Category: ରାଜ୍ୟ

ୱାକ୍‌ଫ ପ୍ରସଙ୍ଗ ଘୋଡ଼ାଇବାକୁ ଚେଷ୍ଟା କରାଯାଉଛି: ପ୍ରଭାତ ତ୍ରିପାଠୀ

ନବୀନ କହିଲେ ବିଜେଡି ଦଳରୁ ପ୍ରଭାତ ତ୍ରିପାଠୀ ବିଦା ହୋଇଥିବା ଓ ଚିଟଫଣ୍ଡ ମାମଲାରେ ଜେଲ୍ ବି ଯାଇଛନ୍ତି ନବୀନଙ୍କ ମନ୍ତବ୍ୟକୁ ଉପରେ କଡ଼ା ଜବାବ ଦେଇଛନ୍ତି ପ୍ରଭାତ ତ୍ରିପାଠୀ । ଆଜି ସାମ୍ବାଦିକ ସମ୍ମିଳନୀ ସେ କହିଛନ୍ତି ମୁଁ ନିଲମ୍ବନ…

ଆଜିଠୁ ସମ୍ବଲପୁର ଜିଲ୍ଲାରେ ସକାଳୁଆ ଅଫିସ୍

ଆଜିଠାରୁ ସମ୍ବଲପୁର ଜିଲ୍ଲାରେ ଆରମ୍ଭ ହୋଇଛି ସକାଳୁଆ ଅଫିସ । ଆଜି ଠାରୁ ଜିଲ୍ଲାରେ ସକାଳ ୭ଟା ସମୟରୁ ଦିନ ୧ ଟା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସବୁ ସରକାରୀ କାର୍ଯ୍ୟାଳୟ ସକାଳୁଆ ଅଫିସ ଭାବରେ କାର୍ଯ୍ୟ କରିବ। ଏହି ନିୟମ…

ଦୁର୍ଘଟଣାଗ୍ରସ୍ତ କାର୍‌ରୁ ମିଳିଲା ବିଡ଼ା ବିଡ଼ା ଟଙ୍କା ଓ ସୁନା; ଦୁଇ ଗିରଫ 

ଦ୍ରୁତଗତିରେ ଯାଉ ଯାଉ ପିଟି ହୋଇଗଲା କାର୍ । କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଗାଡ଼ି ଭିତରୁ ଜବତ ହେଲା ୨ ଲକ୍ଷ ୪୦ ହଜାର ଟଙ୍କା ସହ ସୁନା ଓ ରୁପା ଅଳଙ୍କାର । ବାଲେଶ୍ୱର ଜିଲ୍ଲା ଜୁଣିଆ ବଜାରରେ…

୨୦୧୭ ମସିହାରେ ପ୍ରଭାତ ତ୍ରିପାଠୀଙ୍କ ନିଲମ୍ବନ ନିଜେ ଉଠାଇଥିଲେ ନବୀନ

ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଉପରୁ ୨୦୧୭ ମସିହାରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜେ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିଥିଲେ । ଚିଟ୍‌ଫଣ୍ଡ ସଂସ୍ଥା ସହ ଲିଙ୍କ ଅଭିଯୋଗରେ ସିବିଆଇ ପ୍ରଭାତଙ୍କୁ ୨୦୧୪ ରେ ଗିରଫ କରିଥିଲା ।…

ପାଣ୍ଡିଆନଙ୍କୁ କ୍ଲିନ ଚିଟ ଦେଲେ ନବୀନ ପଟ୍ଟନାୟକ

ପାଣ୍ଡିଆନ କୁ କ୍ଲିନ ଚିଟ ଦେଲେ ନବୀନ ପଟ୍ଟନାୟକ । ପାଣ୍ଡିଆନ ଙ୍କ ବିଷୟରେ ଗଣମାଧ୍ୟମକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି ଯେ, କାର୍ତ୍ତିକେୟନ ପାଣ୍ଡିଆନ ଅତୀତରେ କେବଳ ରାଜ୍ୟ ପାଇଁ ନୁହେଁ ବରଂ ଦଳ ପାଇଁ ବହୁତ ଭଲ…

