Category: ରାଜ୍ୟ

Low Pressure: ପୁଣି ଭିଜିବ ଓଡ଼ିଶା, ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ମାଲାକ୍କା ସମୁଦ୍ର ସନ୍ଧିର ମଧ୍ୟ ଅଂଶରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୫.୮ କିମି ଉଚ୍ଚତା ଯାଏଁ ସକ୍ରିୟ । ୨୨ ତାରିଖ ବେଳକୁ ଏହା ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ…

Tiger Census: କୁଳଡିହା ଅଭୟାରଣ୍ୟରେ ଆଜିଠୁ ବାଘ ଗଣନା ଆରମ୍ଭ

ବାଲେଶ୍ୱର ଜିଲା କୁଳଡିହା ଅଭୟାରଣ୍ୟରେ ଗୁରୁବାର ବାଘ ଗଣନା ଆରମ୍ଭ ହୋଇଯାଇଛି।ବାଘ ଗଣନା ପାଇଁ ୧୭ଟି ଟିମ୍‌ରେ ୭୦ରୁ ଊର୍ଦ୍ଧ୍ୱ ବନ କର୍ମଚାରୀ ନିୟୋଜିତ। ୭ଦିନ ଧରି କୁଳଡିହାରେ ବାଘ ଗଣନା କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ବାଘ…

Anil Ambani: ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ଝଟକା; ସଂପତ୍ତି ଆଟାଚ କଲା ଇଡି

ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ଇଡି ଝଟକା । ଲୋନ୍ ଠକେଇ ଓ ମନି ଲଣ୍ଡରିଂ ମାମଲାରେ ସଂପତ୍ତି ଆଟାଚ କରିଛି ଇଡି ।ଭୁବନେଶ୍ବର, ନଭି ମୁମ୍ବାଇ, ଚେନ୍ନାଇ, ପୁନେରେ ଥିବା ସଂପତ୍ତି ଆଟାଚ୍ କରିଥିବା ଜଣାପଡିଛି। ଏହି ସମସ୍ତ ଜାଗାରେ ଥିବା…

Low pressure: ବଙ୍ଗୋପସାଗରରେ ଆସୁଛି ଲଘୁଚାପ; ବର୍ଷାରେ ଭିଜିବ ଓଡିଶା

ସାରା ରାଜ୍ୟରେ ଏବେ ଶୀତ ଲହରୀ ଜାରି ରହିଥିବା ବେଳେ ଆଗକୁ ଆସୁଛି ଲଘୁଚାପ । ପୁଣି ବର୍ଷାରେ ଭିଜିବ ଓଡିଶା ।ଏନେଇ ଆଜି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ତେବେ ଲଘୁଚାପ ପ୍ରଭାବରେ ରାଜ୍ୟରେ ଶୀତ…

Lok Sabha Elections 2024: ଖାରଜ ହେଲା ସମ୍ବଲପୁର ଲୋକସଭା ନିର୍ବାଚନୀ ମାମଲା

ଖାରଜ ହେଲା ସମ୍ବଲପୁର ଲୋକସଭା ନିର୍ବାଚନୀ ମାମଲା । ନିର୍ବାଚନୀ ମାମଲାକୁ ଖାରଜ କଲେ ହାଇକୋର୍ଟ।ଆବେଦନକାରୀ ସ୍ବାଧୀନ ପ୍ରାର୍ଥୀ ସୁବାସ ମହାପାତ୍ରଙ୍କ ମାମଲା ଖାରଜ ହୋଇଛି । ଲୋକସଭା ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ପାଇଁ ହୋଇଥିଲା ଆବେଦନ । ସାଂସଦ…

Snakebite Compensation: ସାପ କାମୁଡ଼ା ମୃତ୍ୟୁ ପାଇଁ ବଢିପାରେ କ୍ଷତିପୂରଣ ରାଶି; ୪ ଲକ୍ଷ ବଦଳରେ ମିଳିବ ୧୦ ଲକ୍ଷ ଟଙ୍କା 

ବଢ଼ିପାରେ ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି । ଏବେ ୪ ଲକ୍ଷ କ୍ଷତି ପୂରଣ ମିଳୁଥିବା ବେଳେ ଏହାକୁ ୧୦ ଲକ୍ଷ କୁ ବୃଦ୍ଧି ପାଇଁ ସୁପ୍ରିମକୋର୍ଟ ଦେଇଛନ୍ତି ନିର୍ଦ୍ଧେଶ ଦେଇଛନ୍ତି । ଏ ନେଇ ସୂଚନା ଦେଇଛନ୍ତି…

Paddy Procurement Mandis: ଡିସେମ୍ବର ୨୫ରୁ ରାଜ୍ୟରେ ଖୋଲିବ ମଣ୍ଡି

ରାଜ୍ୟରେ ଡିସେମ୍ବର ୨୫ ତାରିଖରୁ ଖୋଲିବ ମଣ୍ଡି । ଏ ନେଇ ଆଜି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ସେ କହିଛନ୍ତି ଧାନ ନେବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ସମସ୍ତ ପଞ୍ଜିକୃତ ଚାଷୀ ସିଧାସଳଖ…

PM Kisan Yojana: ଆଜି ଚାଷୀଙ୍କ ଆକାଉଣ୍ଟକୁ ଆସିବ ପିଏମ୍ କିଷାନ ଟଙ୍କା

ଆଜି ଚାଷୀଙ୍କ ଆକାଉଣ୍ଟକୁ ଆସିବ ପିଏମ୍ କିଷାନ ଟଙ୍କା , ପିଏମ୍ କିଷାନ ଯୋଜନାର ୨୧ତମ କିସ୍ତି ପାଇବେ ଚାଷୀ । କୋଏମ୍ବାଟୁରରୁ ଚାଷୀଙ୍କ ଖାତାକୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ । ଚାଷୀଙ୍କ ଆକାଉଣ୍ଟକୁ ଆସିବ ୨ ହଜାର ଲେଖାଏଁ ଟଙ୍କା…

District Collectors-SP Conference: ଜିଲ୍ଲାପାଳମାନଙ୍କୁ ୯ଟି ଟାସ୍କ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର ଲୋକସେବା ଭବନରେ ଦୁଇ ଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳୀନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି । ଏହି ସମୟରେ ଜିଲ୍ଲାପାଳମାନଙ୍କୁ ସିଏମ ମୋହନ ମାଝୀଙ୍କ ୯ଟି ଟାସ୍କ ଦେଇଛନ୍ତି…

District Collectors-SP Conference: ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଲକ୍ଷ୍ୟ- ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର ଲୋକସେବା ଭବନରେ ଦୁଇ ଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳନୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଅବସରରେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଉପରେ…