Category: ରାଜ୍ୟ

ମୋ ବସ୍‌ ଧକ୍କାରେ ୨ ଯୁବତୀ ଗୁରୁତର, କେବେ ମିଳିବ ମୋ ବସ୍ ଦୁର୍ଘଟଣାରୁ ତ୍ରାହି?

ମୋ ବସ୍ ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ମୋ ବସ୍‌ ଧକ୍କାରେ ନାବଳିକାଙ୍କ ଜୀବନ ଚାଲିଯିବା ଘଟଣାକୁ ୨ ଦିନ ବିତିଥିବା ବେଳେ ପୁଣି ଦୁର୍ଘଟଣା ଘଟାଇଛି ମୋ ବସ୍‌ । ଚନ୍ଦ୍ରଶେଖରପୁର ବିଡିଏ ଛକରେ ଧକ୍କା ଦେଇଛି…

ଡମ୍ବରୁ ଧରି ଖଣ୍ଡଗିରି ମେଳାରେ ରାଣୀ ପ୍ରିୟଦର୍ଶିନୀ; ଘଉଡାଇଲେ ସାଧୁ

ପୁଣି ଚର୍ଚ୍ଚାରେ ଯାତ୍ରା ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ। ଦୟା ନଦୀରେ ବୁଡ଼ ପକାଇ, ଡମ୍ବରୁ ଧରି ଗେରୁଆ ବସ୍ତ୍ର ପିନ୍ଧି, ଟିକା ତିଳକ ମାରି, ହର୍ ହର୍ ମହାଦେବ କହି ଖଣ୍ଡଗିରି ମେଳାରେ ନାଗା ସାଧୁଙ୍କ ଆଶୀର୍ବାଦ ନେବାକୁ ଯାଇ ତଡ଼ା…

ବଦଳିବ ଭୂମିହୀନଙ୍କ ସଂଜ୍ଞା: ସୁରେଶ ପୂଜାରୀ

ବଦଳିବ ଭୂମିହୀନଙ୍କ ସଂଜ୍ଞା । ଜାଗା ସରକାର ଦେବେ ବୋଲି ଆଜି କହିଛନ୍ତି ମନ୍ତ୍ରୀ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ସେଟଲମେଣ୍ଟ ଆକ୍ଟ ଅନୁଯାୟୀ ଜାଗା ମିଳିବ । ଉତ୍ତରାଧିକାରୀ ସୂତ୍ରରୁ ୪ ଡିସିମିଲରୁ କମ୍‌ ଥିଲେ…

ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କ ସନ୍ଦେହଜନକ ମୃତ୍ୟୁ; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ 

ପୁଣି ଏକ ନିଶା ନିବାରଣ କେନ୍ଦ୍ର ବିରୋଧରେ ଆସିଲା ହତ୍ୟା ଅଭିଯୋଗ। ନିଶା ଛାଡ଼ିବା ପାଇଁ ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ କିନ୍ତୁ ମିଳିଲା ମୃତ ଦେହ। ଭୁବନେଶ୍ୱର ଝାରପଡ଼ା ମହାଦେବ ନଗର ସ୍ଥିତ ଏକ ନିଶା ନିବାରଣ କେନ୍ଦ୍ରରେ ରହସ୍ୟମୟ…

ଅଶ୍ଲୀଳ ନୃତ୍ୟ ବନ୍ଦ ହେବା ପାଇଁ ହୋଇଥିବା ବାବୁ ସିଂଙ୍କ ଠେଙ୍ଗା ବାହିନୀକୁ ନେଇ ବୟାନବାଜି ଆରମ୍ଭ

ଏକାମ୍ର ବିଧାୟକ ବାବୁ ସିଂହ ଗଠନ କରିଛନ୍ତି ଠେଙ୍ଗା ବାହିନୀ । ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନକୁ ରୋକିବା ପାଇଁ ବାବୁ ସିଂ ଗଢିଥିବା ଠେଙ୍ଗା ବାହିନୀକୁ ନେଇ ଏବେ ଆରମ୍ଭ ହୋଇଛି ବୟାନବାଜି । ଆଜି ବାବୁ ସିଂଙ୍କ…

