Category: ରାଜ୍ୟ

ସ୍ପଷ୍ଟୀକରଣ ରଖିଲା ସିବିଏସ୍‌ଇ; ପରୀକ୍ଷାରେ ଓଡ଼ିଆ ସମେତ ରହିବ ଅନ୍ୟାନ୍ୟ ଆଞ୍ଚଳିକ ଭାଷା

ଦଶମରେ ପ୍ରତି ବର୍ଷ ୨ଟି ବୋର୍ଡ ପରୀକ୍ଷା ନେଇ ଆଜି ସ୍ପଷ୍ଟୀକରଣ ଦେଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(CBSE )। ୨୫ ତାରିଖ ୱେବସାଇଟ ତଥ୍ୟ ନେଇ ସାନି ସ୍ପଷ୍ଟୀକରଣ । ୨୫ ତାରିଖରେ ଚିଠା ଯୋଜନାରେ ବାଦ ପଡ଼ିଥିଲା ଓଡ଼ିଆ…

ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ

ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ବାସଭବନରେ ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ସଭାପତି ମନମୋହନ ସାମଲ , ରାଷ୍ଟ୍ରୀୟ ସା. ସମ୍ପାଦକ ତରୁଣ ଚୁଗ୍‌, ପ୍ରଭାରୀ ବିଜୟପାଲ…

ଦଶମ ଶ୍ରେଶୀ ଛାତ୍ରୀ ପ୍ରସବ କରିବା ଘଟଣା: ନିଲମ୍ବନ ହେଲେ ପ୍ରଧାନଶିକ୍ଷକ

ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟରେ ଜଣେ ଦଶମ ଛାତ୍ରୀ ମାଆ ହେବା ଘଟଣାରେ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ । କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଅନୁସୂଚିତ ଜାତି ଓ ଜନଜାତି ବିଭାଗ । ଜିଲ୍ଲା…

ବର୍ଷକୁ ଦୁଇଥର ହେବ ଦଶମ ବୋର୍ଡ ପରୀକ୍ଷା

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ର ନୂଆ ନିୟମ। ଏଣିକି ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ ଦଶମ ବୋର୍ଡ ପରୀକ୍ଷା। ଏନେଇ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୁପାରିସ କରାଯାଇଛି । ମଙ୍ଗଳବାର ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପଦକ୍ଷେପ…

ଶ୍ରୀଲୋକନାଥ ମନ୍ଦିରରେ ବାଉନ୍‌ସର ମୁତୟନ ପ୍ରସଙ୍ଗ: ତଦନ୍ତ ଚାଲିଛି କହିଲେ ପୁରୀ ଏସ୍‌ପି

ପୁରୀ ଲୋକନାଥ ମନ୍ଦିର ସୁରକ୍ଷା ଦାୟିତ୍ବରେ ବାଉନ୍‌ସର ମୁତୟନ ପ୍ରସଙ୍ଗକୁ ନେଇ ପୁରୀ ଏସ୍‌ପି କହିଛନ୍ତି ବାଉନ୍‌ସର ମୁତୟନର ତଦନ୍ତ ଚାଲିଛି । ପର୍ଯ୍ୟାପ୍ତ ପରିମାଣରେ ପୋଲିସ ମୁତୟନ ରହିଛନ୍ତି ବାଉନ୍‌ସରର ଆବଶ୍ୟକ ନଥିଲା । ଏସ୍‌ପି କହିଛନ୍ତି ତଦନ୍ତ ଚାଲିଥିବା…

ଆରଡ଼ି ସ୍ଥିତ ଆଖଣ୍ଡଳମଣିଙ୍କ ପୀଠ ପାଇଁ ୧୦ କୋଟି ଟଙ୍କା ଘୋଷଣା

ଆରଡ଼ି ସ୍ଥିତ ଆଖଣ୍ଡଳମଣି ପୀଠର ହେବ ସୈାନ୍ଦର୍ଯ୍ୟକରଣ । ଭଦ୍ରକ ଜିଲ୍ଲାରେ ଅବସ୍ଥିତ ଆଖଣ୍ଡଳମଣିଙ୍କ ପୀଠ ପାଇଁ ୧୦ କୋଟି ଟଙ୍କା ଘୋଷଣା । ବାବା ଆଖଣ୍ଡଳମଣିଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ମିଳିଲା ୧୦ କୋଟି ଟଙ୍କାର ଅନୁଦାନ। ଏ ନେଇ…

ଶ୍ରୀଲିଙ୍ଗରାଜଙ୍କ ପୀଠରେ ଦଳାଚକଟା ପରିସ୍ଥିତି ସୃଷ୍ଟି; ୨ ମହିଳା ଆହତ

ଆଜି ହେଉଛି ପବିତ୍ର ମହାଶିବରାତ୍ରୀ । ଦେବ ଦେବ ମହାଦେବଙ୍କ ଉପାସନାର ଏକ ସ୍ୱତନ୍ତ୍ର ଦିନ । ସାରା ଦେଶରେ ବିଭିନ୍ନ ଶିବ ମନ୍ଦିରରେ ଚାଲିଛି ଶିବ ଉପାସନା । ଏହି ସମୟରେ ଭୁବନେଶ୍ୱରର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ସକାଳୁ ସକାଳୁ…

ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି; ପରବର୍ତ୍ତୀ ଶୁଣାଣି ଯାଏଁ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌

ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି; ପରବର୍ତ୍ତୀ ଶୁଣାଣି ଯାଏଁ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌ ଲଗାଇଲା ଓଡିଶା ହାଇକୋର୍ଟ । ମାର୍ଚ୍ଚ ୪ ତାରିଖରେ ଏହି ଘଟଣାର ପରବର୍ତ୍ତୀ ଶୁଣାଣି ହେବ । ପୂର୍ବରୁ ତାଙ୍କ ବାସ ଭାବନରେ ସିବିଆଇ…

ଓଡ଼ିଶା ସାହିତ୍ୟ ଏକାଡେମୀର ନୂତନ ସଚିବ ହେଲେ ଚନ୍ଦ୍ରଶେଖର ହୋତା

ବରିଷ୍ଠ ଓପିଏସ୍ ଅଧିକାରୀ ତଥା ସାହିତ୍ୟିକ ଡ. ଚନ୍ଦ୍ରଶେଖର ହୋତାଙ୍କୁ ମିଳିଲା ନୂଆ ଦାୟିତ୍ଵ। ଓଡ଼ିଶା ସାହିତ୍ୟ ଏକାଡେମୀର ନୂତନ ସଚିବ ହେଲେ ଚନ୍ଦ୍ରଶେଖର ହୋତା । ପୁଲିସ ଚାକିରି କରୁଥିବା ଚନ୍ଦ୍ରଶେଖର ହୋତା ଜଣେ ଉଚ୍ଚକୋଟିର ଲେଖକ । ତାଙ୍କୁ…

ପ୍ରକାଶ ପାଇଲା ଓଡିଶା ପୋଲିସ ଏସଆଇ ପରୀକ୍ଷା ତାରିଖ

ପୋଲିସ ଏସଆଇ ପରୀକ୍ଷା ନେଇ ପ୍ରକାଶ ପାଇଲା ତାରିଖ । ମାର୍ଚ୍ଚ ୮ ଓ ୯ରେ ଅନୁଷ୍ଠିତ ହେବ ପରୀକ୍ଷା । ମୋଟ ୯୩୩ ପଦବୀ ପାଇଁ ପରୀକ୍ଷା ହେବ । ଏସଆଇ ରାଙ୍କର ଅନ୍ୟ ସବୁ ପଦବୀ ପାଇଁ ମଧ୍ୟ…