Category: ରାଜ୍ୟ

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ମଞ୍ଚରେ ଓଡ଼ିଶା ରାଜ୍ୟ ଦିବସ ସମାରୋହ ପାଳିତ

ଭାରତ ଆନ୍ତର୍ଜାତିକ ବାଣିଜ୍ଯ ମେଳା (ଆଇ. ଆଇ. ଟି. ଏଫ୍.) ର ୪୩ତମ ସଂସ୍କରଣ ଭାରତ ମଣ୍ଡପମରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ମୁଖ୍ଯମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ଏହି…

ପାଟଣାଗଡ଼ରେ ନବଜାତ ଶିଶୁକନ୍ୟା ବିକ୍ରି ମାମଲା; ଏଏନ୍‌ଏମ୍‌ ନିଲମ୍ବିତ

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ୯ଦିନର ନବଜାତ ଶିଶୁକନ୍ୟା ବିକ୍ରି ମାମଲାରେ ସଂପୃକ୍ତି ଅଭିଯୋଗରେ ଏଏନ୍‌ଏମ୍‌ ନିଲମ୍ବିତ ହୋଇଛନ୍ତି।ଏଏନ୍‌ଏମ୍‌ ‌ମମତା ଭୋଇଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ନିଲମ୍ବନ କରିଥିବା ସୂଚନା ମିଳିଛି। ନବଜାତ ଶିଶୁକନ୍ୟାକୁ ତାଙ୍କ ମା’ଙ୍କ ଠାରୁ ଆଣି…

ବଲାଙ୍ଗୀର ଘଟଣା କୁ ନେଇ କୁମ୍ଭୀର କାନ୍ଦଣା ବନ୍ଦ କରୁ ବିଜେଡି:ଦିଲୀପ ମଲ୍ଲିକ

ଆଜି ବିଜେପି ମୁଖପାତ୍ର ଦିଲୀପ ମଲ୍ଲିକ ବିଜେଡି ବିରୁଦ୍ଧରେ ମନ୍ତବ୍ୟ ଦେଇଛନ୍ତି ଯେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ଓ ଦୁର୍ଭାଗ୍ୟଜନକ । ଏନେଇ ସ୍ଥାନୀୟ ପୋଲିସ ମାମଲା ରୁଜୁ କରିବା ସହ କାର୍ଯ୍ୟାନୁଷ୍ଠାନ ନେବା ପ୍ରକ୍ରିୟା ଆରମ୍ଭ…

ଓଡ଼ିଶା ସରକାରୀ ଅଧିକାରୀଙ୍କୁ ଆଦାନୀ ଲାଞ୍ଚ ଦେଇଥିବା ଅଭିଯୋଗକୁ ଖଣ୍ଡନ କଲା ବିଜେଡ଼ି

୨୦୦୦ ରୁ ଜୁନ୍ ୨୦୨୪ ପର୍ଯ୍ଯନ୍ତ ଓଡ଼ିଶାରେ କ୍ଷମତାରେ ଥିବା ବିଜେଡ଼ି ଶୁକ୍ରବାର ଦିନ କହିଛି ଯେ ରାଜ୍ଯ ସରକାରୀ ଅଧିକାରୀମାନେ କେନ୍ଦ୍ରୀୟ ପୁଲରୁ ରାଜ୍ଯକୁ ଅକ୍ଷୟ ଶକ୍ତି ଯୋଗାଣ ପାଇଁ ଆଦାନୀ ଗ୍ରୁପ୍ ଠାରୁ ଦେୟ ଗ୍ରହଣ କରିଥିବା ଦାବି…

ଘନ କୁହୁଡ଼ି ନେଇ ସତର୍କ କରାଇଲେ ଏସ୍‌ଆରସି

ରାଜ୍ୟରେ ଏବେ ଏବେ ଶୀତର ଲହରି ଦେଖିବାକୁ ମିଳୁଛି। ଯେଉଁ କାରଣରୁ ବିଭିନ୍ନ ଜିଲ୍ଲାରେ ସକାଳେ ଓ ସଂଧ୍ୟାରେ କୁହୁଡି ମଧ୍ୟ ନଜର ଆସୁଛି। କିନ୍ତୁ ଆଜି ରାତି, କାଲି ସକାଳ ଓ ରାତିରେ ଅଧିକ ଘନ କୁହୁଡ଼ି ହେବାର ସମ୍ଭାବନା…

