Category: ରାଜ୍ୟ

ଆଇଏନଏସ ଚିଲିକାରେ ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ

ଆଇଏନଏସ ଚିଲିକାରେ ଅଗ୍ନିବୀରମାନଙ୍କ ଚିତାକର୍ଷକ ପାସିଂ ଆଉଟ୍ ପରେଡ୍ ଦେଖିବାକୁ ମିଳିଛି। ଚିଲିକା ନାଭାଲ ବେସରୁ ଆଜି ୪ର୍ଥ ବ୍ୟାଚରେ ମୋଟ ୧୩ ଶହ ୮୯ ଜଣ ଅଗ୍ନିବୀର ଉତ୍ତୀର୍ଣ୍ଣ ହୋଇଛନ୍ତି। ଦକ୍ଷିଣ ନୌସେନା କମାଣ୍ଡ ତତ୍ତ୍ୱାବଧାନରେ ଶୁକ୍ରବାର ଆୟୋଜିତ ଆନୁଷ୍ଠାନିକ…

୬ ଲେନ୍‌ ହେବ ଭୁବନେଶ୍ବର-ପୁରୀ ୩୧୬ ନଂ ଏନଏଚ

ଭୁବନେଶ୍ବର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ୬ ଲେନ ହେବ। ବଡ଼ବିଲ-ଚଣ୍ଡିଖୋଲ ରାସ୍ତା ମଧ୍ୟ ୬ ଲେନ ବିଶିଷ୍ଟ କରାଯିବ। ୬ ଲେନ ରାସ୍ତା ସହ ଉଭୟ ପାର୍ଶ୍ବରେ ୨ ଲେନ ସର୍ଭିସ ରୋଡ ରହିବ। ଏ ସମ୍ପର୍କିତ ପ୍ରସ୍ତାବ ମଞ୍ଜୁର…

ଓଡ଼ିଶାରେ ଆଳୁ ସଙ୍କଟ: ଦିଦିଙ୍କ ସହ କଥା ହେବାକୁ କୋଲକାତା ଗଲେ ମହାପ୍ରଭୁଙ୍କ ବାଡ଼ଗ୍ରାହୀ

ପଶ୍ଚିମବଙ୍ଗ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେଇଛି । ଓଡ଼ିଶାକୁ ଆସିବାକୁ ଥିବା ଆଳୁ ଟ୍ରକ ଅଟକାଇ ସମସ୍ୟା ଦ୍ବିଗୁଣିତ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଫଳରେ ଓଡ଼ିଶାରେ ଆଳୁ ଦର ହୁ ହୁ ହୋଇ…

ପୁଣି ରିମାଣ୍ଡରେ ଯିବ ରଙ୍ଗିଲା ସତ୍ୟଜିତ ସାମଲ

୫ସ୍ତ୍ରୀଙ୍କ ସ୍ୱାମୀ ଓ ୯୯ ପ୍ରେମିକା ଥିବା ସତ୍ୟଜିତ ସାମଲକୁ ପୁଣି ରିମାଣ୍ଡରେ ଆଣିବ କମିଶନରେଟ୍ ପୋଲିସ । ସତ୍ୟଜିତ ସାମଲକୁ ଅଧିକ ପଚରାଉଚରା ଓ ଅଧିକ ତଥ୍ୟ ବାହାର କରିବା ପାଇଁ ପୁଣି ୫ ଦିନ ରିମାଣ୍ଡରେ ଆଣିବ କମିଶନରେଟ୍…

