ତାଜା ଖବର ରାଜନୀତି ରାଜ୍ୟ ବାରବାଟୀ ମ୍ୟାଚବେଳେ ବିଜୁଳି ବିଭ୍ରାଟ ମାମଲା: କ୍ରୀଡାମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲା ବିଜେଡି February 10, 2025 Papirani ଗତକାଲି ବାରବାଟୀରେ ଖେଳାଯାଉଥିବା ଭାରତ ଇଂଲଣ୍ଡ ମ୍ୟାଚ ଚାଲିଥିବା ବେଳେ ବାରବାଟୀ ଷ୍ଟାଡିୟମର ଫ୍ଲଡ ଲାଇଟ ବନ୍ଦ ଘଟଣା ନେଇ ଏବେ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଯାଇଛି। ଏହି ଘଟଣାରେ କ୍ରୀଡ଼ା ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି…
ଦେଶ ରାଜନୀତି ରାଜ୍ୟ ବୈଜୟନ୍ତ ବାବୁ ଖୁସ୍ ହୁଆ ! February 10, 2025 Papirani ହରିଆଣା ନିର୍ବାଚନ ପରେ ମୁକୁ ଭାଇଙ୍କ ସମର୍ଥକ ମାନେ ଭାରି ଖୁସି ହେଇ ନାଚିବା ଆରମ୍ଭ କରିଦେଲେ। ପ୍ରଚାର ଆରମ୍ଭ ହେଲା ଯେ, ମୁକୁ ଭାଇ ହେଁ ତୋ ମୁମକିନ୍ ହୈ । ଗୋଟିଏ ଦୁଇଟି ବଡ ଖବରକାଗଜରେ ପ୍ରବନ୍ଧ ବି…
ଖେଳ ତାଜା ଖବର ଦେଶ ରାଜ୍ୟ ବାରବାଟୀ ବିଭ୍ରାଟ: ଓସିଏର ବିଚିତ୍ର ସ୍ପଷ୍ଟୀକରଣ, ଆକ୍ସନ ମୋଡ଼ରେ ସରକାର February 10, 2025 Papirani ବାରବାଟୀ ଷ୍ଟାଡିୟମରେ ଗତକାଲି ଫ୍ଲଡ୍ ଲାଇଟ୍ ବିଫଳତା ଯୋଗୁଁ ଦ୍ୱିତୀୟ ଭାରତ-ଇଂଲଣ୍ଡ ମ୍ୟାଚ୍ ୨୫ ମିନିଟ୍ ପାଇଁ ବାଧାପ୍ରାପ୍ତ ହୋଇଥିବା ଘଟଣା ସାରା ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏତେ ବର୍ଷ ପରେ ଓଡ଼ିଶାରେ ଅନ୍ତର୍ଜାତୀୟ କ୍ରୀଡ଼ା ଖେଳାଯାଉଥିବା ବେଳେ…
ଖେଳ ତାଜା ଖବର ଦେଶ ରାଜ୍ୟ ବାରବାଟୀରେ ଇଂଲଣ୍ଡକୁ ହରାଇ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ February 9, 2025 Papirani ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦିନିକିଆ ମ୍ୟାଚରେ ସିରିଜ୍ ଜିତିଲା ଭାରତ । ଭାରତୀୟ ଅଧିନାୟକଙ୍କ ଶତକୀୟ ଇନିଂସ ବଳରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତ ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କରିଛି ।…
ତାଜା ଖବର ରାଜ୍ୟ ରାସନ କାର୍ଡ କେୱାଇସିର ଶେଷ ତାରିଖ ଫେବୃଆରୀ ୧୫; ଆଉ ଦିଆଯିବ ନାହିଁ ସୁଯୋଗ February 9, 2025 Papirani ରାସନକାର୍ଡକୁ ଇ-କେୱାଇସି ସହ ସଂଯୋଗ କରିବା ନେଇ ରାଜ୍ୟ ସରକାର ଆଉ ଦେବେ ନାହିଁ ସମୟ । ଆସନ୍ତା ଫେବୃୟାରୀ ୧୫ ତାରିଖ ସୁଦ୍ଧା ଯଦି ଇ-କେୱାଇସି କରା ନ ଗଲେ ସରକାର ରାସନକାର୍ଡରୁ ହିତାଧିକାରୀଙ୍କ ନାମକୁ ତାଙ୍କ ତରଫରୁ କାଟିଦେବେ…
