Category: ରାଜ୍ୟ

ଓଡ଼ିଶାରେ ୨୮ଟି ପ୍ରକଳ୍ପର ଭୂମିପୂଜନ ଓ ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ

ପୁରୀ: ପାଖେଇ ଆସୁଛି ୨୦୨୪ ଲୋକସଭା ନିର୍ବାଚନ। ନିର୍ବାଚନ ପାଖେଇ ଆସୁଥିବା ବେଳେ କେନ୍ଦ୍ର ବିଜେପି ସରକାର ଓଡ଼ିଶାରେ ୬ ହଜାର ୬ ଶହ କୋଟି ଟଙ୍କାର ୨୮ଟି ଜାତୀୟ ରାଜପଥ ପ୍ରକଳ୍ପର ଭୂମିପୂଜନ ଓ ଲୋକାର୍ପଣ କରିଛି । ପୁରୀରେ…

ଜୁଲାଇ-ଅଗଷ୍ଟ ମାସରେ ପୁରୀ-ଅଯୋଧ୍ୟା ଟ୍ରେନ୍‌ ଶୁଭାରମ୍ଭ

ପୁରୀ: ରେଳ ମନ୍ତ୍ରୀଙ୍କ ଘୋଷଣା ପୁରୀରୁ ଅଯୋଧ୍ୟା ଚାଲିବ ସ୍ବତନ୍ତ୍ର ଟ୍ରେନ୍‌ । ଜୁଲାଇ-ଅଗଷ୍ଟ ମାସରେ ପୁରୀ-ଅଯୋଧ୍ୟା ଟ୍ରେନ୍‌ ର ହେବ ଶୁଭାରମ୍ଭ । ଏନେଇ ପୁରୀ ମିଟିଂରେ ଘୋଷଣା କଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ସେପଟେ ଆଉ ଏକ…

କୋଟିପତି RTO ବସନ୍ତ ମହାପାତ୍ରଙ୍କ କଳା ସାମ୍ରାଜ୍ୟ

ବୌଦ୍ଧ RTO ବସନ୍ତ ମହାପାତ୍ରଙ୍କ ସମ୍ପତ୍ତି ଦେଖି ସାରା ଓଡ଼ିଶା ଆଜି ସ୍ତବ୍ଧ । କୋଟି କୋଟି ଟଙ୍କାର ସମ୍ପତ୍ତି ହୋଇଛି ଠାବ । ଏପର୍ଯ୍ୟନ୍ତ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଭିଜିଲାନ୍ସ ରେଡ଼ । ବସନ୍ତ ମହାପାତ୍ର…

ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଓଡ଼ିଶାରୁ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରାର୍ଥୀପତ୍ର ଦାଖଲ ବେଳେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବିଜେପିର ଅନେକ ବିଧାୟକ ତଥା ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ରହିଥିଲେ। ଅଶ୍ୱିନୀଙ୍କୁ ବିଜେପି ରାଜ୍ୟସଭା…

ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍

ବରପଦା ଇଞ୍ଜିନିୟରିଂ କଲେଜ ସମ୍ପର୍କିତ ଏକ ନିର୍ଦ୍ଦିଷ୍ଟ ଜମି ଜାଲିଆତି ମାମଲାରେ କଲେଜର ପୂର୍ବତନ ଅଧ୍ୟକ୍ଷ ଓ ସଭାପତିଙ୍କ ସହ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ରେଡ୍ ଆରମ୍ଭ ହୋଇଛି । ପୂର୍ବତନ କଲେଜ ଅଧ୍ୟକ୍ଷ…

କଟକ ବସ୍ ‌ଦୁର୍ଘଟଣା: ଜଣେ ମୃତ, ୧୬ ଆହତ

କଟକ ଗୋପାଳପୁର ଛକରେ ‘ଚନ୍ଦନ’ ବସ୍‌ ଓଲଟିବା ଘଟଣାରେ ଜଣେ ମୃତ, ଓ ୧୬ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତ ବ୍ୟକ୍ତି ବସ୍ ର କଣ୍ଡକ୍ଟର…

ଏ ସପ୍ତାହରେ ୬୦ ବିଧାନସଭା ପ୍ରାର୍ଥୀ ଘୋଷଣା କରିବ ବିଜେଡି

ମିଳିଥିବା ବିଶ୍ୱସ୍ତ ସୂତ୍ର ଅନୁସାରେ ଶାସକ ବିଜୁ ଜନତା ଦଳ ପାଖାପାଖି ୬୦ ବିଧାନସଭା ଆସନ ପାଇଁ ଆସନ୍ତା ଶନିବାର କିମ୍ବା ରବିବାର ସୁଦ୍ଧା ପ୍ରାର୍ଥୀ ଘୋଷଣା କରିବ। ଏ ବାବଦରେ ଅଧିକାଂଶ ଆସନରେ ପ୍ରାର୍ଥୀ ଚୂଡାନ୍ତ ସହ ଆଶାୟୀ ମାନଙ୍କ…

ବିଜେଡି-ବିଜେପିର ଓଡ଼ିଶାରେ ବୈବାହିକ ମେଣ୍ଟ – ଅଜୟ କୁମାର

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ନେଇ କଟାକ୍ଷ କଲେ ଓଡ଼ିଶା ପିସିସି ପ୍ରଭାରୀ ଡ. ଅଜୟ କୁମାର । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ ଜରିଆରେ ସେ କହିଛନ୍ତି ଯେ ଦୁଇ ଦଳ ମଧ୍ୟରେ ବୈବାହିକ ମେଣ୍ଟ ପ୍ରକ୍ରିୟା…

ଗଞ୍ଜାମ ଜିଲ୍ଲାର ଶେରଗଡ଼କୁ ଏନ୍‌ଏସି ମାନ୍ୟତା

ଗଞ୍ଜାମ ଜିଲ୍ଲା ଶେରଗଡ଼ରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେରଗଡ଼ ପାଇଁ ଏନ୍‌ଏସି ମାନ୍ୟତା ଘୋଷଣା କରିଛନ୍ତି । ଶେରଗଡ଼ ମୁଖ୍ୟମନ୍ତ୍ରୀଙ୍କ ନିଜ ବିଧାନସଭା ହିଞ୍ଜିଳି ଅନ୍ତର୍ଗତ ହୋଇଥିବାରୁ ଏ ଘୋଷଣାର ଅଧିକ ମହତ୍ତ୍ୱ ରହିଛି ବୋଲି କୁହା ଯାଉଛି…

ରାଜ୍ୟ ହିତରେ ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ: ନବୀନ ପଟ୍ଟନାୟକ

ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ ବିଜୁ ଜନତା ଦଳ ସଭାପତି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିର ରାଜ୍ୟ ସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ ଜଣାଇଛନ୍ତି । ରାଜ୍ୟର ରେଳ ତଥା ଦୂରସଂଚାର କ୍ଷେତ୍ରରେ ସର୍ବାଙ୍ଗୀନ ଉନ୍ନତି ଓ…