ଷ୍ଟେଟ୍ ଫୋରେନସିକ୍ ସାଇନ୍ସ ସର୍ଭିସ ସଂସ୍ଥା ପାଇଁ ୨୪୭ ନୂଆ ପଦବୀ ସୃଷ୍ଟି

ଷ୍ଟେଟ୍ ଫୋରେନସିକ୍ ସାଇନ୍ସ ସର୍ଭିସ ସଂସ୍ଥା ପାଇଁ ୨୪୭ ନୂଆ ପଦବୀ ସୃଷ୍ଟି। ଫୌଜଦାରୀ ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ରାଜ୍ୟ ଫୋରେନସିକ୍ ସାଇନ୍ସ ସେବା ସଂଗଠନ ଏବଂ ସାଧାରଣ ଅଭିଯୋଜନା ନିର୍ଦ୍ଦେଶାଳୟରେ ୫୦୦ ରୁ ଅଧିକ…

ନୂଆଦିଲ୍ଲୀରେ ଅମିତ ଶାହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

୩ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବହୁ ରାଷ୍ଟ୍ରୀୟ କମ୍ପାନୀ ଅଧିକାରୀଙ୍କ ସହ ଆଲୋଚନା ଶେଷ ହୋଇଥିବା ବେଳେ ଆଜି କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗୃହ ମନ୍ତ୍ରଣାଳୟରେ ଅମିତ ଶାହଙ୍କୁ ଭେଟିଛନ୍ତି…

ୱାକଫ୍‌ ବିଲ୍‌ ଭୋଟିଂ ବିଭାଜନ ପ୍ରସଙ୍ଗ: ନବୀନଙ୍କୁ ଚିଠି ଲେଖିଲେ ୭ ବିଜେଡି ଯୁବ ନେତା

ୱାକଫ୍‌ ବିଲ୍‌ ଭୋଟିଂ ବିଭାଜନ ପ୍ରସଙ୍ଗକୁ ନେଇ ବିଜେଡିରେ ଦେଖିବାକୁ ମିଳିଛି ବିବାଦ । ଦଳର ଭିତରେ ଥିବା ନେତାଙ୍କ ମଧ୍ୟରେ ମତ ମତାନ୍ତର ଆରମ୍ଭ ହୋଇଯାଇଛି । ଦିନକୁ ଦିନ ଦଳର ସ୍ଥିତି ବହୁତ ସଙ୍ଗୀନ ହୋଇଥିବା ବେଳେ ୱାକଫ୍‌…

ବିଧାନସଭା ଘେରାଉ ମାମଲା: ଓଡିଶା ପ୍ରଥମ ଥର ପାଇଁ ପିସିସି ସଭାପତିଙ୍କ ସହ ୫ ହଜାର କଂଗ୍ରେସ କର୍ମୀଙ୍କ ନାଁରେ ମାମଲା ରୁଜୁ

ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ୫ ହଜାର କଂଗ୍ରେସ କର୍ମୀଙ୍କ ନାଁରେ ରୁଜୁ ହେଲା ମାମଲା । ନାରୀ ନିର୍ଯାତନା ପ୍ରସଙ୍ଗ ଓ ନିଜ ବିଧାୟକଙ୍କୁ ଗୃହରୁ ସସପେଣ୍ଡ କରିବା ପ୍ରତିବାଦରେ ନିକଟରେ ବିଧାନସଭା ଘେରାଉ ଉଦ୍ୟମ ଅଭିଯୋଗରେ ପିସିସି…

ଡାଇରେକ୍ଟୋରେଟ ଅଫ ପବ୍ଲିକ ପ୍ରୋସିକ୍ୟୁସନ ପାଇଁ ବାହାରିଲା ୨୬୭ଟି ନୂଆ ପଦବୀ

ଓଡ଼ିଶା ସରକାରଙ୍କ ନ୍ୟାୟ ବିଭାଗ ଅଧୀନରେ ଥିବା ଡାଇରେକ୍ଟୋରେଟ ଅଫ ପବ୍ଲିକ ପ୍ରୋସିକ୍ୟୁସନ (ଡିପିପି) ପାଇଁ ବାହାରିଲା ୨୬୭ଟି ନୂଆ ପଦବୀ। ଏନେଇ BNSS ଧାରା ୨୦ ଅନୁସାରେ ପଦବୀ ସୃଷ୍ଟି ନେଇ ଓଡ଼ିଶାର ଗୃହ ବିଭାଗ ପକ୍ଷରୁ ଆଜି ସୂଚନା…