ତାଜା ଖବର ରାଜ୍ୟ ଆରମ୍ଭ ହେଲା ପ୍ରବାସୀ ଭାରତୀୟ ସମ୍ମେଳନ January 8, 2025 Papirani ଆରମ୍ଭ ହେଲା ପ୍ରବାସୀ ଭାରତୀୟ ସମ୍ମିଳନ । ଓଡ଼ିଶାରେ ପ୍ରଥମଥର ପାଇଁ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନ ଆୟୋଜନ କରାଯାଇଛି। ଏହାକୁ ପ୍ରଦୀପ ପ୍ରଜ୍ବଳନ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, କେନ୍ଦ୍ର…
ତାଜା ଖବର ରାଜ୍ୟ ରାଜଧାନୀରେ ‘ପୋଲିସ ମିତ୍ର’ ଯୁବକଙ୍କ ମୁଣ୍ଡ କାଟି ହତ୍ୟା January 8, 2025 Papirani ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି । ଭୁବନେଶ୍ୱରର ରସୁଲଗଡ଼ ଛକରେ ପୋଲିସ ମିତ୍ରଙ୍କୁ ବୀଭତ୍ସ ହତ୍ୟା । ପୋଲିସ ମିତ୍ରଙ୍କ ମୁଣ୍ଡ କାଟି ରାସ୍ତାରେ ଫିଙ୍ଗିଦେଛନ୍ତି ଦୁର୍ବୃତ୍ତ। ରସୁଲଗଡ଼ ଛକରେ ଓଭର ବ୍ରିଜ ଉପରେ…
ରାଜ୍ୟ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ୯ଟି ନୂତନ ଗ୍ୟାଲେରୀ ଉଦଘାଟିତ January 7, 2025 Nirvay ଭୁବନେଶ୍ୱର ସ୍ଥିତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନଅ ଗୋଟି ନୂତନ ଗ୍ୟାଲେରୀର ଉଦଘାଟନ କରିଛନ୍ତି । ପ୍ରାଗ-ଐତିହାସିକ ଗ୍ୟାଲେରୀ, ରାଜକୀୟ ଓ ହାତୀଦାନ୍ତ ଗ୍ୟାଲେରୀ, ପ୍ରାଣୀ ବିଜ୍ଞାନ ଗ୍ୟାଲେରୀ, ଖଣି ଓ ଭୂ-ତତ୍ତ୍ୱ ଗ୍ୟାଲେରୀ…
ରାଜ୍ୟ ଆନ୍ତର୍ଜାତିକ ଶ୍ରୀ ଜଗନ୍ନାଥ ଚେତନା ମହୋତ୍ସବ-୨୦୨୫ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ January 7, 2025 Nirvay ଆନ୍ତର୍ଜାତିକ ଶ୍ରୀ ଜଗନ୍ନାଥ ଚେତନା ମହୋତ୍ସବ-୨୦୨୫ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଭିଭାଷଣ ଦେଇ କହିଛନ୍ତି ଯେ ‘ଜୟ ଜଗନ୍ନାଥ’,ଏହି ଦୁଇ ପଦ କେବଳ ଦୁଇଟି ଶବ୍ଦ ନୁହେଁ, ଏହା କୌଣସି ମନ୍ତ୍ର ଠାରୁ କମ ନୁହେଁ । ଯେ କୌଣସି…
ତାଜା ଖବର ରାଜ୍ୟ ପ୍ରବାସୀ ଭାରତୀୟ ଦିବସ: ୩ ଦିନରେ ୫ଟି ଅଧିବେଶନ January 7, 2025 Papirani ଆସନ୍ତାକାଲି ଠାରୁ ୧୦ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ମହାସମାରୋହରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରବାସୀ ଭାରତୀୟ ଦିବସରେ ବିଶ୍ଵର କୋଣଅନୁକୋଣରେ ରହୁଥିବା ଭାରତୀୟ ଓଡ଼ିଶା ଆସୁଛନ୍ତି। ଏହି ମହାସମାରୋହ ପୂର୍ବରୁ ଆଜି ରାଜ୍ୟ ସରକାର ଓ ବୈଦେଶିକ…
