ତାଜା ଖବର ରାଜନୀତି ରାଜ୍ୟ ବେଆଇନ ଆପାର୍ଟମେଣ୍ଟ ନେଇ ବିଏମ୍ସି ମେୟରଙ୍କ ମନ୍ତବ୍ୟ July 31, 2024 Nirvay ବେଆଇନ ଆପାର୍ଟମେଣ୍ଟକୁ ନେଇ ବିଏମ୍ସି ମେୟର ସୁଲୋଚନା ଦାସ ମନ୍ତବ୍ୟ ଦେଇଛନ୍ତି । ସରକାର ଚିଠି କଲେ ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବୁ ବୋଲି ଶ୍ରୀମତୀ ଦାସ କହିଛନ୍ତି। ସରକାରଙ୍କ ଯାହା ନିଷ୍ପତ୍ତି ନେବେ ବିଏମ୍ସି ତାକୁ ମାନିବ। ଆପାର୍ଟମେଣ୍ଟ ଭାଙ୍ଗିଲେ ସେହି…
ତାଜା ଖବର ରାଜନୀତି ରାଜ୍ୟ ନିଲମ୍ବିତ ଆଇପିଏସ ଅଫିସରଙ୍କ ପ୍ରସଙ୍ଗ: ଗୃହରେ ହଇଚଇ July 31, 2024 Nirvay ନିଲମ୍ବିତ ଆଇପିଏସ ଅଫିସର ପଣ୍ଡିତ ରାଜେଶ ଉତ୍ତମ ରାଓଙ୍କ ପ୍ରସଙ୍ଗ ନେଇ ଗୃହରେ ହଇଚଇ । ଏହି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡ଼ାମ । ତାଙ୍କ ବିରୁଦ୍ଧରେ ଏଯାଏଁ କାହିଁକି ଏଫଆଇଆର ହୋଇନି ବୋଲି ପ୍ରଶ୍ନ କରିଛନ୍ତି ।…
ତାଜା ଖବର ରାଜ୍ୟ ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ July 31, 2024 Nirvay ପ୍ରକୃତିକୁ ଭଲପାଉଥିବା ଲୋକଙ୍କ ପାଇଁ ଖୁସି ଖବର । ଆସନ୍ତାକାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ବିଶେଷ ଭାବେ ଆକୃଷ୍ଟ କରିବ ସ୍କାଏ ୱାକ୍ ବା ୱାକ୍ ୱେ। ଚଳିତବର୍ଷ ମେ’…
ରାଜ୍ୟ ଭିଜିଲାନ୍ସ ଜାଲରେ ଜଟଣୀ ବ୍ଲକ ସହକାରୀ ଯନ୍ତ୍ରୀ July 31, 2024 Nirvay ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଜଟଣୀ ବ୍ଲକ ସହକାରୀ ଯନ୍ତ୍ରୀ । ଭୁବନେଶ୍ୱରର ଖଣ୍ଡଗିରିସ୍ଥିତ ଘରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତିଙ୍କୁ ଭିଜିଲାନ୍ସ ବିଭାଗ ଧରିଥିଲା ।ସୂଚନାଯୋଗ୍ୟ, ପୁରୁଣା ଏକ…
ରାଜ୍ୟ ନାବାଳକ ପିଲାଙ୍କୁ ଗାଡ଼ି ଦେଉଥିବା ଅବିଭାବକ ସାବଧାନ! July 31, 2024 Nirvay ନାବାଳକ ପୁଅ ଝିଅଙ୍କୁ ଗାଡି ଦେଉଥିଲେ ଅଭିଭାବକମାନେ ସାବଧାନ ରୁହନ୍ତୁ। ମାମଲା ପାଇଁ ପ୍ରସ୍ତୁତ ରୁହନ୍ତୁ। କାରଣ, ରାଜ୍ୟରେ ପରିବହନ ବିଭାଗ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ ହୋଇଛି । ରାଜ୍ୟବ୍ୟାପୀ ଚେକିଂ ଜୋରଦାର ଚାଲିଛି। ୧୮ ବର୍ଷରୁ କମ୍ ପିଲା…
