ତାଜା ଖବର ରାଜ୍ୟ Share Trading Scam: ସେୟାର୍ ଟେଡ୍ରିଂ ନାଁରେ ୪୦ କୋଟି ଠକେଇ ଅଭିଯୋଗ; ଜଣେ ଗିରଫ January 2, 2026 Papirani ସେୟାର୍ ଟେଡ୍ରିଂ ନାଁରେ ୪୦ କୋଟି ଠକେଇ ଅଭିଯୋଗରେ ଜଣେ ଗିରଫ । ପଶ୍ଚିମବଙ୍ଗ ବାଙ୍କୁଡାର ଅମିତ୍ ମଣ୍ଡଳ ନାମକ ବ୍ୟକ୍ତିଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ । ପଶ୍ଚିମବଙ୍ଗରୁ ଗିରଫ ପରେ ଟ୍ରାଂଜିଟ୍ ରିମାଣ୍ଡରେ ଅଣାଗଲା ଓଡ଼ିଶା । ତାକୁ ଟ୍ରାଞ୍ଜିଟ୍…
ତାଜା ଖବର ରାଜ୍ୟ Vigilance Arrest Lanjigarh Range Forester: ୫୫ ଲକ୍ଷ ଠକେଇ ଆତ୍ମସାତ ଅଭିଯୋଗ: ଫରେଷ୍ଟର ଗିରଫ January 2, 2026 Papirani ଭିଜିଲାନ୍ସ ଜାଲରେ ଲାଞ୍ଜିଗଡ଼ ରେଞ୍ଜ ଫରେଷ୍ଟର । ୨୦୨୪-୨୫ରେ ୫୫ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗରେ ଲାଞ୍ଜିଗଡ଼ ଫରେଷ୍ଟରଙ୍କୁ ଗିରଫ କଲା ଭିଜିଲାନ୍ସ । ବୃକ୍ଷରୋପଣ ନାଁରେ ନକଲି ମଷ୍ଟର ରୋଲର ଓ ଜବ୍ କାର୍ଡ ଦେଖାଇ ଅର୍ଥ ଆତ୍ମସାତ ଅଭିଯୋଗରେ…
ତାଜା ଖବର ରାଜ୍ୟ Puri Accident: ପୁରୀ ବଳଗଣ୍ଡି ଛକରେ ଗାଡି ଧକ୍କାରେ ନାବାଳକର ମୃତ୍ୟୁ ଘଟଣା; ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ January 2, 2026 Papirani ପୁରୀ ବଡଦାଣ୍ଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ବର୍ଷୀୟ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା ଜାରି ରହିଛି। ଦୁର୍ଘଟଣାରେ ୫ ବର୍ଷୀୟ ନାବାଳକର ମୃତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କରିବା ସହ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ୪…
ତାଜା ଖବର ରାଜ୍ୟ Khandagiri Mela 2026: ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ମନା; ମେଳା ପାଇଁ ଲାଗିବ ୧୦୦ଟି ସିସିଟିଭି January 2, 2026 Papirani ଖଣ୍ଡଗିରିରେ ମାଘ ମେଳା ଆୟୋଜନ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସାଧୁସନ୍ଥଙ୍କ ରହଣିଠାରୁ ଆରମ୍ଭ କରି ସୁରକ୍ଷା ବ୍ୟବସ୍ଥା ଉପରେ ଅନେକ ଗୁରୁତ୍ୱ ପୂର୍ଣ୍ଣ…
ତାଜା ଖବର ରାଜ୍ୟ Green PUCC Stickers: ଆସନ୍ତା ଜାନୁଆରୀ ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର୍ January 2, 2026 Papirani ଆସନ୍ତା ଜାନୁଆରୀ ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର୍ । ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଥିଲେ ପାଇବେ ଗ୍ରୀନ୍ ଷ୍ଟିକର୍।୧୦ ତାରିଖ ପୂର୍ବରୁ କରିଥିଲେ RTOରୁ ଆଣିପାରିବେ । ୧୦ତାରିଖ ପରେ କଲେ PUCC ଟେଷ୍ଟିଂ ସେଣ୍ଟରରେ ମିଳିବ । ଏ ନେଇ…
