Category: ରାଜ୍ୟ

କଟକ ସହରର ସମସ୍ୟା ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ହାଇକୋର୍ଟଙ୍କ ଉଦବେଗ ପ୍ରକାଶ

ସହରରେ ମଶା ପାଦୁର୍ଭାବ୍ୟ ବିସ୍ତାରକୁ ରୋକିବା ପାଇଁ କଟକ ମୁନିସିପାଲିଟି କର୍ପୋରେସନ୍ (ସିଏମସି) ର ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବାରେ ସ୍ପଷ୍ଟ ବିଫଳତା ଉପରେ ଓଡ଼ିଶା ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। ଜଷ୍ଟିସ୍ ଏସ. କେ. ସାହୁ ଏବଂ ଜଷ୍ଟିସ୍ ଭି.…

ଛାତ୍ରଛାତ୍ରୀଙ୍କ ପୁଷ୍ଟିକର ଆବଶ୍ଯକତା ଅନୁଧ୍ୟାନ ପାଇଁ କମିଟି ଗଠନ କଲେ ଓଡ଼ିଶା ସରକାର

ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ସାମିଲ ହୋଇଥିବା ଛାତ୍ରଛାତ୍ରୀଙ୍କ ପୁଷ୍ଟିକର ଆବଶ୍ଯକତା ସମ୍ପର୍କରେ ଅନୁଧ୍ୟାନ କରିବା ଲାଗି ଓଡ଼ିଶା ସରକାର ଆଜି ଏକ କମିଟି ଗଠନ କରିଛନ୍ତି। ରାଜ୍ଯରେ ଏହି କାର୍ଯ୍ଯକ୍ରମର ଉତ୍ତମ କାର୍ଯ୍ଯକାରିତା ପାଇଁ କମିଟି ଆବଶ୍ଯକ ପ୍ରସ୍ତାବ ସୁପାରିଶ କରିବ…

ଶିଳ୍ପପତି ଦେବଜ୍ୟୋତି ପଟ୍ଟନାୟକଙ୍କ ଅଫିସରେ ଆୟକର ବିଭାଗର ଚଢ଼ାଉ

ଭୁବନେଶ୍ୱରରେ ଶିଳ୍ପପତି ଦେବଜ୍ୟୋତି ପଟ୍ଟନାୟକ (ଜୁଲିଆ ପଟ୍ଟନାୟକ)ଙ୍କ ଅଫିସ୍‌ରେ ଆୟକର ବିଭାଗର ଚଢ଼ାଉ। ଏସ୍‌.ଏନ୍‌. ମହାନ୍ତି କଂପାନୀ ସହ ଲିଙ୍କ୍ ରହିଥିବାରୁ ଆଇଟି ପକ୍ଷରୁ ରେଡ୍‌ କରାଯାଇଛି । ଏସ୍‌.ଏନ୍‌ ମହାନ୍ତି କଂପାନୀଠାରୁ ଲୁହାପଥର କାରବାରରେ ହିଁ ଟିକସ ଫାଙ୍କିଥିବା ନେଇ…

ମୋଦିଙ୍କ ଗସ୍ତ ପାଇଁ ରାଜଧାନୀରେ ଟ୍ରାଫିକ କଟକଣା

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗୁରୁତ୍ବପୂର୍ଣ୍ଣ ଗସ୍ତ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୋଦୀଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷା ସଂସ୍ଥା…

ନବରଙ୍ଗପୁରରେ ମଣ୍ଡେଇ ପର୍ବରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ

ନବରଙ୍ଗପୁର ଜିଲ୍ଲାର ଅନ୍ୟ ଏକ ପରିଚୟ “ମଣ୍ଡେଇ” ପର୍ବ। ଜିଲ୍ଲାର ସାଂସ୍କୃତିକ ଏବଂ ସାମାଜିକ ପରମ୍ପରାର ଗୁରୁତ୍ଵକୁ ବହନ କରେ ମଣ୍ଡେଇ ଏହି ମଣ୍ଡେଇ ପର୍ବ । ଆସନ୍ତା ୦୬/୧୨/୨୪ ରୁ ୧୦/୧୨/୨୪ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ଏହି ଜିଲ୍ଲାସ୍ତରୀୟ…

ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଖଣି ଅଧିକାରୀଙ୍କୁ ଭିଜିଲାନ୍ସର ଗିରଫ

