Category: ରାଜ୍ୟ

ରାଜ୍ୟପାଳଙ୍କ ପୁଅର ଗିରଫ ଦାବି: ରାଜଭବନ ଘେରାଉ କରିବାକୁ ଯିବା ବେଳେ କଂଗ୍ରେସ କର୍ମୀ ଓ ପୋଲିସ ମୁହାଁମହିଁ

ରାଜ୍ୟପାଳ ରଘୁବର ଦାସଙ୍କ ପୁଅର ଗିରଫ ଦାବିରେ ଆଜି ପୁଣି ତେଜିଛନ୍ତି ଯୁବ ଏବଂ ଛାତ୍ର କଂଗ୍ରେସ କର୍ମୀ । ରାଜ୍ୟପାଳଙ୍କ ପୁଅର ଗିରଫ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରି ରାଜଭବନ ଘେରାଉ ପାଇଁ ଯିବା ବେଳେ ମୁହାଁମହିଁ ହୋଇଛନ୍ତି କଂଗ୍ରେସ…

ସ୍ବେଚ୍ଛାକୃତ ଅବସର ନେଲେ ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ କୁମାର ଷଡଙ୍ଗୀ

ଅବସର ନେଲେ ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ କୁମାର ଷଡଙ୍ଗୀ । ଚାକିରିର ୧୦ ମାସ ପୂର୍ବରୁ ସ୍ବେଚ୍ଛାକୃତ ଅବସର ନେଲେ ଅରୁଣ କୁମାର ଷଡଙ୍ଗୀ। ତାଙ୍କ ପାଇଁ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଟ୍ରେନିଂ ଏକାଡେମୀରେ ବିଦାୟ କାଳୀନ ସମାରୋହର…

ମାଓ ମୁକାବିଲା ନେଇ ସମୀକ୍ଷା ବୈଠକ ଆରମ୍ଭ

ଦିଲ୍ଲୀରେ ମାଓ ମୁକାବିଲା ନେଇ ସମୀକ୍ଷା ବୈଠକ ଆରମ୍ଭ । ଦିଲ୍ଲୀ ବିଜ୍ଞାନ ଭବନରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ୮ଟି ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଆରମ୍ଭ ହୋଇଛି । ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ପ୍ରଦୂଷଣରେ ଲୋକେ ଅତିଷ୍ଠ; ରୁଙ୍ଗଟା ଷ୍ଟିଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଲେ ଜୁଏଲ

କୋଇଡା ଖଣି ଉପନିର୍ଦ୍ଦେଶକଙ୍କ ଅଧୀନରେ କୋଇଡା ତହସିଲ ଅନ୍ତର୍ଗତ କମାଣ୍ଡ, କୁଲା, କୁସୁମୁଣ୍ଡୀହି, ରେଙ୍ଗମା ପ୍ରଭୃତି ରାଜସ୍ବ ଗ୍ରାମରୁ ଜମି ଅଧିଗ୍ରହଣ କରି ରୁଙ୍ଗଟା ମାଇନ୍ସ ଲିମିଟେଡ଼ ଏକ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ କରିଛି। କିନ୍ତୁ ବିଡମ୍ବନାର ରାତି ସମୟରେ ଅନ୍ଧକାରର…

ସୁଭଦ୍ରା ଯୋଜନା; ଆଜି ଆସିବାର ଅଛି ୧ ଟଙ୍କା

ସୁଭଦ୍ରା ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ଆସନ୍ତା ୯ ତାରିଖରେ ମିଳିବାକୁ ଥିବା ବେଳେ ଆଜି ଟ୍ରାଏଲ ବେସିସରେ ୧ ଟଙ୍କା ଆସିବ। ଆଜି ୧ ଟଙ୍କା ଆସିବାର ଅଛି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ତେବେ ଆସନ୍ତା ୯…

ୟାଜଦାନୀ ଷ୍ଟିଲକୁ ପ୍ରଦୂଷଣ ବୋର୍ଡର ନୋଟିସ; ପ୍ରଦୂଷଣ ବନ୍ଦ ନକଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

