Category: ରାଜ୍ୟ

ଟ୍ୱିନ୍‌ ସିଟିରେ ହେବ ଆଇଟି ପାର୍କ

ଟ୍ୱିନ୍‌ ସିଟି ଭୁବନେଶ୍ୱର ଓ କଟକରେ ହେବ ନୂଆ ଆଇଟି ପାର୍କ । ଏଥି ନେଇ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ୧୦୦୦ ହେକ୍ଟର ଜମିରେ ତିଆରି ହେବ ନୂଆ ଆଇଟି ପାର୍କ । IT ଶିଳ୍ପ…

ଏପ୍ରିଲ ୨୪ ପଞ୍ଚାୟତିରାଜ ଦିବସରେ ମିଳିବ ସୁଭଦ୍ରା ଟଙ୍କା; ଜାଣନ୍ତୁ କେଉଁମାନେ ପାଇବେ

ଆସନ୍ତା ୨୪ରେ ପଞ୍ଚାୟତିରାଜ ଦିବସରେ ପୁରୀ ଠାରେ ଦିଆଯିବ ସୁଭଦ୍ରା ଟଙ୍କା । ୧ ଲକ୍ଷ ୭୦ ହଜାର ମହିଳା ପାଇବେ ଏହି ସୁଭଦ୍ରା ଟଙ୍କା। ଏକା ସାଙ୍ଗରେ ଦୁଇଟି କିସ୍ତିର ଟଙ୍କା ମିଳିବ। ଯେଉଁମାନେ ନୂଆ ଆବେଦନ କରିଛନ୍ତି, ସେମାନଙ୍କୁ…

ରାଉରକେଲାରେ ନୂଆ ରେଳ ଲାଇନ ପ୍ରକଳ୍ପକୁ ବିରୋଧ, ଉତ୍ତେଜନାରେ ଜଣେ ମୃତ

ରାଉରକେଲାରେ ନୂଆ ରେଳ ଲାଇନ ପ୍ରକଳ୍ପକୁ ବନ୍ଧମୁଣ୍ଡା ଥାନା ବରକାନି ବସ୍ତିବାସିନ୍ଦାଙ୍କ ବିରୋଧ । ବିକ୍ଷୋଭ ପ୍ରଦର୍ଶନ ସମୟରେ ଜେସିବି ଆଗକୁ ଜଣେ ଯୁବକ ଚାଲି ଆସିବାରୁ ଚାପି ହୋଇ ପ୍ରାଣ ହରାଇଛନ୍ତି । ଫଳରେ ଉତ୍ତେଜିତ ଲୋକେ ମାରଣାସ୍ତ୍ର ଓ…

ନବମ ଥର ପାଇଁ ବିଜେଡି ସଭାପତି ହେଲେ ନବୀନ ପଟ୍ଟନାୟକ

ନବୀନ ପଟ୍ଟନାୟକ ନବମ ଥର ପାଇଁ ନିର୍ଵିଦ୍ୱନ୍ଦରେ ବିଜେଡିର ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଏନେଇ ବିଜେଡିର ନିର୍ବାଚନ ଅଧିକାରୀ ପ୍ରତାପ ଦେବ ଆଜି ଶଙ୍ଖ ଭବନରେ ଘୋଷଣା କରିଛନ୍ତି । ଦାୟୀତ୍ୱ ଗ୍ରହଣ ପରେ ବିଜୁ ଜନତା…

ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି

ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ଶନିବାର ପରଲୋକ ଘଟିଛି । କିଛି ଦିନ ଧରି ସେ ଅସୁସ୍ଥ ଥିବାରୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ଦୀର୍ଘ…

କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇଏଏସ୍ ବୀର ବିକ୍ରମ ଯାଦବ

କେନ୍ଦ୍ରୀୟ ଡେପୁଟେସନରେ ଯିବେ ବରିଷ୍ଠ ଆଇଏଏସ୍ ବୀର ବିକ୍ରମ ଯାଦବ ।ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ ସେ ନିଯୁକ୍ତ ହୋଇଛନ୍ତି । ୧୯୯୬ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ବୀର ବିକ୍ରମ ଖାଦ୍ୟ…

ଦୁର୍ଘଟଣା ଓ ପାଣିରେ ବୁଡ଼ି ୩ ଜଣ ପ୍ରାଣ ହରାଇଥିବା ଘଟଣା: ୪ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁରରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନବମ ଶ୍ରେଣୀ ଛାତ୍ର ଏବଂ କେନ୍ଦୁଝର ବୈତରଣୀ କେଶରୀ କୁଣ୍ଡଠାରେ ୨ ଜଣ ଛାତ୍ର ପାଣିରେ ବୁଡ଼ି ପ୍ରାଣ ହରାଇଥିବା ବିଷୟରେ ଜାଣି ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମୋହନ ।…

ପୁରୀ ଚନ୍ଦନ ଯାତ୍ରାରେ ବାଣ ମନା; ରହିବ ଇନ୍‌ସୁରାନ୍ସ ବ୍ୟବସ୍ଥା

ପୁରୀ ଚନ୍ଦନ ଯାତ୍ରା ବେଳେ ଏଥର ବାଣ ବ୍ୟବହାର ହୋଇପାରିବ ନାହିଁ । ଏହାସହିତ ଭକ୍ତ ଓ ସେବାୟତଙ୍କ ପାଇଁ ଇନ୍‌ସୁରାନ୍ସ ବ୍ୟବସ୍ଥା ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । ଚନ୍ଦନ ଯାତ୍ରା ନୀତି…

ଓଡିଶା, ଝାଡ଼ଖଣ୍ଡ ସୀମାନ୍ତରେ ଆଇଇଡି ବିସ୍ଫୋରଣ; ଅଳ୍ପକେ ବର୍ତ୍ତିଲେ ୨ ଯବାନ

ଓଡିଶା, ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣ । ଆଇଇଡି ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ୨ ଯବାନ । ବାଇକ୍‌ରେ ୨ ସିଆରପିଏଫ ଯବାନ ଆସୁଥିବା ବେଳେ ବିସ୍ଫୋରଣ । ମହୁମାଛି ଆକ୍ରମଣରେ ଆହତ ହୋଇଥିବା ଯବାନଙ୍କୁ ଚିକିତ୍ସା ପାଇଁ…

କେନ୍ଦ୍ରୀୟ ଡେପୁଟେସନରେ ଯିବେ ନିକୁଞ୍ଜ ଧଳ

କେନ୍ଦ୍ରୀୟ ଡେପୁଟେସନରେ ଯିବେ ୧୯୯୩ ବ୍ୟାଚ୍‌ର ଆଇଏଏସ୍ ନିକୁଞ୍ଜ ଧଳ । ଆଜି ଆଇଏଏସ୍ ସ୍ତରରେ ହୋଇଛି ବଡ଼ ଅଦଳବଦଳ । ଓଡ଼ିଶା କ୍ୟାଡ଼ରର ୩ ଜଣ ଆଇଏଏସ୍‌ଙ୍କୁ ନୂଆ ନିଯୁକ୍ତି ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଭାବେ…