Category: ରାଜ୍ୟ

୪୮ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର; ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ । ଏହା ପ୍ରଭାବରେ ଆସନ୍ତା ୪୮ ଘଣ୍ଟାରେ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ, ତାଙ୍କ ‘ଏକ୍ସ’ ହ୍ୟାଣ୍ଡେଲରେ ଏଭଳି ସୂଚନା…

ସିଂହଦ୍ବାର ସାମ୍ନାରେ ସାମ୍ବାଦିକାଙ୍କୁ ସେବାୟତଙ୍କ ଆକ୍ରମଣ; ଥାନାରେ ଏତଲା

ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ସାମ୍ବାଦିକାଙ୍କୁ ସେବାୟତଙ୍କ ମରଣାନ୍ତକ ଆକ୍ରମଣ । ରାମନବମୀ ପାଇଁ ଖବର ପ୍ରସାରଣ ବେଳେ ଆକ୍ରମଣ ଅଭିଯୋଗ ହୋଇଛି । ସାମ୍ବାଦିକା ସହ‌ ଅନ୍ୟ ଗଣମାଧ୍ୟମର ପ୍ରତିନିଧି ଓ କ୍ୟାମେରା ମ୍ୟାନ ମାନଙ୍କ କ୍ୟାମେରା ଛଡେଇ ନେବା ସହିତ…

ରାଜ୍ୟ କାର୍ଯ୍ୟାଳୟରେ ପାଳିତ ହୋଇଛି ବିଜେପିର ପ୍ରତିଷ୍ଠା ଦିବସ

ସାରା ଦେଶରେ ପାଳିତ ହେଉଛି ପବିତ୍ର ଶ୍ରୀରାମ ନବମୀ ।ଏହା ସହ ଆଜି ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଜନ୍ମଦିନ ଏବଂ ବିଜେପିର ପ୍ରତିଷ୍ଠା ଦିବସ। ତେଣୁ ଓଡ଼ିଶା ବିଜେପି କାର୍ଯ୍ୟାଳୟରେ ବଡ଼ ଆଡ଼ମ୍ବରେ ପାଳିତ ହୋଇଛି ବିଜେପିର ପ୍ରତିଷ୍ଠା ଦିବସ…

ୱକ୍‌ଫ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ସଂସଦର ଉଭୟ ଗୃହରେ ଜୋରଦାର ବିତର୍କ ପରେ ଗୃହୀତ ହୋଇଥିବା ୱକଫ ସଂଶୋଧନ ବିଲକୁ ରାଷ୍ଟ୍ରପତି ଅନୁମୋଦନ ଦେଇଛନ୍ତି । ଆଇନ୍‌ରେ ପରିଣତ ହେଲା ୱକ୍‌ଫ ସଂଶୋଧିତ ବିଲ୍‌ । ଏ ନେଇ ନୂଆ ଆଇନର ଗେଜେଟ ପ୍ରକାଶ ପାଇଛି ।…

ଆଜି ପବିତ୍ର ରାମ ନବମୀ; ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ହେଉଛି ପବିତ୍ର ରାମ ନବମୀ । ଚୈତ୍ର ମାସ ନବମୀ ଆଜିର ଦିନରେ ମର୍ଯ୍ୟଦା ପୁରୁଷ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ । ସେଥିପାଇଁ ଆଜିର ଦିନକୁ ରାମ ନବମୀ ଭାବେ ପାଳନ କରାଯାଇଥାଏ । ଏହି ଅବସରରେ ସ୍ବତନ୍ତ୍ର…

୭୦ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ମିଳିବ ବୟୋ ବନ୍ଦନା କାର୍ଡ: ମୁକେଶ ମହାଲିଙ୍ଗ

୭୦ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ମିଳିବ ବୟୋ ବନ୍ଦନା କାର୍ଡ । ପ୍ରେସମିଟ୍‌ରେ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସରକାରୀ କର୍ମଚାରୀ ହୁଅନ୍ତୁ କି ସମ୍ଭ୍ରାନ୍ତ ପରିବାରର ହୁଅନ୍ତୁ ୭୦ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ବୟୋ…

ବିଜେପି ସହ ବିଜେଡି ମୁଖ୍ୟ ପରାମର୍ଶଦାତାଙ୍କ ବଡ଼ ଡିଲ୍‌ ହୋଇଛି – ଦେବାଶିଷ ସାମନ୍ତରାୟ

ୱାକଫ୍ ସଂଶୋଧନ ବିଲକୁ ନେଇ ବିଜେଡି ରାଜନୀତି ଉଠୁଛି ପଡୁଛି । ଏହି ସମୟରେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ଆଜି ବଡ ବିସ୍ଫୋରକ ବୟାନ ଦେଇଛନ୍ତି । ନାଁ ନନେଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପରାମର୍ଶଦାତା ଭିକେ ପାଣ୍ଡିଆନଙ୍କ…

ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ଆୟୁଷ୍ମାନ କାର୍ଡ: ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ

ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ନେଇ ବଡ଼ ବୟାନ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ଆୟୁଷ୍ମାନ କାର୍ଡ ମିଳିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ରାଜ୍ୟ ଯୋଜନା ଗୋପବନ୍ଧୁ…

ଏଥର ୨ ଦିନ ପ୍ରତିଷ୍ଠା ଦିବସ ପାଳନ କରିବ ବିଜେପି

ଆସନ୍ତାକାଲି ଭାରତୀୟ ଜନତା ପାର୍ଟି (ବିଜେପି) ର ୪୬ ତମ ସ୍ଥାପନା ଦିବସ । ଏହି ଅବସରରେ ଏଥର ବିଜେପି ୨ ଦିନ ପ୍ରତିଷ୍ଠା ଦିବସ ପାଳନ କରିବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।…

ୱାକଫ ପ୍ରସଙ୍ଗକୁ ନେଇ ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରକ ବୟାନ

ୱାକଫ ସଂଶୋଧନ ବିଲ ପ୍ରସଙ୍ଗକୁ ନେଇ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରକ ବୟାନ । ଗଣତନ୍ତ୍ର ଓ ଧର୍ମନିରପେକ୍ଷତାରେ ବିଶ୍ୱାସ କରୁଥିବା ବିଜୁ ଜନତା ଦଳ ‘ୱାକଫ ସଂଶୋଧନ ବିଲ’ ପ୍ରସଙ୍ଗରେ ନିଜର ସ୍ପଷ୍ଠ ପକ୍ଷ ରଖିବାରେ ବିଫଳ ହେବା…