ତାଜା ଖବର ରାଜ୍ୟ Deoranjan Singh Takes Charge: ନୂଆ ଉନ୍ନୟନ କମିଶନର ଭାବେ ଦାୟିତ୍ବ ନେଲେ ଦେଓରଞ୍ଜନ ସିଂ January 2, 2026 Papirani ଦାୟିତ୍ବ ନେଲେ ନୂଆ ଉନ୍ନୟନ କମିଶନର ଦେଓରଞ୍ଜନ ସିଂ। ଗତକାଲି ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ ପରେ ଆଜି ବିଧିବଦ୍ଧ ବାବେ ଦାୟିତ୍ବ ନେଇଛନ୍ତି ଦେଓରଞ୍ଜନ । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ପରେ ଦେଓରଞ୍ଜନ ଏହି ଆସନ ଅଳଙ୍କୃତ…
ରାଜ୍ୟ OPELIP Scheme Has Been Stopped: ବନ୍ଦ ହେଲାଣି ଓପିଲିପି ଯୋଜନା; ୧୩୬ ଲାଞ୍ଜିଆ ସୌରା ଗାଁ ଅବହେଳିତ January 2, 2026 Papirani ଏବେ ଆଉ ଚାଲୁନି ଲାଞ୍ଜିଆଙ୍କ ଜୀବିକା ଉନ୍ନତିକରଣ କାର୍ଯ୍ୟ । ଗତ ଏକ ବର୍ଷକ ମଧ୍ୟରେ ଆସିନି ଟଙ୍କାଟିଏ ଅନୁଦାନ । ସରକାର ବଦଳି ଥିଲେ ମଧ୍ୟ ସେହି ଲୋକମାନଙ୍କ ଭାଗ୍ୟ ସୂତାଖିଅରେ ଝୁଲୁକି ରହିଛି । ଏମିତି ଅବସ୍ଥାରେ ଗୁଣପୁର…
ତାଜା ଖବର ରାଜ୍ୟ Plus Two Practical Exam: ଆଜିଠାରୁ ଯୁକ୍ତ ୨ ପ୍ରାକ୍ଟିକାଲ୍ ପରୀକ୍ଷା ଆରମ୍ଭ January 2, 2026 Papirani ଆଜିଠାରୁ ଯୁକ୍ତ ୨ ପ୍ରାକ୍ଟିକାଲ୍ ପରୀକ୍ଷା ଆରମ୍ଭ । ଆଜିଠାରୁ ୧୫ ତାରିଖ ଯାଏଁ ଯୁକ୍ତ ୨ ପ୍ରାକ୍ଟିକାଲ୍ ପରୀକ୍ଷା । ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା । ଜାନୁଆରୀ ୫ରୁ ୨୫ ଭିତରେ ରେଜଲ୍ଟ ଅପଲୋଡ୍ କରିବେ…
ତାଜା ଖବର ରାଜନୀତି ରାଜ୍ୟ Former MLA Akshaya Acharya passes away: ପରଲୋକରେ ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ January 2, 2026 Papirani ଆଖି ବୁଜିଲେ ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟ । ୭୮ ବର୍ଷ ବୟସରେ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ ହୋଇଛି । କାହାଳିଆ ସ୍ଥିତ ବାସଭବନରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତେବେ ସେ ଦୀର୍ଘ ଦିନ ଧରି…
ତାଜା ଖବର ରାଜ୍ୟ IAS Reshuffle: ନୂଆବର୍ଷରେ ରାଜ୍ୟରେ ବରିଷ୍ଠ ଆଇଏଏସ୍ ସ୍ତରରେ ବଡ଼ଧରଣ ଅଦଳବଦଳ January 1, 2026 Papirani ନୂଆବର୍ଷରେ ରାଜ୍ୟରେ ବରିଷ୍ଠ IAS ସ୍ତରରେ ବଡ଼ଧରଣ ଅଦଳବଦଳ। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଅନେକ ବରିଷ୍ଠ ଅଧିକାରୀଙ୍କୁ ନୂତନ ଦାୟିତ୍ୱ ଦିଆଯାଇଛି। ୧୯୯୧ ବ୍ୟାଚ୍ ଅଧିକାରୀ ସତ୍ୟବ୍ରତ ସାହୁ, ପୂର୍ବରୁ ଗୃହ…