କୋରାପୁଟ ବନ୍ଦ October 4, 2024 Nirvay ଆଜି ୧୨ ଘଣ୍ଟିଆ ଅବିଭକ୍ତ କୋରାପୁଟ ବନ୍ଦ । ୪ଟି ଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଛି। କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ଶୁକ୍ରବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ । ସରକାରୀ ଚାକିରିରେ ଜିଲ୍ଲାଭିତ୍ତିକ…
ତାଜା ଖବର ରାଜ୍ୟ ସମ୍ୱଲପୁର ମଣ୍ଡଳ ଜେଲ୍ରେ ଚଢ଼ଉ; ବ୍ୟାପକ ନିଶାଦ୍ରବ୍ୟ ଜବତ October 4, 2024 Nirvay ସମ୍ବଲପୁର ମଣ୍ଡଳ ଜେଲରେ ଶୁକ୍ରବାର ସକାଳୁ ଚଢ଼ଉ କରିଛି ପୋଲିସ। ଜେଲରେ ବ୍ୟାପକ ନିଶାଦ୍ରବ୍ୟ କାରବାର ହେଉଥିବା ଖବର ପାଇବା ପରେ ଚଢ଼ଉ ହୋଇଥିଲା। ବିଡି, ଗଂଜେଇ, ଖଇନି ତଥା ମାଦକ ଦ୍ରବ୍ୟ ଯାଞ୍ଚ ପାଇଁ ଚଢ଼ଉ ହୋଇଥିବା ବେଳେ ସ୍ଥାନୀୟ…
ରାଜନୀତି ରାଜ୍ୟ ଆରଆଇ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଆଶାୟୀ ପରୀକ୍ଷାର୍ଥୀ October 3, 2024 Papirani ଆରଆଇ ଏବଂ ଅମୀନ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସରକାରୀ ବାସଭବନ ସମ୍ମୁଖରେ ପହଞ୍ଚିଛନ୍ତି ଶହ ଶହ ଆଶାୟୀ ପରୀକ୍ଷାର୍ଥୀ । ଅନଲାଇନ୍ ପରୀକ୍ଷା ବଦଳରେ ଅଫଲାଇନ୍ ପରୀକ୍ଷା କରିବାକୁ ଆଶାୟୀ ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି…
ତାଜା ଖବର ରାଜନୀତି ରାଜ୍ୟ ଝାଡଖଣ୍ଡ ନିର୍ବାଚନ ପାଇଁ ଓଡ଼ିଶା ରାଜଭବନ ବିଜେପିର ୱାର ରୁମ ପାଲଟିଛି: ବିଜେଡି October 3, 2024 Papirani ଗତ କିଛି ଦିନ ଭିତରେ, ଓଡ଼ିଶାର ରାଜଭବନ ଭିତରେ ଦେଖିବାକୁ ମିଳିଥିବା କିଛି ରାଜନୈତିକ ଗତିବିଧିକୁ ନେଇ ଆଜି ବିଜୁ ଜନତା ଦଳ ପକ୍ଷରୁ ଏହା ଉପରେ ପ୍ରଶ୍ନ ଉଠାଇବା ସଙ୍ଗେ ସଙ୍ଗେ, ଝାଡଖଣ୍ଡ ନିର୍ବାଚନ ପାଇଁ ଓଡିଶା ରାଜ ଭବନ…
ତାଜା ଖବର ରାଜ୍ୟ ଏଥର ପାର୍ବଣରେ କଟକ ସହରରେ ବାଜିବ ଡିଜେ; ହାଇକୋର୍ଟରୁ ମିଳିଲା ଅନୁମତି October 3, 2024 Papirani ଶାରଦୀୟ ଦୁର୍ଗା ପୂଜା ପାଇଁ ଚାରିଆଡ଼େ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଏହି ସମୟରେ ପାର୍ବଣରେ ଡିଜେ ବଜିବାକୁ ନେଇ ଆଜି କଟକ ସହର ସମ୍ପର୍କିତ ଜନସ୍ୱାର୍ଥ ମାମଲାରେ ହାଇକୋର୍ଟ ଡିଜେ ବଜାଇବାକୁ ଅନୁମତି ଦେଇଛନ୍ତି କିନ୍ତୁ ଡିଜେ ୬୫ ଡେସିବେଲ୍…