ଖେଳ ରାଜ୍ୟ ଏଥର ବାରବାଟୀ ଷ୍ଟାଡିୟମରେ ହେବନି ସାଧାରଣତନ୍ତ୍ର ଦିବସ January 7, 2025 Nirvay ଏଥର କଟକ ବାରବାଟୀ ଷ୍ଟାଡିୟମରେ ହେବନି ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ । ଏନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ବି ଶିନ୍ଦେ ସୂଚନା ଦେଇଛନ୍ତି । ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ ହେବାକୁ ଥିବାରୁ ବାରବାଟୀ ଷ୍ଟାଡିୟମ ପରିବର୍ତ୍ତେ ଏଥର ବିଡ଼ାନାସି…
ତାଜା ଖବର ରାଜ୍ୟ ଡବଲ ଡେକର ବସ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ January 7, 2025 Papirani ଆଜିଠୁ ଓଡ଼ିଶାରେ ଗଡ଼ିଲା ଡବଲ ଡେକର ବସ । ଆଜି ଡବଲ ଡେ଼କର ବସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୫ଟି ଡବଲ ଡେକର, ୧୦ଟି ହପ୍ ଅନ୍ ହପ୍ ଅଫ୍ ବସ୍ର ଶୁଭାରମ୍ଭ କରାଯାଇଛି । ଏଥିସହ…
ତାଜା ଖବର ରାଜନୀତି ରାଜ୍ୟ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ନିର୍ଦ୍ଦୋଷ ସାବ୍ୟସ୍ତ January 7, 2025 Papirani ନିର୍ଦ୍ଦୋଷରେ ଖଲାସ ହେଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ରହିଥିଲା ଟାଟା କମ୍ପାନୀରେ ଚାକିରି ନାଁରେ ଠକେଇ ମାମଲା ହୋଇଥିବା ବେଳେ ଆଜି ସାଂସଦ ପ୍ରଦୀପ ପାଣିଗ୍ରାହୀ ଗୋଳନ୍ଥରା ଥାନା ଓ ବୈଦ୍ୟନାଥପୁର ଥାନା ମାମଲାରେ ନିର୍ଦ୍ଦୋଷ…
ତାଜା ଖବର ରାଜ୍ୟ ଚାଷୀଙ୍କୁ କ୍ଷତିପୂରଣ ବଣ୍ଟନ ଆରମ୍ଭ ହେଲାଣି, ୪/୫ ଦିନ ଭିତରେ ସରିବ January 7, 2025 Papirani ଅଦିନିଆ ବର୍ଷା ଚାଷୀଙ୍କର ଧାନ ଫସଲ ସହିତ ପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଫସଲ ନଷ୍ଟର କ୍ଷତିପୂରଣକୁ ନେଇ ଆଜି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଅଦିନିଆ ବର୍ଷା ଧାନ ଫସଲ…
ତାଜା ଖବର ରାଜ୍ୟ ଏକାମ୍ର କାନନରେ ଉଦଘାଟିତ ହେଲା ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ January 7, 2025 Papirani ଭୁବନେଶ୍ୱରର ଏକାମ୍ର କାନନରେ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ରଙ୍ଗ ବେରଙ୍ଗର ସୁଗନ୍ଧଭରା ବିଭିନ୍ନ ପ୍ରକାର ଫୁଲରେ ସଜେଇ ହୋଇଛି ଏକାମ୍ର କାନନ । ଆସନ୍ତା ଜାନୁଆରୀ ୧୧ ତାରିଖ ଯାଏଁ ଏହି ପୁଷ୍ପ ପ୍ରଦର୍ଶନୀ…