Category: ରାଜ୍ୟ

ଧାନମଣ୍ଡିରେ ଅବ୍ୟବସ୍ଥା ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷ ରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍

ଧାନମଣ୍ଡିର ପରିସ୍ଥିତି ଉପରେ ନଜର ରଖିବା ପାଇଁ ରାଜ୍ଯ ପ୍ରଶାସନ ୨୪ ଘଣ୍ଟା ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା କରିଛି। ଖାଦ୍ଯ ଏବଂ ନାଗରିକ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କଣ୍ଟ୍ରୋଲ ରୁମକୁ ଉଦଘାଟନ କରିଥିଲେ। ଏହା ବ୍ଯତୀତ, କୃଷକଙ୍କ ସମସ୍ୟାକୁ…

୯୪୧ ଜଣ ଅଗ୍ନି ଯୋଦ୍ଧାଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର

ଆଗାମୀ ଦିନରେ ଫାୟାର ମ୍ୟାନ ପଦବୀରେ ମହିଳାଙ୍କ ନିଯୁକ୍ତି ବିଷୟକୁ ବିଚାରକୁ ନିଆଯିବ। ଏଥିପାଇଁ ଆବଶ୍ୟକୀୟ ସଂଶୋଧନ ଜରିଆରେ ପଦବୀକୁ ଫାୟାର ଫାଇଟର ବା ଅଗ୍ନିଯୋଦ୍ଧା ଭାବେ ନାମିତ କରାଯିବ। ଏହାଫଳରେ ମହିଳାମାନେ ମଧ୍ୟ ଏଥିରେ ନିଯୁକ୍ତିର ସୁଯୋଗ ପାଇ ପାରିବେ…

ଓଡ଼ିଶାରେ ବିଜେପି ସରକାରଙ୍କ ପ୍ରଦର୍ଶନର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସି ରାଜ୍ଯରେ ବିଜେପି ସରକାରଙ୍କ ପ୍ରଦର୍ଶନର ସମୀକ୍ଷା କରିବେ।ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶା ୟୁନିଟ୍ ସଭାପତି ମନମୋହନ ସାମଲ ଆଜି ଏହି ସୂଚନା ଦେଇଛନ୍ତି।ପ୍ରଧାନମନ୍ତ୍ରୀ ୨୯ ନଭେମ୍ବର…

ବେଗୁନିଆପଡା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କୁ ଧରିଲା ବ୍ରହ୍ମପୁର ଭିଜିଲାନ୍ସ

ଅଭିଯୋଗକାରୀଙ୍କ ବକେୟା ପାରିଶ୍ରମିକ ଛାଡ଼ କରିବା ପାଇଁ ବେଗୁନିଆପଡ଼ା ସ୍ଥିତ ଅଙ୍ଗନୱାଡି କେନ୍ଦ୍ର କର୍ମଚାରୀଙ୍କ ଠାରୁ ୧୨୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କୁ ଓଡ଼ିଶା ଭିଜିଲେନ୍ସ ଅଧିକାରୀମାନେ ଗିରଫ କରିଥିଲେ। ଅଭିଯୁକ୍ତଙ୍କ ଠାରୁ…

ନୂଆଦିଲ୍ଲୀ ରେ ଅନୁଷ୍ଠିତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡିଶା କୁ ରୌପ୍ୟ ପଦକ

ନୂଆଦିଲ୍ଲୀରେ ଆୟୋଜିତ ୪୩ତମ ଭାରତ ଆନ୍ତର୍ଜାତୀୟ ବାଣିଜ୍ଯ ମେଳା (ଆଇଆଇଟିଏଫ୍) ରେ ଓଡ଼ିଶା ପାଭିଲିଅନ୍ ରୌପ୍ଯ ପଦକ ଜିତିବା ପ୍ରତ୍ଯକ ଓଡ଼ିଆଙ୍କ ପାଇଁ ଅତ୍ଯନ୍ତ ଆନନ୍ଦ ଏବଂ ଗର୍ବର ବିଷୟ । ଓଡ଼ିଶା ନୂଆଦିଲ୍ଲୀର ପ୍ରିନ୍ସିପାଲ୍ ରେସିଡେଣ୍ଟ୍ କମିଶନର ବିଶାଲ ଗଗନ…