ଏସ୍‌ସିବିରେ ନିର୍ମାଣ କାମ ବେଳେ ଭାଙ୍ଗିଲା କ୍ରେନ୍‌; ୩ ଗୁରୁତର

କଟକ ଏସ୍‌ସିବି ମେଡିକାଲର ସଂପ୍ରସାରଣ କାମ ବେଳେ ଅଘଟଣ । ଏସସିବି ସେକେଣ୍ଡ କ୍ୟାମ୍ପସରେ ନିର୍ମାଣ କାମ ଚାଲୁଥିବାବେଳେ କାର୍ଯ୍ୟରେ ଲାଗିଥିବା କ୍ରେନ୍‌ ଭାଙ୍ଗି ପଡ଼ିଯିବାରୁ ୩ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଖବରପାଇ ଘଟଣାସ୍ଥଳରେ ଉଦ୍ଧାକାରୀ ଟିମ୍ ପହଞ୍ଚି…

୩୦ ଟଙ୍କାରେ ଆଳୁ ଦେବେ ରାଜ୍ୟ ସରକାର

ରାଜ୍ୟରେ ଆଳୁ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କେଉଁଠି ଆକାଶଛୁଆଁ ଆଳୁ ଦର ଥିବା ବେଳେ ବଜାରରେ ଆଳୁର ଅଭାବ ମଧ୍ୟ ଦେଖା ଦେଇଛି । ଆଳୁର ଏଭଳି ଚଢ଼ା ଦରକୁ ଖାଉଟିଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ ପର୍ଯ୍ୟନ୍ତ…

ଖୋଲୁଛି ବବିଙ୍କ ଗୁମର; ୪ ବର୍ଷରେ ୧୧ ସାଂସଦ ଦେଇଛନ୍ତି ୧୪ କୋଟିରୁ ଅଧିକ ଟଙ୍କା

ଯାଜପୁର ଜିଲ୍ଲାକୁ ରାଜ୍ୟସଭା ସାଂସଦଙ୍କ ପାଣ୍ଠି ବର୍ଷାର ଚର୍ଚ୍ଚା ଏବେ ସାରା ରାଜ୍ୟରେ ଦେଖିବାକୁ ମିଳିଛି। ୪ ବର୍ଷରେ ୧୧ ସାଂସଦ ଯାଜପୁରର ବିକାଶ ପାଇଁ ଦେଇଛନ୍ତି ୧୪ କୋଟିରୁ ଅଧିକ ଟଙ୍କା। ବିଜେଡି ଦଳ ଓ ସାଂସଦ ପଦରୁ ଇସଫା…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ । ଶ୍ମଶାନ ଉନ୍ନତୀକରଣ କାମର ବିଲ୍‌ କରାଇବାକୁ ଠିକାଦାରଙ୍କଠୁ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ନାଉଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ ସ୍ମୃତିରଞ୍ଜନ ନାୟକ…

ଇଭିଏମ ଓ ନିର୍ବାଚନ କମିଶନଙ୍କ ସ୍ୱଚ୍ଛତାକୁ ନେଇ ଅଭିଯୋଗ ଆଣିଲା ବିଜେଡି

୨୦୨୪ ନିର୍ବାଚନରେ ବିଜେଡି ପରାଜୟ ହୋଇଛି । ଏବେ ନିର୍ବାଚନର ପ୍ରାୟ ୨ମାସ ପରେ ଇଭିଏମ ଓ ନିର୍ବାଚନ କମିଶନଙ୍କ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ସେ କହିଛନ୍ତି, ମତଦାନ ଦିନ ପଡିଥିବା ଭୋଟ…

ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଯାତ୍ରାର ଖର୍ଚ୍ଚକୁ ନେଇ ତଦନ୍ତ ଆରମ୍ଭ

ଭିକେ ପାଣ୍ଡିଆନଙ୍କ ହେଲିକ୍ୟାପ୍ଟରେ ରାଜ୍ୟର ବିଭିନ୍ନ ସ୍ଥାନ ଗସ୍ତରେ ହୋଇଥିବା ଖର୍ଚ୍ଚକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ସେ କହିଛନ୍ତି ଭିକେ ପାଣ୍ଡିଆନଙ୍କ ଗସ୍ତରେ କୋଟି କୋଟି ଟଙ୍କା ହେଲିକପ୍ଟର ଖର୍ଚ୍ଚ ହୋଇଛି । ସେ…