ତାଜା ଖବର ରାଜନୀତି ରାଜ୍ୟ ବବି ଦାସ ଭାଇ ଭବ ଦାସ ନାଁରେ ଆଉ ଏକ ମାମଲା ରୁଜୁ November 30, 2024 Papirani ବିରଜା ହାଟକୁ ନେଇ ଯାଜପୁର ରାଜନୀତି ପାଣିପାଗ ଏବେ ବେସ୍ ସରଗରମ ରହିଛି । ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସଙ୍କ ନାଁରେ ରୁଜୁ ହେଲା ଆଉ ଏକ ମାମଲା । ଭବ ପ୍ରସାଦ ଦାସ (ଲଲ)ଙ୍କ ନାଁରେ ଜାତିଆଣ…
ତାଜା ଖବର ରାଜ୍ୟ ଓଡ଼ିଶାରେ ଅଛନ୍ତି ୬୦ରୁ ୭୦ ଜଣ ନକ୍ସଲ November 30, 2024 Papirani ନକ୍ସଲ ସ୍ଥିତି ବାବଦରେ ବିଏସ୍ଏଫ୍ ଆଇଜି ଚାରୁ ଧ୍ବଜ ଅଗ୍ରୱାଲ ସୂଚନା ଦେଇ କହିଛନ୍ତି ଓଡ଼ିଶାରେ ଅଛନ୍ତି ୬୦ରୁ ୭୦ ଜଣ ନକ୍ସଲ । ଏଥିରୁ ଓଡ଼ିଶା କ୍ୟାଡର ନକ୍ସଲ ସଂଖ୍ୟା ମାତ୍ର ୬ରୁ ୭ ଜଣ । ବାକି ସବୁ…
ତାଜା ଖବର ରାଜ୍ୟ ସେନା ଦିବସ ପାଇଁ ପୁରୀ ବେଳାଭୂମିରେ କଟକଣା; ୪ରେ ସମୁଦ୍ର ସ୍ନାନ ଉପରେ ଲାଗିଲା ରୋକ୍ November 30, 2024 Papirani ଆସନ୍ତା ଡିସେମ୍ବର ୪ରେ ପୁରୀରେ ନୌସେନା ଦିବସ ପାଳନ କରାଯିବ । ସେଥିପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ଏହି ସୁରକ୍ଷା ଦାୟିତ୍ବରେ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ରହିବେ । ଏହା ସହ ନୌସେନା ଦିବସ…
ତାଜା ଖବର ରାଜ୍ୟ କେନ୍ଦ୍ରକୁ ଯିବେ ଆଇପିଏସ୍ ଅନୁପମା ଜେମସ November 30, 2024 Papirani କେନ୍ଦ୍ରୀୟ ଡେପୁଟେସନରେ ଯିବେ ଭିଜିଲାନ୍ସ ଆଇପିଏସ୍ ଅନୁପମା ଜେମସ । ୨୦୧୩ ବ୍ୟାଚ୍ ଓଡ଼ିଶା କ୍ୟାଡ଼ରର ଅନୁପମା ଜେମସ କେନ୍ଦ୍ରୀୟ ଡେପୁଟେସନରେ ଯିବେ । ଜାତୀୟ ତଦନ୍ତକାରୀ ସଂସ୍ଥା ବା ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ର ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୁଲିସ…
ତାଜା ଖବର ରାଜ୍ୟ ୨୦୨୭ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ମେଟ୍ରୋ: ଅପରାଜିତା ଷଡ଼ଙ୍ଗୀ November 30, 2024 Papirani ୨୦୨୭ ଡିସେମ୍ବର ସୁଦ୍ଧା ସରିବ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ । ସମୀକ୍ଷା ପରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସୂଚନା ଦେଇ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ପ୍ରକଳ୍ପ ପାଇଁ ମୋଟ ୬ହଜାର ୨୫୬କୋଟି ଟଙ୍କା ଖର୍ଚ୍ଚ…