ବିରଜା ହାଟକୁ ନେଇ ବିବାଦ ପ୍ରସଙ୍ଗ: ସାମ୍ନାକୁ ଆସିଲା ନଭେମ୍ବର ୧୪ର ଜିଲ୍ଲା ପ୍ରଶାସନ ତଦନ୍ତ ରିପୋର୍ଟ

ଯାଜପୁରର ବିରଜା ହାଟକୁ ପୁନଃ ପ୍ରତିଷ୍ଠା ଉଦ୍ୟମକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରସଙ୍ଗରେ ଆଜି ସାମ୍ନାକୁ ଆସିଲା ନଭେମ୍ବର ୧୪ର ଜିଲ୍ଲା ପ୍ରଶାସନ ତଦନ୍ତ ରିପୋର୍ଟ। ୫ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ଗଠିତ କମିଟିର ରିପୋର୍ଟ ଆଜି ପ୍ରକାଶ କରାଯାଇଛି।…

ଅଡ଼ୁଆରେ ବବି ଦାସଙ୍କ ଭାଇ; ଭବ ଦାସଙ୍କ ନାଁରେ ଥାନାରେ ମାମଲା ରୁଜୁ

ବିବାଦରେ ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ । ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି ଦାସ)ଙ୍କ ଭାଇ ଭବ ପ୍ରସାଦ ଦାସଙ୍କ ନାଁରେ ଏତଲା । ଯାଜପୁର ଥାନାରେ ଏତଲା ଦେଇଛନ୍ତି ଜଣେ ହାଟ ବ୍ୟବସାୟୀ ।…

ହରେକୃଷ୍ଣ ମହତାବଙ୍କ ଜୟନ୍ତୀକୁ ନେଇ ମୁହାଁମୁହିଁ ହେଲେ ବିଜେପି ଓ ବିଜେଡି ନେତା

ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପୁର୍ବ ବିଜେଡି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଦୁଇ ବର୍ଷ ଧରି ମହତାବଙ୍କ ଜୟନ୍ତୀ ବନ୍ଦ କରିଥିଲା ବିଜେଡ଼ି। ବିଜୁ ବାବୁଙ୍କୁ ସମ୍ମାନ ନାଁରେ ଅନ୍ୟ…

ସୁରକ୍ଷାବାହିନୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ; ୧୦ ମାଓବାଦୀ ନିହତ

ସୁରକ୍ଷାବାହିନୀକୁ ମିଳିଲା ବଡ଼ ସଫଳତା । ଛତିଶଗଡ଼ର ସୁକମା ଜିଲ୍ଲା ଭେଜି ଜଙ୍ଗଲରେ ପୋଲିସର ଏନ୍ କାଉଣ୍ଟର ନିପାତ ହୋଇଛନ୍ତି ୧୦ ମାଓବାଦୀ । ବସ୍ତର ଡିଭିଜନର ସୁକୁମା ଜିଲ୍ଲାରେ ସର୍ଚ୍ଚ ଅପରେସନ୍ ବେଳେ ଏହି ସଫଳତା ମିଳିଛି । ଘଟଣାସ୍ଥଳରୁ…

ପ୍ରକାଶ ପାଇଲା ଓଟିଇଟି-୨୦୨୪ର ପରୀକ୍ଷା ଫଳ

ବୋର୍ଡ ଅଫ ସେକେଣ୍ଡାରୀ ଏକଜୁକେସନ୍ ଦ୍ୱାରା ପରିଚାଳିତ ଓଡ଼ିଶା ଟିଚର୍ସ ଇଲିଜିବିଲିଟି ଟେଷ୍ଟ(ଓଟିଇଟି) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ଅଫିସିଆଲ୍‌ ୱେବ୍‌ସାଇଟ୍‌ ଡବ୍ଲୁଡବ୍ଲୁଡବ୍ଲୁ.ବିଏସ୍‌ଇଓଡ଼ିଶା.ଏସି.ଇନ୍‌ରେ (http://www.bseodisha.ac.in/) ରେ ଲଗ୍‌ ଇନ୍‌ କରି ପରୀକ୍ଷାର୍ଥୀମାନେ ତାଙ୍କର ରେଜଲ୍ଟ…