ଷୋଡ଼ଶ ଅର୍ଥ କମିଶନଙ୍କ ନିକଟରେ ଦାବି ରଖିଲେ ରାଜ୍ୟ ସରକାର

ଷୋଡ଼ଶ ଅର୍ଥ କମିଶନଙ୍କ ସହ ରାଜ୍ୟ ସରକାରଙ୍କ ସହ ଶେଷ ହୋଇଛି ବୈଠକ । ଷୋଡ଼ଶ ଅର୍ଥ କମିଶନଙ୍କ ସହ ରାଜ୍ୟ ସରକାରଙ୍କ ବୈଠକରେ ବିଭିନ୍ନ ଦାବି ରଖିଥିବା ନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାମ୍ବାଦିକ…

ଚଳିତ ବର୍ଷ ହୋଇପାରିବ ନାହିଁ ମାଟ୍ରିକ ପ୍ରଶ୍ନପତ୍ର ଲିକ୍; ଜାଣନ୍ତୁ କଣ ନିଆଯାଇଛି ପଦକ୍ଷେପ

ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୬ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା । ଏହା ପୂର୍ବରୁ ଆଜି ବୋର୍ଡ ପକ୍ଷରୁ ପ୍ରେସମିଟ୍ କରାଯାଇଛି । ସାମ୍ୱାଦିକ ସମ୍ମିଳନୀରେ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା…

ଲୋକଙ୍କ ସମସ୍ୟା ତ୍ବରିତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଲେ ସିଏମ୍‌ଓ

ଜନଶୁଣାଣିର ଅଭିଯୋଗ ତୁରନ୍ତ ସମାଧାନ କରିବାକୁ ସିଏମ୍‌ଓରୁ ଚିଠି । ସିଏମ୍‌ଓ ପକ୍ଷରୁ ମୁଖ୍ୟ ଶାସନ ସଚିବ, ପୋଲିସ ଓ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଥିବା ସୂଚନା । ଅଭିଯୋଗ ପତ୍ର ଗୁଡ଼ିକର ତ୍ବରିତ ସମାଧାନ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।…

ରାମ ମନ୍ଦିରରେ ପଡ଼ିଲା ତାଲା; ଅସନ୍ତୋଷ ବ୍ୟକ୍ତ କଲେ ଭକ୍ତ 

ଭୁବନେଶ୍ଵର ରାମ ମନ୍ଦିରରେ ନୂଆ ପୂଜକ ନିଯୁକ୍ତି ନେଇ ବିବାଦ। ମନ୍ଦିରର ଏକ୍ଜିକ୍ୟୁଟିଭ ଅଫିସର ପ୍ରଶାନ୍ତ ପାଣି ଏବଂ ପୂଜକଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ଟ୍ରଷ୍ଟ ବୋର୍ଡ ପୁରୁଣା ପୂଜକଙ୍କୁ ନଜଣାଇ ନୂତନ ପୂଜକ ନିଯୁକ୍ତ କରିବା ଓ ମନ୍ଦିର…

ରାଜ୍ୟ ସରକାରଙ୍କ ସହ ଅର୍ଥ କମିଶନଙ୍କ ବୈଠକ ଆରମ୍ଭ

କେନ୍ଦ୍ରୀୟ ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଅରବିନ୍ଦ ପନଗରିୟାଙ୍କ ସମେତ ମୋଟ ୧୫ ଜଣ ସଦସ୍ୟ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ରାଜ୍ୟ ସରକାରଙ୍କ ସହ ଅର୍ଥ କମିଶନଙ୍କ ବୈଠକ ଆରମ୍ଭ । ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ…