ଖେଳ ଦେଶ ରାଜ୍ୟ ବାରବାଟୀ ରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚର ଟିକେଟ୍ ଦର ହ୍ରାସ November 19, 2024 Nirvay ୨୦୨୫ ଫେବୃଆରୀ ୯ ରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ ବନାମ ଇଂଲଣ୍ଡ ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚ ପାଇଁ ଟିକେଟ୍ ମୂଲ୍ଯ ହ୍ରାସ କରାଯାଇଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ର ବରିଷ୍ଠ ଅଧିକାରୀଙ୍କ…
ରାଜ୍ୟ ଐତିହାସିକ ବାଲିଯାତ୍ରା ଅବଧି ଆଉ ଏକ ଦିନ ବୃଦ୍ଧି : ମୁଖ୍ୟମନ୍ତ୍ରୀ November 19, 2024 Nirvay ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଐତିହାସିକ ବାଲି ଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି କରିଛନ୍ତି। ଲୋକଙ୍କ ଆଗ୍ରହ ଏବଂ ଉତ୍ସାହକୁ ଦୃଷ୍ଟିରେ ରଖି ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଐତିହାସିକ ବାଲି ଯାତ୍ରାର ଅବଧିକୁ ଆଉ ଗୋଟିଏ…
ରାଜ୍ୟ ଭୁବନେଶ୍ୱର ଉପକଣ୍ଠ ରେ ନୂଆ ସିଟି ନିର୍ମାଣ ନେଇ ନଗର ଉନ୍ନୟନ ମନ୍ତ୍ରୀ ଙ୍କ ସୂଚନା November 19, 2024 Nirvay ଉପଯୁକ୍ତ ଭିତ୍ତିଭୂମି ସହ ଏକ ଅତ୍ୟାଧୁନିକ ସହରରେ ନିର୍ମାଣ ପାଇଁ ଭୁବନେଶ୍ବର ଠାରୁ ୨୦ କିମି ଦୂରରେ ବିଡିଏ ପ୍ରସ୍ତୁତ କରିବାକୁ ଯାଉଛି ଏକ ନୂତନ ସହର । ପ୍ରଥମ ଥର ପାଇଁ ବିଡିଏ ଏଭଳି ଏକ ‘ପ୍ଲାନ୍ଡ୍ ସିଟି’ ପ୍ରସ୍ତୁତ…
ତାଜା ଖବର ରାଜ୍ୟ କ୍ୟାପିଟାଲ୍ ହସ୍ପିଟାଲ୍ରେ ୪୦କୁ ବଢ଼ିବ ଆଇସିୟୁ ବେଡ୍ ସଂଖ୍ୟା November 19, 2024 Papirani କ୍ୟାପିଟାଲ୍ ହସ୍ପିଟାଲ୍ରେ ବଢ଼ିବ ଆଇସିୟୁ ବେଡ୍ ସଂଖ୍ୟା । କ୍ୟାପିଟାଲ ହସ୍ପିଟାଲ୍ରେ ରୋଗୀ କଲ୍ୟାଣ ସମିତି ସାଧାରଣ (ଆର୍କେଏସ୍) ବୈଠକରେ ଆଇସିୟୁ ବେଡ୍ ସଂଖ୍ୟା ବଢ଼ିବା ନେଇ ନିଷ୍ପତ୍ତି ନିଆ ଯାଇଛି । ଏ ନେଇ ସମିତି ଅଧ୍ୟକ୍ଷା ଭୁବନେଶ୍ୱର ସାଂସଦ…
ତାଜା ଖବର ରାଜନୀତି ରାଜ୍ୟ ୨୫ରେ ହେବାକୁ ଯାଉଛି ସର୍ବଦଳୀୟ ବୈଠକ November 19, 2024 Papirani ନଭେମ୍ବର ୨୫ ତାରିଖରେ ବସିବ ସର୍ବଦଳୀୟ ବୈଠକ । ୨୬ ତାରିଖରୁ ଆରମ୍ଭ ହେବାକୁଥିବା ବିଧାନସଭାର ଶୀତକାଳିନ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ୨୫ ତାରଖ ଦିନ ହେବାକୁ ଯାଉଛି । ଏହି ବୈଠକ ନେଇ ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ…
ତାଜା ଖବର ରାଜ୍ୟ ଆସୁଛି ଆଉ ଏକ ଲଘୁଚାପ; ପୁଣି ବର୍ଷାରେ ଭିଜିବ ସାରା ରାଜ୍ୟ November 19, 2024 Papirani ପୁଣି ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ । ଆସନ୍ତା ୨୧ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । କ୍ରମେ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଆସନ୍ତା ୨୩ ସୁଦ୍ଧା ଲଘୁଚାପରେ ପରିଣତ ହେବ ।…
ତାଜା ଖବର ରାଜ୍ୟ ଧାନ ମଣ୍ଡିକୁ ଦଲାଲ ନଆସିବା ପାଇଁ ହେବ ପାଟ୍ରୋଲିଂ: ସୁରେଶ ପୂଜାରୀ November 19, 2024 Papirani ଆସନ୍ତାକାଲିଠୁ ବରଗଡ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ଧାନ କିଣା ପ୍ରକ୍ରିୟା । କାଲିଠୁ ଧାନ କିଣା ନେଇ ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ଦେଇ କହିଛନ୍ତି କାଲିଠୁ ବରଗଡ଼ ଓ ୨୧ରେ ସମ୍ବଲପୁରରେ ଧାନ କିଣା ଆରମ୍ଭ…
ତାଜା ଖବର ରାଜନୀତି ରାଜ୍ୟ ଡବଲ ଇଂଜିନ ସରକାର ବାଲିଯାତ୍ରାକୁ ଜାତୀୟ ଉତ୍ସବ ମାନ୍ୟତା ଦିଅନ୍ତୁ: ବିଜେଡି November 19, 2024 Papirani ଏବର୍ଷର ବାଲିଯାତ୍ରା କାର୍ଯ୍ୟକ୍ରମର ପରିଚାଳନାରେ ହୋଇଥିବା ଅନେକ ବିଭ୍ରାଟକୁ ନେଇ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ବିଜୁ ଜନତା ଦଳ ତରଫରୁ ଆଜି ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ November 19, 2024 Papirani ଆସନ୍ତା ୨୯ ତାରିଖରେ ପ୍ରଥମ ଥର ଭୁବନେଶ୍ବରରେ ଅନୁଷ୍ଠିତ ହେବ ଡିଜିପି ସମ୍ମିଳନୀ। ଏଥିରେ ଯୋଗଦେବାକୁ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ନଭେମ୍ବର ୨୯ ତାରିଖରୁ ଡିସେମ୍ବର ୧…
ତାଜା ଖବର ରାଜ୍ୟ ଜମି ସମସ୍ୟାରୁ ରାଜ୍ୟରେ ରେଳ ଓ ଜାତୀୟ ରାଜପଥ ପ୍ରକଳ୍ପ ଅଟକି ରହିଛି November 19, 2024 Papirani କେନ୍ଦ୍ର ଓ ରାଜ୍ୟରେ ଭାଜପାର ‘ଡବଲ୍ ଇଞ୍ଜିନ୍’ ସରକାର ମିଳିତ ଭାବେ କାର୍ଯ୍ୟ କରିବାର ପାଞ୍ଚମାସ ପରେ ମଧ୍ୟ ଜମି ସମ୍ବନ୍ଧୀୟ ପ୍ରତିବନ୍ଧକ ନୂଆ ରେଳ ଲାଇନ୍ ଓ ଜାତୀୟ ରାଜପଥ ସମେତ କେତେକ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପକୁ ଅଟକାଇ ରଖିଛି…