ତାଜା ଖବର ରାଜନୀତି ରାଜ୍ୟ ପୁଣି ଚର୍ଚ୍ଚାରେ ବିଜେଡିର ଦୁଇ କର୍ପୋରେଟର ଅମରେଶ ଓ ବିରଞ୍ଚି February 9, 2025 Papirani ଦୀର୍ଘଦିନ ହେବ ଭୁବନେଶ୍ବର ବିଜେଡି ନେତୃତ୍ବଙ୍କ ଉପରେ ଅସନ୍ତୋଷ ଜାହିର କରୁଥିବା ଦୁଇ ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୁପକାର ଏବେ ପୁଣି ଚର୍ଚ୍ଚାରେ । ଖଣ୍ଡଗିରି କୁମ୍ଭମେଳା ଅବସରରେ ବିଜେପି ସାଂସଦ ଓ ବିଧାୟକଙ୍କ ଗହଣରେ…
ତାଜା ଖବର ରାଜ୍ୟ ଖଣ୍ଡଗିରିରେ ହାଇଡ୍ରାମା; କାର ଅଟକାଇ ରାଣୀ ପ୍ରିୟଦର୍ଶିନୀଙ୍କୁ ଗାଳିଗୁଲଜ କଲେ ଯୁବକ February 9, 2025 Papirani ଖଣ୍ଡଗିରି ଯାତ୍ରାରେ ଦେଖିବାକୁ ମିଳିଛି ହାଇଡ୍ରାମା । ଖଣ୍ଡଗିରି ଯାତ୍ରା ଅଶ୍ଳୀଳ ନାଚ ବରଣ ଥିବା ବେଳେ ସାମ୍ନାକୁ ଆସିଚି ରାଣୀ ପ୍ରିୟଦର୍ଶିନୀଙ୍କୁ ଗାଳିଗୁଲଜ କରୁଥିବାର ଦୃଶ୍ୟ। ଦୁର୍ଗା ମନ୍ଦିର ଅପେରା ପାର୍ଟିର ମେଲୋଡି ଦେଖିବା ପରେ ରାଣୀ ପ୍ରିୟଦର୍ଶିନୀଙ୍କ ଗାଡ଼ି…
ତାଜା ଖବର ରାଜ୍ୟ ଯଯାତୀ କେଶରୀ ମେଡ଼ିକାଲ କଲେଜର ନାଁ ହେବ ପରିବର୍ତ୍ତନ: ଘୋଷଣା କଲେ ମୁଖ୍ୟମନ୍ତ୍ରୀ February 9, 2025 Papirani ଯଯାତୀ କେଶରୀ ମେଡ଼ିକାଲ କଲେଜର ନାଁ ପରିବର୍ତ୍ତନ କରାଯାଇ ମହାରାଜ ଯଯାତୀ କେଶରୀ ମେଡ଼ିକାଲ କଲେଜ ନାଁରେ ନାମିତ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଶାସନିକ ଭବନ ପଡିଆରେ ଅନୁଷ୍ଠିତ ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି…
ରାଜ୍ୟ ଭ୍ରଷ୍ଟ ସରକାର ବିରୋଧରେ ଅସନ୍ତୋଷର ବିସ୍ଫୋରଣ ହୋଇଛି: ମନମୋହନ ସାମଲ February 8, 2025 Nirvay ଦିଲ୍ଲୀ ବିଧାନସଭା ନିର୍ବାଚନ-୨୦୨୫ରେ ଐତିହାସିକ ବିଜୟ ଲାଭ ପାଇଁ ବିଜେପି କାର୍ଯ୍ୟକର୍ତାଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ୱ ତଥା ମାର୍ଗଦର୍ଶନରେ ଦିଲ୍ଲୀବାସୀ ବିଜେପି ଉପରେ…
ରାଜ୍ୟ ଫେବୃଆରୀ ୧୦ ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି February 8, 2025 Nirvay ଆଗାମୀ ଫେବୃଆରୀ ୧୦ ତାରିଖ (ସୋମବାର) ଦିନ ଭୁବନେଶ୍ୱର, ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା…