ତାଜା ଖବର ରାଜ୍ୟ ସୃଷ୍ଟି ହେଲା ଲଘୁଚାପ; ୨ରେ ଅବପାତ ରୂପ ନେବ August 29, 2024 Nirvay ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି ଜଣାପଡିଛି। ଉତ୍ତର ପଶ୍ଚିମ ଦିଗରେ ଗତି କରି ଘନୀଭୂତ ହେବ। କାଲି ସୁଦ୍ଧା ସୁଦୃଶ ଲଘୁଚାପରେ ପରିଣତ ହେବ। ଆସନ୍ତା ୨ ତାରିଖରେ…
ତାଜା ଖବର ରାଜ୍ୟ ଆପାର୍ଟମେଣ୍ଟ ଭଙ୍ଗା ତଥ୍ୟ ଆସିନି: ମେୟର August 29, 2024 Nirvay ଆପାର୍ଟମେଣ୍ଟ ଭଙ୍ଗାଯିବା ପ୍ରସଙ୍ଗରେ ଭୁବନେଶ୍ବର ମେୟର ସୁଲୋଚନା ଦାସ ପ୍ରତିକ୍ରିୟା ରଖିଛନ୍ତି । ଏଯାଏଁ ସରକାରଙ୍କ ପକ୍ଷରୁ ବିଏମସିକୁ କୌଣସି ପ୍ରକାର ତଥ୍ୟ ଆସିନାହିଁ। ଆପାର୍ଟମେଣ୍ଟ ପାଇଁ କେବଳ ବିଏମ୍ସି ନୁହେଁ ବିଡିଏ ବି ଅନୁମତି ଦେଇଛି ବୋଲି କହିଛନ୍ତି ।…
ତାଜା ଖବର ରାଜ୍ୟ ଏକତରଫା ପ୍ରେମର କରୁଣ ପରିଣତି; ଯୁବତୀଙ୍କ ଦାଦାକୁ ହାଣିଲେ ପ୍ରେମିକ August 29, 2024 Nirvay ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ। ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ହତ୍ୟା କଲା ପାଗଳପ୍ରେମୀ। ଖଣ୍ଡିଗିରି ଥାନା ଜଗନ୍ନାଥନଗର ଶୁକବିହାର ଅଞ୍ଚଳରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ମୃତକ ହେଲେ ଜଗତ ମଲିକ । ସ୍କୁଟିରେ…
ତାଜା ଖବର ରାଜ୍ୟ ଚିକିଟି ମଦ ମୃତ୍ୟୁ ଘଟଣା; ସାଲିଆ ସାହିରେ ବୁଲିଲା ବୁଲଡୋଜର August 29, 2024 Nirvay ସାଲିଆ ସାହିରେ ବୁଲିଲା ବୁଲଡୋଜର। ଚିକିଟି ମଦ ମୃତ୍ୟୁ ଘଟଣା ପରେ ଚଢ଼ଉ ଜାରି ରହିଛି । ଭୁବନେଶ୍ବର ସାଲିଆ ସାହିରେ ପୁଣି ଅବକାରୀ ବିଭାଗ ଚଢ଼ଉ କରିଛି। ଚଢ଼ଉ ବେଳେ ବିପୁଳ ପରିମାଣର ଦେଶୀ ମଦ, ପୋଚ ଜବତ ହୋଇଛି।…
ତାଜା ଖବର ଦେଶ ରାଜ୍ୟ ଓଡ଼ିଶା ସମ୍ପର୍କରେ ମନ୍ତବ୍ୟ ପାଇଁ ମମତା ବାନାର୍ଜୀଙ୍କୁ ମୋହନ ମାଝୀଙ୍କ ଭର୍ତ୍ସନା August 28, 2024 Nirvay ଓଡ଼ିଶା ସମ୍ପର୍କରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ତ୍ସନା କରିଛନ୍ତି। ଆପଣଙ୍କୁ ଏ ଅଧିକାର କିଏ ଦେଲା ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି ? ଓଡ଼ିଶା ଏକ ଶାନ୍ତିପ୍ରିୟ…
