Category: ରାଜ୍ୟ

ସୁନ୍ଦରଗଡ଼ରେ କୋଇଲା ଖଣି ଦୁର୍ନୀତି ମାମଲା: ଗ୍ରାଉଣ୍ଡରେ ୨ମନ୍ତ୍ରୀଙ୍କ ତଦନ୍ତ

ସୁନ୍ଦରଗଡ଼ରେ କୋଇଲା ଖଣି ଦୁର୍ନୀତି ମାମଲାରେ ଗ୍ରାଉଣ୍ଡରେ ସ୍ଥିତି ପରଖିଲେ ଖଣି ଓ ଜଙ୍ଗଲ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ବିଭାଗୀୟ ସଚିବ ଚୋରା କୋଇଲା ଖଣି ବୁଲି ଦେଖିଲେ ୨ ମନ୍ତ୍ରୀ…

ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ହଟିବ ବ୍ୟାନ

ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ହଟିବ ବ୍ୟାନ । ଏ ନେଇ ଆଜି ଯାତ୍ରା ମାଲିକ ସଂଘ ଉପସଭାପତି ତଥା ରାଜଧାନୀ ଯାତ୍ରା ପାର୍ଟି ମାଲିକ ପବିତ୍ର ପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ନରି ପଣ୍ଡା ଓ ପ୍ରତାପ…

ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ

ମାଲେସିଆ ଯିବେ ଓଡ଼ିଶା ଚାଷୀ । ଚାଷୀଙ୍କୁ ମାଲେସିଆ ବୁଲାଇବ କୃଷି ବିଭାଗ । କାଲିଠୁ ୭ ଦିନିଆ ମାଲେସିଆ ଗସ୍ତରେ ଯାଇ କୃଷି ଭିତ୍ତିକ ଶିଳ୍ପ, କୃଷି ଅନୁସନ୍ଧାନ କେନ୍ଦ୍ର ପରିଦର୍ଶନ କରିବେ ଚାଷୀ ଓ କୃଷି ଅଧିକାରୀ ।…

ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟା ହେବ ନୂଆ ରାସନ କାର୍ଡ

ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟା ହେବ ରଙ୍ଗୀନ ରାସନ କାର୍ଡ। ନୂଆ ରାସନ କାର୍ଡ ବଣ୍ଟନ ନେଇ ଘୋଷଣା କଲେ ସରକାର । ନୂଆ ରାସନ କାର୍ଡ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । କାର୍ଡ ଲାମିନେସନ ଓ ପ୍ରିଣ୍ଟ କରି ରଖିବାକୁ…

ଆସନ୍ତା ମାସେ ଭିତରେ ସରିବ ରତ୍ନଭଣ୍ଡାର ମରାମତି କାମ: ଜଷ୍ଟିସ ବିଶ୍ବନାଥ ରଥ

ଆସନ୍ତା ମାସେ ଭିତରେ ସରିବ ରତ୍ନଭଣ୍ଡାର ମରାମତି କାମ । ଭିତର ରତ୍ନଭଣ୍ଡାର ମରାମତି ପ୍ରାୟ ଶେଷ ହୋଇଥିବାବେଳେ ବାହାର ରତ୍ନଭଣ୍ଡାର ମରାମତି ଚାଲୁଛି। ଏନେଇ ପ୍ରତିକ୍ରିୟା ରଖିଲେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ। ସେ କହିଛନ୍ତି ମରାମତି…

ରାଜ୍ୟରେ କାଳବୈଶାଖୀ; ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ । ଆଜି ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ। ଏହା ସହ ଦୁଇ ଦିନ କାଳବୈଶାଖୀ ଲାଗି ରହିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହା ସହ କାଳବୈଶାଖୀ ବର୍ଷା…

ଡବଲ୍‍ ଇଞ୍ଜିନ ସରକାରର ଡବଲ କମାଲ୍‍, ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଲେ, କେନ୍ଦ୍ରମନ୍ତ୍ରୀ ଗଡକରୀ ମଞ୍ଜୁର କଲେ

ଡବଲ ଇଞ୍ଜିନ ସରକାରର ଡବଲ କମାଲ । ଆଜି ଓଡ଼ିଶାରେ ବିଭିନ୍ନ ରାଜପଥ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ସ୍ଥାନୀୟ ବରମୁଣ୍ଡା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଡବଲ ଇଞ୍ଜିନ ସରକାରର କାର୍ଯ୍ୟଶୈଳୀର ପ୍ରଭାବ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ବାରମ୍ୱାର କହିଛନ୍ତି ଯେ,…

କୋରାପୁଟ ସରକାରୀ କଲେଜର ନାମ ବଦଳି ହେଲା ସରକାରୀ ଡିଏଭି କଲେଜ, କୋରାପୁଟ

କୋରାପୁଟ ସରକାରୀ କଲେଜର ନାମ ବଦଳି ହେଲା ସରକାରୀ ଡିଏଭି କଲେଜ, କୋରାପୁଟ । ଏ ନେଇ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି । ୧୯୬୮ ମସିହାରେ ଦୟାନନ୍ଦ ଆଂଗ୍ଲୋ-ବୈଦିକ ମହାବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ କୋରାପୁଟର ଶିକ୍ଷା ବିକାଶ…

ଓଡ଼ିଶାକୁ ୪ ହଜାର କୋଟିର ପ୍ରକଳ୍ପ ଭେଟିଦେଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

ଦିନିକିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ରାଜ୍ୟବାସୀଙ୍କୁ ଦେଇଛନ୍ତି ବଡ଼ ଉପହାର । ୪ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଡବଲ ଇଞ୍ଜିନ…

ଓଡିଶା ଆସିବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର, ଶକ୍ତିକାନ୍ତ ଦାସ

ଓଡିଶା ଆସିବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଦୁଇ ଓଡ଼ିଆ ପୁଅ ପିକେ ମିଶ୍ର ଓ ଶକ୍ତିକାନ୍ତ ଦାସ । ଆଜି ସନ୍ଧ୍ୟା ୭ଟା ୫୫ରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ ଭୁବନେଶ୍ୱର ଆସୁଥିବାବେଳେ ଆସନ୍ତା କାଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-୨…