Category: ରାଜ୍ୟ

OCA Election Controversy: ତେଜିଲା ଓସିଏ ନିର୍ବାଚନ କଳି; ଜେନେରାଲ୍‌ ବଡି ବୈଠକକୁ ବୟକଟ୍‌ କଲେ ଲଳିତେନ୍ଦୁ

ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ନିର୍ବାଚନ କଳି ତେଜିବାରେ ଲାଗିଛି । ବୈଠକ ଅଧାରୁ ଉଠି ପଳାଇଲେ ସଦସ୍ୟ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ଜେନେରାଲ୍‌ ବଡି ବୈଠକକୁ ବୟକଟ୍‌ କରିଛନ୍ତି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ବୈଠକକୁ ବୟକଟ୍‌ କରିବା ସହ…

Mann ki Baat: ମନ୍ କି ବାତ୍‌ରେ ଓଡ଼ିଶାର ଯୁବ ଚାଷୀ ହିରୋଦ ପଟେଲଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଆଜି ମନ କି ବାତର ୧୩୧ତମ ଏପିସୋଡ୍ ରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମରେ ଓଡିଶା ଚାଷୀ ହିରୋଦଙ୍କ ଚାଷ ଶୈଳୀକୁ ପ୍ରଶଂସା କରିଛନ୍ତି ମୋଦି। ମୋଦି କହିଛନ୍ତି ଯୁବ ଚାଷୀ ହିରୋଦ ପଟେଲ…

Sexual Assault In Bhubaneswar: ଆଇଆରଏସ୍ ଅଫିସରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ଆଇଆରଏସ୍ ଅଫିସରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ । ସହିଦ୍‌ନଗର ଥାନା ଅଞ୍ଚଳ ସତ୍‌ସଙ୍ଗ ବିହାର ସରକାରୀ କ୍ବାର୍ଟର୍ସରେ ଦୁଷ୍କର୍ମ ସହ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ରେକର୍ଡିଂ କରି ଭାଇରାଲ୍ କରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ସହୀଦନଗର ପୋଲିସ୍‌…

Five PoliceMen Died In Jharsuguda: ଝାରସୁଗୁଡ଼ା ଥାନା ସମ୍ମୁଖରେ ଟିପର୍-ବୋଲେରୋ ଧକ୍କା; ୫ ପୋଲିସ କର୍ମଚାରୀ ମୃତ

ଝାରସୁଗୁଡା ସଦର ଥାନା ସମ୍ମୁଖରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟିପର୍-ପୋଲିସ ବୋଲେରୋ ଭିତରେ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ୫ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ହିଁ ସେମାନଙ୍କ…

Paradip Fire: ପାରାଦୀପ ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ; ୫୦ରୁ ଅଧିକ ଦୋକାନ ସହ ଏକାଧିକ ବାଇକ୍‌ ପୋଡ଼ି ପାଉଁଶ

ପାରାଦୀପ ବଡ଼ପଡ଼ିଆ ପରିବା ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ । ୫୦ରୁ ଅଧିକ ଦୋକାନ ଓ ଏକାଧିକ ବାଇକ୍‌ ପୋଡ଼ି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ୩ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି । ବିଳମ୍ବିତ ରାତି…

VFS Global Visa Application Centre: ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’

ଓଡ଼ିଶାର ଆନ୍ତର୍ଜାତିକ ସଂଯୋଗକରଣରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ଓଡ଼ିଶା ଦିବସ’ ଅବସରରେ ଅର୍ଥାତ୍ ଆସନ୍ତା ୧ ଏପ୍ରିଲ ୨୦୨୬ ରୁ ଭିଏଫଏସ ଗ୍ଲୋବାଲ ଭୁବନେଶ୍ୱରରେ ଏକ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ ଖୋଲିବାକୁ ଯାଉଛି । ଏହି ଘୋଷଣା…

Operation Cyber Kavach: ‘ଅପରେସନ ସାଇବର କବଚ’ ର ବଡ ସଫଳତା, ୧୪୬ ଅଭିଯୁକ୍ତ ଗିରଫ

ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ‘ଅପରେସନ ସାଇବର କବଚ’ ଜୋରଦାର ଭାବେ ଜାରି ରହିଛି । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଏହି ବିଶେଷ ଅଭିଯାନକୁ ରାଜ୍ୟ…

Odisha Govt Brings Back Workers: ଥାଇଲାଣ୍ଡରେ ଫସିଥିବା ଓଡ଼ିଆ ଯୁବକଙ୍କୁ ଫେରାଇ ଆଣିଲେ ରାଜ୍ୟ ସରକାର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଥାଇଲାଣ୍ଡରେ ଫସି ରହିଥିବା ୬ଜଣ ଓଡ଼ିଆ ଯୁବକଙ୍କ ମଧ୍ୟରୁ ୪ଜଣ ଓଡ଼ିଆ ଯୁବକମାନଙ୍କୁ ଓଡ଼ିଶାକୁ ଫେରାଇ ଅଣାଯାଇଛି । ଆଜି ୪ଜଣ ଓଡ଼ିଆ ଯୁବକ – ଜୟନ୍ତ କୁମାର ମଲ୍ଲିକ, ହେମନ୍ତ କୁମାର…

SIR In Odisha From April 1: ରାଜ୍ୟରେ ଏପ୍ରିଲ୍‌ ୧ ରୁ ଆରମ୍ଭ ହେବ ଏସ୍ଆଇଆର ପ୍ରକ୍ରିୟା

ରାଜ୍ୟରେ ଏପ୍ରିଲ୍‌ ୧ ତାରିଖରୁ ଆରମ୍ଭ ହେବ ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (ଏସ୍ଆଇଆର) ପ୍ରକ୍ରିୟା । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌. ସନ୍ଥଗୋପାଳନଙ୍କ ଏହି ସୂଚନା ଦେଇଛନ୍ତି । ଏହି ପ୍ରକ୍ରିୟାରେ, ୨୦୦୨ SIR ତାଲିକାର ବିବରଣୀ ଯାଞ୍ଚ କରି…

Liquor In Tetra Packs: କାଚ ବୋତଲ ବଦଳରେ ଟେଟ୍ରା ପ୍ୟାକରେ ଆସିବ ମଦ

ଏଣିକି କାଚ ବୋତଲରେ ମିଳିବ ନାହିଁ ମଦ । ପ୍ୟାକେଟର ରୂପ ବଦଳି ଟେଟ୍ରା ପ୍ୟାକରେ ଆସିବ ମଦ । ଏହି ନୂତନ ପ୍ୟାକେଜିଂ ସିସ୍ଟମ ଅନେକ ରାଜ୍ୟରେ ପ୍ରଚଳିତ ଅଛି । ଓଡ଼ିଶାରେ ମଧ୍ୟ ଏହି ସିସ୍ଟମ ଆରମ୍ଭ ହେବ…