ତାଜା ଖବର ରାଜ୍ୟ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର November 30, 2024 Papirani ପ୍ରାଥମିକ ସ୍କୁଲର ମଧ୍ୟାହ୍ନ ଭୋଜନ ପାଇଁ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ପୋଷଣ ସ୍କିମ୍ରେ ଖର୍ଚ୍ଚ ବଢ଼ାଇଥିବା ସୂଚନା ମିଳିଛି । ଆସନ୍ତା କାଲିଠୁ ବର୍ଦ୍ଧିତ ଖର୍ଚ୍ଚ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରଥମରୁ ୫ମ ଶ୍ରେଣୀ…
ତାଜା ଖବର ରାଜ୍ୟ ନିର୍ଭୟ ମିଡ଼ିଆକୁ ପନ୍ନୁର ଇମେଲ; ‘ଅର୍ବାନ ନକ୍ସଲ’ଙ୍କ ହାତ ଥାଇପାରେ: ନବୀନ ଦାସ November 30, 2024 Papirani ଭୁବନେଶ୍ୱରରେ ବର୍ତ୍ତମାନ ଡିଜିପି ସମ୍ମିଳନୀ ଆରମ୍ଭ ହୋଇଛି । ଦେଶର ସୁରକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଉଛି । ଏହି ସମୟରେ ଆଜି ବିଭିନ୍ନ ସାମ୍ୱାଦିକ ଓ ମିଡିଆ ଅଫିସକୁ ଧମକ୍ ପୂର୍ଣ୍ଣ ଇମେଲ ଆସିଛି। ଖଲିସ୍ତାନୀ ଆତଙ୍କୀ ପନ୍ନୁର ଏହି…
ତାଜା ଖବର ଦେଶ ରାଜନୀତି ରାଜ୍ୟ ମୋଦୀଙ୍କ କଡ଼ା ସନ୍ଦେଶ; ବଦଳି-ପୋଷ୍ଟିଂରେ ମାତିଲେ ନେତା ହୋଇପାରିବ ନାହିଁ November 30, 2024 Papirani ଏକ ନିର୍ଦ୍ଦିଷ୍ଟ ମିଶନରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିର୍ବାଚନ ପ୍ରଚାର ପୂର୍ବରୁ ଜୋଶ୍ ଭରିବା ପାଇଁ ରାଜ୍ୟ କାର୍ଯ୍ୟାଳୟକୁ ଆସିଥିଲେ ସେ। ସେତେବେଳେ ମିଶନ ଭିନ୍ନ ଥିଲା, ଜୋଶ୍ ଭାରି ନିର୍ବାଚନ ଜିଣିବା । କିନ୍ତୁ ଏଥର ଦଳ…
ତାଜା ଖବର ରାଜ୍ୟ ଆତଙ୍କବାଦୀ ପନ୍ନୁ ନାଁରେ ମିଳିଲା ଧମକପୂର୍ଣ୍ଣ ମେଲ୍ November 30, 2024 Papirani ଭୁବନେଶ୍ୱରରେ ବର୍ତ୍ତମାନ ଡିଜିପି ସମ୍ମିଳନୀ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ଏନଏସଏ ଅଜିତ ଡୋଭାଲ, ଅନ୍ୟ କେନ୍ଦ୍ର ମନ୍ତ୍ରୀ, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୁଲିସ ଡିଜି…
ତାଜା ଖବର ରାଜ୍ୟ ୬ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କଲା ୭୫ବର୍ଷର ବୁଢା November 30, 2024 Papirani ରାଜଧାନୀରେ ଲଜ୍ଜା। ୬ ବର୍ଷର ଶିଶୁକନ୍ୟାକୁ ଦୂଷ୍କର୍ମ କଲା ୭୫ ବର୍ଷିୟ ବୃଦ୍ଧ । ଏଭଳି ଅଭାବନୀୟ ଓ ସ୍ପର୍ଶକାତର ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ଇନଫୋସିଟି ଥାନା ନିକଟସ୍କ ଓଗାଳପଡା ଗ୍ରାମରେ । ଶିଶୁ କନ୍ୟାର ପରିବାର ଲୋକେ ଏନେଇ…