ସମ୍ବିଧାନ ଅବମାନନା କୁ ନେଇ ତାତିଲା ବିଜେଡି : ବିଜେପି କୁ ନବୀନଙ୍କ ସମାଲୋଚନା

ସମ୍ବିଧାନ ଦିବସରେ ଧର୍ମନିରପେକ୍ଷ ଓ ସମାଜବାଦ ଶବ୍ଦକୁ ବାଦ ଦିଆଯିବା ନେଇ ଡବଲ ଇଂଜିନ ସରକାରକୁ କଡ଼ା ସମାଲୋଚନା କରିଛି କଂଗ୍ରେସ।ଦଳ ଅଭିଯୋଗ କରିଛି, ଏ ଷଡଯନ୍ତ୍ର କେନ୍ଦ୍ର ସରକାର କରିଥିଲେ। ଯେଉଁଥି ପାଇଁ ବିଜେପି ଆଜି ବି ଧର୍ମନିରପେକ୍ଷ କଥା…

ଲିଙ୍ଗରାଜ ମନ୍ଦିର ଭିତରେ ସିଗାରେଟ୍ ଟାଣିଲେ ଯୁବକ, ଫଟୋ ହେଲା ଭାଇରାଲ

ପୁଣି ପ୍ରଭୁ ଲିଙ୍ଗରାଜ ମନ୍ଦିର ଭିତର ଫଟୋ ହେଲା ଭାଇରାଲ୍ । ଏବେ କେବଳ ଫଟୋ ଉଠେଇବା ନେହେ ମନ୍ଦିର ଭିତରେ ସିଗାରେଟ୍ ଟାଣିବାର ଦୁଃସାହସ କରିଛନ୍ତି ଯୁବକ। ଯାହାର ଏକ ଫଟୋ ଏବେ ସୋଶିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।…

ରାଜଧାନୀରେ ପିଲା ବିକ୍ରି ଅଭିଯୋଗ; ୬ ଅଭିଯୁକ୍ତ ଅଟକ

ରାଜଧାନୀ ଭୁବନେଶ୍ୱରରେ ୪ ବର୍ଷର ପିଲା ବିକ୍ରି ଅଭିଯୋଗ ।ପେଟ ପାଟଣା ପାଇଁ ଜଣେ ଦମ୍ପତ୍ତି ନିଜ ପିଲାକୁ ଅନ୍ୟ ହାତରେ ବିକ୍ରି କରିଦେଇ ଥିବା ନେଇ ଅଭିଯୋଗ ଆସିଛି । ୪୦ ହଜାର ଟଙ୍କାରେ ବିକ୍ରି କରିଥିଲେ ବାପା ମା।ଏ…

ରାସନ୍ କାର୍ଡରେ ରାଜ୍ୟରେ ୧ ଲକ୍ଷ ୭୭ ହଜାର ୬୮ ଜଣ ମୃତ ହିତାଧିକାରୀ ଚିହ୍ନଟ

ଆଜି ଗୃହରେ ବିଧାୟକ ମାନସ କୁମାର ଦତ୍ତ ରାସନ୍ କାର୍ଡ ସମ୍ପର୍କିତ ପ୍ରଶ୍ନ ପଚାରିଛନ୍ତି । ତାଙ୍କର ପ୍ରଶ୍ନ ଇ-କେୱାଇସି ପ୍ରକ୍ରିୟାରୁ କେତେ ଭୂତ ରାସନ କାର୍ଡ ମିଳିଛି ଏବଂ ଉକ୍ତ ପ୍ରକ୍ରିୟା କେତେ ଦିନ ଆଉ ଚାଲିବ ଓ ଅଦ୍ୟାବଧୂ…

ଗନ୍ଧମାର୍ଦ୍ଦନରେ ଖଣି ଉତ୍ତୋଳନ ପାଇଁ ଆଦାନୀକୁ ଅନୁମତି ଦେବେନି ରାଜ୍ୟ ସରକାର : ଉପମୁଖ୍ୟମନ୍ତ୍ରୀ

ଆଜି ବିଧାନସଭାରେ ଆଦାନୀ ଜମି କିଣିବା ପ୍ରସଙ୍ଗ ଉଠାଇଥିଲା ବିଜେଡି । ଗନ୍ଧମାର୍ଦ୍ଦନରେ ବକ୍ସାଇଟ ଭରପୁର ରହିଛି । ସରକାର ଆଦାନୀକୁ ଅନୁମତି ଦେଇଛନ୍ତି କି ପ୍ରଶ୍ନ କରିଛନ୍ତି ପ୍ରସନ୍ନ । ଆଗକୁ ଗନ୍ଧମାର୍ଦନରୁ ବକ୍ସାଇଟ ଖନନ ପାଇଁ କୌଣସି କମ୍ପାନୀକୁ…