ତାଜା ଖବର ରାଜ୍ୟ ଓଡ଼ିଶାକୁ ୪ ହଜାର ୩୨୪ କୋଟିର ନୂତନ ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର କ୍ୟାବିନେଟ୍ର ନିଷ୍ପତ୍ତି August 28, 2024 Nirvay ଓଡ଼ିଶାର ଦୁଇ ନୂଆ ରେଳ ଲାଇନ ଓ ଗୋଟିଏ ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି । ବରଗଡ ରୋଡ ଓ ନୂଆପଡା ରୋଡ ୧୩୮କିମି ନୂଆ ରେଳ ଲାଇନ ନିର୍ମାଣ ପାଇଁ ୨ହଜାର ୯୨୬କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।…
ତାଜା ଖବର ରାଜ୍ୟ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଅଧିଗୃହୀତ ଜମି ଫେରାଇବାକୁ ହାଇକୋର୍ଟଙ୍କ ନୋଟିସ August 28, 2024 Nirvay ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଅଧିଗୃହୀତ ଜମି ଫେରାଇବା ସମ୍ପର୍କିତ ମାମଲାରେ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ୍ ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନୋଟିସ କରିଛନ୍ତି। ୮ ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି ହେବା ନେଇ ଦିନ ଧାର୍ଯ୍ୟ କରାଯାଇଛି। ପୁରୀରେ ୧୦ ହଜାର…
ତାଜା ଖବର ରାଜ୍ୟ ଟାଟା ପାୱାର ବିରୋଧରେ ଗର୍ଜିଲା ଚାଷୀ ସଂଘ; ଫୋପାଡିଲେ ଶହ ଶହ ସ୍ମାର୍ଟ ମିଟର August 28, 2024 Papirani ଟାଟା ପାୱାର ବିରୋଧରେ ଗର୍ଜିଲା ଚାଷୀ ସଂଘ। ରାଜ୍ୟରେ ବିଜୁଳି ଯୋଗାଣ ଦାୟିତ୍ୱରେ ଥିବା ଟାଟା ପାୱାର ବିରୁଦ୍ଧରେ ଏବେ ଅସନ୍ତୋଷ ବଢିବାରେ ଲାଗିଛି । ସ୍ମାର୍ଟ ମିଟରକୁ ନେଇ ଏବେ ବରଗଡ ଜିଲ୍ଲାର ଚାଷୀମାନେ ଜୋରଦାର ପ୍ରତିବାଦ କରିଛନ୍ତି ।…
ତାଜା ଖବର ରାଜ୍ୟ ଭିଜିଲାନ୍ସ ଜାଲରେ ଆର୍ଆଇ August 28, 2024 Papirani ପୁଣି ଭିଜିଲାନ୍ସ ଜାଲରେ ଜଣେ ସରକାରି ବାବୁ । ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବାଲିକୁଦା ତହସିଲ ମଲ୍ଲିକାପୁର ଆର୍ଆଇ ବିଭୁଦତ୍ତ ସାହୁ । ଜଗତସିଂହପୁର ଭିଜିଲାନ୍ସ ବିଭାଗ ଦ୍ଵାରା ଆରଆଇ ବିଭୁଦତ ସାହୁଙ୍କୁ ଗିରଫ କରାଯାଇଛି। ଜମି କିସମ ବଦଳ…
ତାଜା ଖବର ରାଜ୍ୟ ଦୁର୍ନୀତିଗ୍ରସ୍ତଙ୍କ ଆୟକର ଠକେଇର ଯାଞ୍ଚ କରାଯିବ – ଜଷ୍ଟିସ ପଶାୟତ August 28, 2024 Papirani କଳାଧନ ପ୍ରସଙ୍ଗରେ ସରିଲା ଏସଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । କଟକ ସ୍ଥିତ ଅରଜିତ ପଶାୟତଙ୍କ ବାସଭବନରେ କଳାଧନ ସମ୍ପର୍କିତ ଏସଆଇଟି ବୈଠକ ପରେ ଜଷ୍ଟିସ ଅରିଜିତ ପଶାୟତଙ୍କ ମନ୍ତବ୍ୟ । ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି ରାଜ୍ୟରେ…