Category: ରାଜ୍ୟ

ଆରଡ଼ି ସ୍ଥିତ ଆଖଣ୍ଡଳମଣିଙ୍କ ପୀଠ ପାଇଁ ୧୦ କୋଟି ଟଙ୍କା ଘୋଷଣା

ଆରଡ଼ି ସ୍ଥିତ ଆଖଣ୍ଡଳମଣି ପୀଠର ହେବ ସୈାନ୍ଦର୍ଯ୍ୟକରଣ । ଭଦ୍ରକ ଜିଲ୍ଲାରେ ଅବସ୍ଥିତ ଆଖଣ୍ଡଳମଣିଙ୍କ ପୀଠ ପାଇଁ ୧୦ କୋଟି ଟଙ୍କା ଘୋଷଣା । ବାବା ଆଖଣ୍ଡଳମଣିଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ମିଳିଲା ୧୦ କୋଟି ଟଙ୍କାର ଅନୁଦାନ। ଏ ନେଇ…

ଶ୍ରୀଲିଙ୍ଗରାଜଙ୍କ ପୀଠରେ ଦଳାଚକଟା ପରିସ୍ଥିତି ସୃଷ୍ଟି; ୨ ମହିଳା ଆହତ

ଆଜି ହେଉଛି ପବିତ୍ର ମହାଶିବରାତ୍ରୀ । ଦେବ ଦେବ ମହାଦେବଙ୍କ ଉପାସନାର ଏକ ସ୍ୱତନ୍ତ୍ର ଦିନ । ସାରା ଦେଶରେ ବିଭିନ୍ନ ଶିବ ମନ୍ଦିରରେ ଚାଲିଛି ଶିବ ଉପାସନା । ଏହି ସମୟରେ ଭୁବନେଶ୍ୱରର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ସକାଳୁ ସକାଳୁ…

ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି; ପରବର୍ତ୍ତୀ ଶୁଣାଣି ଯାଏଁ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌

ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି; ପରବର୍ତ୍ତୀ ଶୁଣାଣି ଯାଏଁ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌ ଲଗାଇଲା ଓଡିଶା ହାଇକୋର୍ଟ । ମାର୍ଚ୍ଚ ୪ ତାରିଖରେ ଏହି ଘଟଣାର ପରବର୍ତ୍ତୀ ଶୁଣାଣି ହେବ । ପୂର୍ବରୁ ତାଙ୍କ ବାସ ଭାବନରେ ସିବିଆଇ…

ଓଡ଼ିଶା ସାହିତ୍ୟ ଏକାଡେମୀର ନୂତନ ସଚିବ ହେଲେ ଚନ୍ଦ୍ରଶେଖର ହୋତା

ବରିଷ୍ଠ ଓପିଏସ୍ ଅଧିକାରୀ ତଥା ସାହିତ୍ୟିକ ଡ. ଚନ୍ଦ୍ରଶେଖର ହୋତାଙ୍କୁ ମିଳିଲା ନୂଆ ଦାୟିତ୍ଵ। ଓଡ଼ିଶା ସାହିତ୍ୟ ଏକାଡେମୀର ନୂତନ ସଚିବ ହେଲେ ଚନ୍ଦ୍ରଶେଖର ହୋତା । ପୁଲିସ ଚାକିରି କରୁଥିବା ଚନ୍ଦ୍ରଶେଖର ହୋତା ଜଣେ ଉଚ୍ଚକୋଟିର ଲେଖକ । ତାଙ୍କୁ…

ପ୍ରକାଶ ପାଇଲା ଓଡିଶା ପୋଲିସ ଏସଆଇ ପରୀକ୍ଷା ତାରିଖ

ପୋଲିସ ଏସଆଇ ପରୀକ୍ଷା ନେଇ ପ୍ରକାଶ ପାଇଲା ତାରିଖ । ମାର୍ଚ୍ଚ ୮ ଓ ୯ରେ ଅନୁଷ୍ଠିତ ହେବ ପରୀକ୍ଷା । ମୋଟ ୯୩୩ ପଦବୀ ପାଇଁ ପରୀକ୍ଷା ହେବ । ଏସଆଇ ରାଙ୍କର ଅନ୍ୟ ସବୁ ପଦବୀ ପାଇଁ ମଧ୍ୟ…

କିଟ୍ ଛାତ୍ରୀଙ୍କୁ ଆତ୍ମହତ୍ୟା ମାମଲା: ପୁଣି ୬ ଜଣଙ୍କୁ ନୋଟିସ୍‌ ଜାରି

କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲାରେ ପୁଣି ୬ ଜଣଙ୍କୁ ନୋଟିସ୍ ଜାରି ହୋଇଛି । ଉଚ୍ଚସ୍ତରୀୟ କମିଟି ପାଖରେ ୨୭ରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛନ୍ତି ଉଚ୍ଚ ଶିକ୍ଷା ବିଭାଗ । କିଟ୍ ଚିଫ୍ ପ୍ରୋକ୍ଟର୍ ପିକେ ପଟ୍ଟନାୟକ,…

କିଟରେ ଇଣ୍ଡିଆ ଟ୍ରେକ୍‍ର ୨୧ ଜଣିଆ ପ୍ରତିନିଧିମଣ୍ଡଳ

ଇଣ୍ଡିଆ ଟ୍ରେକ୍‍ ନିମନ୍ତ୍ରଣ କାର୍ଯ୍ୟକ୍ରମରେ ଫେବୃଆରୀ ୨୩ ତାରିଖରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ୭ ଦିନିଆ କିଟ୍‍ ଓ କିସ୍‍ ପରିଦର୍ଶନରେ ଆସିଥିବା ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ୨୧ ଜଣିଆ ପ୍ରତିନିଧିମଣ୍ଡଳ କିଟ୍‍ ଓ କିସ୍‍ ପରିଦର୍ଶନରେ ଅଛନ୍ତି । ଓଡ଼ିଶାର…

ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ: ଯୋଗାଣ ମନ୍ତ୍ରୀ

ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ ଏନେଇ ଆଜି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ଏନେଇ ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର । ରାସନ କାର୍ଡ ଲିଷ୍ଟ ସହ ଡୋର୍‌ ଟୁ…

ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା: ଅଭିଯୁକ୍ତ ଗିରଫ

ଅନୁଗୋଳ ଜିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ଶିଗଡ଼ ପଞ୍ଚାୟତର ନନ୍ଦିନୀପାଲି ଗାଁରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିବା ସହ ତାଙ୍କ ଗୁପ୍ତାଙ୍ଗକୁ କ୍ଷତାକ୍ତ କରି ଗର୍ଭାଶୟ ଓ ଅନ୍ତନଳୀ ବାହାର କରିଦେଇଥିବା ଘଟଣାରେ ପୋଲିସ ଉଠେଇଛି। ଏହି ଅମାନନୀୟ…

ପରୀକ୍ଷା ପରେ ପ୍ରସବ କଲେ ୧୦ମ ଶ୍ରେଣୀ ଛାତ୍ରୀ

ପ୍ରସବ କଲେ ଦଶମ ଶ୍ରେଣୀ ଛାତ୍ରୀ । ଚିତ୍ରକୋଣ୍ଡା ହଷ୍ଟେଲରେ ପ୍ରସବ କଲେ ୧୦ମ ଶ୍ରେଣୀ ଛାତ୍ରୀ । ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଥିବା ଏକ ବିଦ୍ୟାଳୟର ଗତକାଲି ଦଶମ ବୋର୍ଡ଼ ପରୀକ୍ଷାର ଇଂରାଜୀ ପରୀକ୍ଷା ଦେଇ ଫେରିବା…