Category: ରାଜ୍ୟ

ଦିଲ୍ଲୀରେ ବିଜୟ ପରେ ବୈଜୟନ୍ତ ଧନ୍ୟବାଦର ପାତ୍ର ବୋଲି କହିଲେ ମନମୋହନ

ଦିଲ୍ଲୀ ବିଜୟ ପରେ ଭାଜପା ନେତା ତଥା ରାଜ୍ୟ ସଭାପତି ମନମୋହନ ସାମଲ ବୈଜୟନ୍ତ ପଣ୍ଡା ଧନ୍ୟବାଦର ପାତ୍ର ବୋଲି କହିଛନ୍ତି । କେନ୍ଦ୍ରପଡା ସାଂସଦ ବୈଜୟନ୍ତ ପଣ୍ଡା ରାଷ୍ଟ୍ରୀୟ ଉପସଭାପତି ଭାବେ ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରୁଛନ୍ତି ।…

୧୧ ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର, ଅନ୍ତୋଦୟ ଗୃହ ଯୋଜନାରେ ମିଳିବ ପକ୍କା ଘର

ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୧ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନ୍ତୋଦୟ ଗୃହ ଯୋଜନାର ନିୟମକୁ କୋହଳ କରିବା ସହ ଆଗାମୀ ୩ବର୍ଷରେ ୨.୨୫ଲକ୍ଷ…

ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଉତ୍ତମ ମହାନ୍ତି ଗୁରୁତର

ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଉତ୍ତମ ମହାନ୍ତି ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି । ଚିକିତ୍ସା ନିମନ୍ତେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଇସିୟୁରେ ଚିକିତ୍ସା ଚାଲିଥିବା ବେଳେ ବର୍ତ୍ତମାନ ସେ ଭେଣ୍ଟିଲେଟରରେ ଥିବା ସୂଚନା ମିଳିଛି…

ଗ୍ରେଟର ଭୁବନେଶ୍ୱର ପାଇଁ ପ୍ରସ୍ତୁତି ଆରମ୍ଭ; ୪ଟି ସହରକୁ ନେଇ ଗଠନ ହେବ ନୂଆ ଅର୍ଥନୈତିକ ଅଞ୍ଚଳ

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଲୋକସେବା ଭବନରେ ଗୃହ ଓ ନଗର ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରି ଯୋଜନାଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଗ୍ରେଟର ଭୁବନେଶ୍ୱର ପାଇଁ ଟ୍ୱିନ ସିଟି-ଭୁବନେଶ୍ୱର ଓ କଟକ, ପୁରୀ…

ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶାରେ ଗଞ୍ଜେଇ ଚାଷର ମୂଳପୋଛ

ରାଜ୍ୟରୁ ବେଆଇନ ନିଶା କାରବାରକୁ ସମ୍ପୂର୍ଣ୍ଣ ମୂଳପୋଛ କରିବାକୁ ଅଣ୍ଟା ଭିଡିଛି ଓଡିଶା ପୋଲିସ । ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ବେଆଇନ ନିଶା କାରବାର ବନ୍ଦ କରିବାକୁ ଲକ୍ଷ୍ୟ ରଖିଛି ପୋଲିସ । ଏ ନେଇ ସବୁ ଜିଲ୍ଲାର ଏସପିଙ୍କୁ…

ବାରବାଟୀ ଦିନିକିଆ ମ୍ୟାଚ୍: ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ ଓ ଇଂଲଣ୍ଡ ଦଳର ଖେଳାଳି

କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ ମ୍ୟାଚ୍‌ ଖେଳାଯିବ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ଭାରତ ଓ ଇଂଲଣ୍ଡ ଖେଳାଳିମାନେ ପହଞ୍ଚିଛନ୍ତି । ବିମାନବନ୍ଦରରୁ ହୋଟେଲ୍‌ ଏବଂ ସେଠାରୁ ବାରବାଟୀ ଯିବାପାଇଁ…

ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା ଫଳ; ୪୭୯୯ ଉତ୍ତୀର୍ଣ୍ଣ

ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ୍‌ ପରୀକ୍ଷା-୨୦୨୩ ଆଜି ପ୍ରକାଶିତ ହୋଇଛି । ୧୫୭୩ ଜଣ ମହିଳାଙ୍କ ସମେତ ମୋଟ ୪୭୯୯ ଜଣ ପରୀକ୍ଷାର୍ଥୀ ମେନ୍ ପରୀକ୍ଷା ପାଇଁ କୃତକାର୍ଯ୍ୟ ହୋଇଛନ୍ତି । ସୂଚନା…

୬ ହଜାର ୩୯୦ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଲ ତରଫରୁ ୟୁନିଟ୍ -୩ କ୍ୟାପିଟାଲ୍ ହାଇସ୍କୁଲ ଠାରେ ଆୟୋଜିତ ହୋଇଥିବା ନିଯୁକ୍ତି ମେଳାରେ ଆଜି ୬ ହଜାର ୩୯୦ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ…

ଭିଡ଼ମୁକ୍ତ ହେବ ଟ୍ୱିନ୍‌ ସିଟି; ଖର୍ଚ୍ଚ ହେବ ୧୦ କୋଟି

ଭୁବନେଶ୍ୱର, କଟକ, ପୁରୀକୁ ଭିଡ଼ ମୁକ୍ତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଆଜି ସୂଚନା ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ସହରଗୁଡ଼ିକ ଏ-କ୍ଲାସ ସିଟି ଭାବେ କିପରି ପରିଚିତ ହେବ ଉଦ୍ୟମ ଚାଲିଛି । ସେହିପରି…

ଚାଲିଛି ଆୟୁଷ୍ମାନ କାର୍ଡ଼ ଛପା; ଯୋଜନାରେ ସାମିଲ ହେବେ ସାଢ଼େ ୩ କୋଟି ଲୋକ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଆୟୁଷ୍ମାନ ଯୋଜନା ସଂପର୍କରେ ଆଜି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ଆୟୁଷ୍ମାନ କାର୍ଡ ଛପା ଚାଲିଛି। ଆୟୁଷ୍ମାନ ଭାରତ ଯୋଜନାରେ ସାଢ଼େ ୩ କୋଟି ଲୋକଙ୍କୁ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ସହ ଆୟୁଷ୍ମାନ…