ୟାଜଦାନୀ ଷ୍ଟିଲ କାରଖାନାର ବିଷାକ୍ତ ଜ୍ବାଳାରେ କଳିଙ୍ଗନଗର ଟାଙ୍ଗରସାହିରେ ମଣିଷ ମଡ଼କ ପଡିଛି। ଗତ ୫ ବର୍ଷରେ ଯକ୍ଷ୍ମା ଓ କ୍ୟାନ୍ସର ଭଳି ମାରାତ୍ମକ ରୋଗରେ ଆଦିବାସୀ ଗାଁର ୨୩ ଜଣ ପ୍ରାଣ ହରାଇଲେଣି। ଏ ନେଇ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି…

ହରିୟାଣା ବଢ଼ାଇପାରେ ଧର୍ମେନ୍ଦ୍ରଙ୍କ ଚିନ୍ତା

ଦିନକ ପରେ ହରିୟାଣା ବିଧାନସଭା ଫଳ ପ୍ରକାଶ ପାଇବ। ଶନିବାର ଭୋଟ ସରିବା ପରେ ବୁଥ ଫେରନ୍ତା ଭୋଟରଙ୍କ ନିଷ୍ପତ୍ତି ଆଧାରରେ ସର୍ଭେ ରିପୋର୍ଟ ବା ଏକଜିଟ ପୋଲ ଅନୁସାରେ ୧୦ ବର୍ଷର ଭାଜପା ସରକାର କ୍ଷମତା ହରାଇବାକୁ ଯାଉଛି। ଜାମ୍ମୁ-କାଶ୍ମୀର…

ଆଲୋଚନା ପରେ ବସ୍‌ ଧର୍ମଘଟ ଡାକରା ପ୍ରତ୍ୟାହୃତ

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବସ୍ ମାଲିକ ସଂଘ ପକ୍ଷରୁ ଆଜି ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟିଆ ବସ୍ ଚଳାଚଳ ବନ୍ଦ ଡାକରା ଦିଆଯାଇଥିଲା । ଧର୍ମଘଟ ଯୋଗୁଁ କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ବଲାଙ୍ଗୀର, ସୁବର୍ଣ୍ଣପୁର,…

ହୀରାକୁଦ ନବୀକରଣ ପାଇଁ ୮୫୫ କୋଟି ଆବଣ୍ଟନ କଲେ ମୋହନ ସରକାର

ହୀରାକୁଦ ଡ୍ୟାମକୁ ସଂଯୋଗ ହୋଇଥିବା ୬ ଦଶନ୍ଧି ପୁରୁଣା କେନାଲ ବ୍ୟବସ୍ଥାର ନବୀକରଣ ପାଇଁ ମୋହନ ସରକାର ୮୫୫ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ୪ ବର୍ଷରେ ୮୫୫ କୋଟି ଖର୍ଚ୍ଚ ହେବ। ଏହି ନବୀକରଣ ଦ୍ୱାରା ସମ୍ବଲପୁର, ସୁବର୍ଣ୍ଣପୁର, ବରଗଡ଼…

ବର୍ଷାରେ ଭାଙ୍ଗିଲା ଦୁର୍ଗାପୂଜା ତୋରଣ

ପାର୍ବଣ ଚାଲିଥିବା ବେଳେ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର। ଆଲୋକମାଳା ଓ ସାଜସଜ୍ଜାରେ ଝଲସୁଛି ଦେବୀ ପୀଠ। ଏସବୁ ଭିତରେ ଆଜି ଭୁବନେଶ୍ୱରସ୍ଥିତ ରସୁଲଗଡ଼ ଦୁର୍ଗାପୂଜା ତୋରଣ ବର୍ଷା ପବନରେ ଭାଙ୍ଗିଯାଇଛି। ରସୁଲଗଡ଼ରେ ୩୦ ଫୁଟ୍ ଉଚ୍ଚର ହୋଇଥିବା ଲାଇଟ୍ ତୋରଣ…