ତାଜା ଖବର ରାଜ୍ୟ ପରିବହନ ବିଭାଗର କାର୍ଯ୍ୟାନୁଷ୍ଠାନ, ସ୍କୁଲ ବସକୁ ଲକ୍ଷାଧିକ ଟଙ୍କା ଜୋରିମାନା July 30, 2024 Nirvay ସୁନ୍ଦରଗଡ଼ ସହରରେ ଏକ ଯାତ୍ରୀବାହୀ ବସ ବେଆଇନ ଭାବେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବେଳେ ପରିବହନ ବିଭାଗର ଅଧିକାରୀ ହାତରେ ଧରାପଡ଼ିଛି। ଯାଞ୍ଚ ସମୟରେ ବସର ପରମିଟ, ଟ୍ୟାକ୍ସ, ଇନ୍ସୁରାନ୍ସ ଫିଟନେସ ନଥିବାରୁ ୧ଲକ୍ଷ ୨୨ହଜାର ୪୮୮ ଟଙ୍କାର ଚାଲାଣ…
ତାଜା ଖବର ରାଜ୍ୟ ଶାବକକୁ ଜନ୍ମଦେଲା ବାଘୁଣୀ ମୌସୁମୀ July 30, 2024 Nirvay ନନ୍ଦନକାନନକୁ ଆସିଛି ନୂଆ ଅତିଥି। ନନ୍ଦନକାନନରେ ବାଘୁଣୀର ପ୍ରସବ । କାଲି ରାତିରେ ନନ୍ଦନକାନନରେ ଶାବକକୁ ଜନ୍ମ ଦେଲା ଧଳା ବାଘୁଣୀ ମୌସୁମୀ। ଏହା ପୂର୍ବରୁ ବାଘୁଣୀ ମୌସୁମୀର ୩ଟି ଶାବକ ଥିବା ସୂଚନା ମିଳିଛି । ଉଭୟ ମା’ ଓ…
ରାଜନୀତି ରାଜ୍ୟ ବଜେଟ୍ର ସଧାରଣ ଆଲୋଚନା ଉପରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର: ‘ଭିଜନ-୨୦୩୬’ର ଖସଡ଼ା ପ୍ରସ୍ତୁତି July 30, 2024 Nirvay ୨୦୨୪-୨୫ ବଜେଟ୍ର ସଧାରଣ ଆଲୋଚନା ଉପରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, ମୁଁ ଏହି ପବିତ୍ର ଗୃହରେ ଚଳିତ ମାସ ୨୫ ତାରିଖରେ ବର୍ଷ ୨୦୨୪-୨୫ର ପୂର୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିଲି । ୨୯…
ତାଜା ଖବର ଦେଶ ରାଜ୍ୟ ହାଓ୍ବଡା-ମୁମ୍ବାଇ ଟ୍ରେନ ଟ୍ରାଜେଡି: ସହାୟତା ରାଶି ଘୋଷଣା କଲା ଦକ୍ଷିଣ ପୂର୍ବ ରେଳପଥ July 30, 2024 Papirani ଝାଡଖଣ୍ଡ ଚକ୍ରଧରପୁର ରେଳ ଡିଭିଜନ ରାଜଖରସୁଆଁ ବଡ଼ବାମ୍ବୁ ନିକଟରେ ହୋଇଥିବା ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଆଜି ଭୋର୍ ସମୟରେ ଏକ୍ସପ୍ରେସଟି ଏକ ମାଲବାହୀକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିବା ଘଟଣାରେ ଦକ୍ଷିଣ ପୂର୍ବ ରେଳପଥର ସହାୟତା ଘୋଷଣା କରିଛି। ରାଉରକେଲାର…
ତାଜା ଖବର ରାଜ୍ୟ ସମ୍ବଲପୁରରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ July 30, 2024 Papirani ଗତ କିଛି ଦିନ ଧରି ଲଗାତର ଭାବେ ଦେଶର ବିଭିନ୍ନ ସ୍ଥାନରେ ରେଳ ଦୁର୍ଘଟଣା ଖବର ସାମ୍ନାକୁ ଆସୁଥିବା ବେଳେ ପୁଣି ଆଜି ସମ୍ବଲପୁର ସରଲାରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ମାଲବାହୀ ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା।…