ଆୟବର୍ହିଭୂତ ସମ୍ପତ୍ତି ଜମା କରି ରଖିଥିବା ଅଭିଯୋଗରେ ଆଜି କେଉଁଝରରେ ଜଣେ ସହକାରୀ ଖଣି ଅଧିକାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ସର୍ଚ୍ଚ ଅପରେସନ ବେଳେ ଜୁନିୟର ମାଇନିଂ ଅଫିସର ପଦ୍ମନାଭ ହୋତାଙ୍କ ନିକଟରୁ ଭୁବନେଶ୍ୱରର ୫୮୦୦ ବର୍ଗଫୁଟ ଅଞ୍ଚଳରେ ଥିବା ଗୋଟିଏ…

ଓଡ଼ିଶାରେ ‘ଦି ସାବରମତି ରିପୋର୍ଟ’ ଚଳଚ୍ଚିତ୍ର ହେଲା ଟିକସମୁକ୍ତ

ଚର୍ଚ୍ଚାରେ ରିଲିଜ୍ ହୋଇଥିବା ବିକ୍ରାଣ୍ଟ ମାସେଙ୍କ ସତ୍ୟ କାହାଣୀ ଉପରେ ଆଧାରିତ ଫିଲ୍ମ ‘ଦ ସାବରମତୀ ରିପୋର୍ଟ’। ୨୦୦୨ର ବହୁ ଚର୍ଚ୍ଚିତ ଗୁଜୁରାଟର ଗୋଧ୍ରା କାଣ୍ଡକୁ ନେଇ ପର୍ଯ୍ୟବେସିତ ହୋଇଥିବା ଚଳଚ୍ଚିତ୍ର ‘ସାବରମତି ରିପୋର୍ଟ’କୁ ଓଡ଼ିଶାରେ ଟିକସମୁକ୍ତ କରାଯାଇଛି। ଫଳରେ ରାଜ୍ୟର…

ଡିଜିପି ସମ୍ମିଳନୀକୁ ଆତଙ୍କବାଦୀ ଧମକ; ହାଇ ଆର୍ଲଟରେ ଭୁବନେଶ୍ଵର

ଆସନ୍ତାକାଲି ଠାରୁ ଆରମ୍ଭ ହେବ ଡିଜିପି-ଆଇଜିପି ସମ୍ମିଳନୀ । ପ୍ରଥମ ଥର ପାଇଁ ଓଡିଶାରେ ଏଭଳି ସମ୍ମିଳନୀର ଆୟୋଜନ କରିବାକୁ ଯାଉଥିବା ବେଳେ ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେବାକୁ ଥିବା ବେଳେ ଏହାର ଭିତରେ ଡିଜିପି ସମ୍ମିଳନୀକୁ ପଣ୍ଡ…

ଉତ୍ତର ଓଡ଼ିଶା ପରିଷଦରେ ସୁନ୍ଦରଗଡ଼ ସାମିଲ ପ୍ରସଙ୍ଗ: ଜାଣନ୍ତୁ ଟ୍ବିଟ୍ କରି କଣ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ? 

ବିକାଶ ତ୍ୱରାନ୍ୱିତ ପାଇଁ ସୁନ୍ଦରଗଡ଼ ଜିଲ୍ଲାକୁ ଉତ୍ତର ଓଡ଼ିଶାରେ ସାମିଲ୍ କରିବାକୁ ମୁଖ୍ୟମନ୍ତ୍ରୀ କହିବା ପରେ ସୁନ୍ଦରଗଡ଼ ଜିଲ୍ଲା ସହ ସାରା ରାଜ୍ୟରେ ଦେଖା ଦେଇଛି ତୀବ୍ର ଅସନ୍ତୋଷ । ଏହା ସହ ଦିନକୁ ଦିନ ଏହି ପ୍ରସଙ୍ଗକୁ ନେଇ ତେଜିଛି…

ରାଜ୍ୟସ୍ତରୀୟ କ୍ରୀଡା ମହୋତ୍ସବ ‘ଉତ୍ସାହ’ ଉଦ୍‌ଘାଟିତ; ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ପିଲାମାନେ ତୁମ ମାନଙ୍କର ଭରପୁର ପ୍ରତିଭା ଅଛି। ବଡ ହେବା ପାଇଁ ହେଲେ ସ୍ବପ୍ନ ମଧ୍ୟ ବଡ ହେବା ଆବଶ୍ୟକ। ଯଦି ସୂର୍ଯ୍ୟରେ ପହଞ୍ଚିବାପାଇଁ ସ୍ବପ୍ନ ଦେଖି କାର୍ଯ୍ୟ କରିବା ଅତି କମ୍‌ରେ ଚନ୍ଦ୍ରରେ ପହଞ୍ଚିପାରିବା। ସ୍ବପ୍ନର କାନ୍‌ଭାସ ଯେତେ ବଡ…