Category: ରାଜ୍ୟ

ଏନକ୍ଲୋଜରରୁ ବାହାରି ଜଙ୍ଗଲକୁ ଗଲା ବାଘୁଣୀ ଜୀନତ୍‌

ଏନକ୍ଲୋଜରରୁ ବାହାରି ଶିମିଳିପାଳ ଉତ୍ତର ଡିଭିଜନ କୋର ଅଞ୍ଚଳକୁ ଗଲା ବାଘୁଣୀ ଜୀନତ୍‌ । ଶିମିଳିପାଳ ପରିବେଶ ସହ ଖାପ ଖୁଆଇବା ପରେ ଏନକ୍ଲୋଜରରୁ ଘଞ୍ଚ ଜଙ୍ଗଲକୁ ଛଡ଼ାଗଲା । ଗତକାଲି ରାତି ୯.୩୦ଟାରେ ଜିନ୍ନତକୁ ଛଡ଼ାଯାଇଥିବା ନେଇ ଶିମିଳିପାଳ ଜାତୀୟ…

ନୂଆବର୍ଷ ପୂର୍ବରୁଦ୍ବୈତନଗରୀରେ ସକ୍ରିୟ ବାଂଲାଦେଶୀ ଯୁବତୀ; ଦଲାଲମାନେ ଚଳାଉଛନ୍ତି ସେକ୍ସ ମ୍ୟାକେଟ୍

କଟକ-ଭୁବନେଶ୍ଵରରେ ବାଂଲାଦେଶୀ ଯୁବତୀମାନଙ୍କ ଅନୁପ୍ରବେଶ ବଢିବାରେ ଲାଗିଛି । ଖାଲି ବାଂଲାଦେଶୀ ନୁହେଁ, ଏହିଭଳି ଅନ୍ୟ ରାଜ୍ୟରୁ ମଧ୍ୟ ଯୁବତୀମାନଙ୍କୁ ଆଣି ଦଲାଲମାନେ ଏଠାରେ ଚଳାଉଛନ୍ତି ସେକ୍ସ କାରବାର । ରାଜ୍ୟର ବିଭିନ୍ନ ସ୍ଥାନରୁ ୧୦ ରୁ ଅଧିକ ଦଲାଲ ଏହି…

ୱାକଫ୍ ବୋର୍ଡ଼ : କଂଗ୍ରେସ ସହ ସ୍ବର ମିଳାଇଲା ବିଜଦ

ସଂସଦ ଦର ଶୀତକାଳୀନ ଅଧିବେଶନରେ ଓ୍ବାକଫ୍ ବୋର୍ଡ଼ ବିଲ୍ ଆସିବାର ସମ୍ଭାବନା ଅଛି। ଯୁଗ୍ମ ସଂସଦୀୟ କମିଟିରେ ବିଲ୍ ଉପରେ ଆଲୋଚନ ହୋଇସାରିଛି। ଗତ ଅଧିବେଶନରେ କିଛି ଦଳର ଦାବିକ୍ରମେ ଏହାକୁ ଯୁଗ୍ମ ସଂସଦୀୟ କମିଟି ପଠାଯାଇଥିଲା। କମିଟିର ଅଧ୍ୟକ୍ଷ ଅଛନ୍ତି…

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ତଦନ୍ତ ପାଇଁ DSPଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଗଠନ କରାଯାଇଛି। ବିଧାୟକଙ୍କ ଆକ୍ରମଣ ଘଟଣାରେ ୧୪ ଗିରଫ କରାଯାଇଛି।…

ଦିଲ୍ଲୀ ରେ ଆୟୋଜିତ ଓଡିଶା ପର୍ବ ୨୦୨୪ ରେ ପ୍ରଧାନମନ୍ତ୍ରୀ ଙ୍କ ଉଦବୋଧନ

ଦିଲ୍ଲୀ ରେ ସ୍ଥାନୀୟ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ତିନି ଦିନିଆ ଓଡ଼ିଶା ପର୍ବ ୨୦୨୪ରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶା ପର୍ବରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା । ନଭେମ୍ବର 22ରୁ 24 ଯାଏଁ ତିନି…

୨୦ଲକ୍ଷ ରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନା ଅନ୍ତର୍ଗତ ପ୍ରଥମ କିସ୍ତିର ତୃତୀୟ ପର୍ଯାୟ ଟଙ୍କା ବଣ୍ଟନ

ରବିବାର ଦିନ ସୁନ୍ଦରଗଡରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ଯକ୍ରମରେ ଓଡ଼ିଶା ସରକାର ରାଜ୍ଯର ୨୦ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ଜାରି କରିଛନ୍ତି।ସୂତ୍ରରୁ ପ୍ରକାଶ ଯେ ସରକାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ୧୦୦୦କୋଟିରୁ ଅଧିକ…

ନୂଆପଡାରେ ଜୁଆଆଡ୍ଡା ଉପରେ ପୋଲିସ ଚଢ଼ାଉ, ୮୧ଜଣ ଗିରଫ

ବେଆଇନ ଜୁଆ କାର୍ଯ୍ଯକଳାପ ଉପରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଫଳରେ ୮୧ ଜଣ ଜୁଆ ଖେଳାଳୀଙ୍କୁ ଗିରଫ କରିଛି ପୋଲିସ | ଓଡ଼ିଶା-ଛତିଶଗଡ଼ ସୀମାରେ ଥିବା ଖରିଆର ରୋଡ ନିକଟସ୍ଥ ଥେଲକୋଡୁଙ୍ଗୁରୀରେ ଏକ ଜୁଆ ଖେଳରୁ ବିଳାସପୂର୍ଣ୍ଣ ଗାଡି ସହିତ ୨୯ଲକ୍ଷ ଟଙ୍କାରୁ…

ଭୁବନେଶ୍ୱରରେ ସେକ୍ସ ରାକେଟ ଠାବ, ୨୩ ବାଂଲାଦେଶୀ ଯୁବତୀ ଉଦ୍ଧାର

ଭୁବନେଶ୍ୱର ସହରରେ ଚାଲୁଥିବା ଏକ ବେଶ୍ୟାବୃତ୍ତି ଚକ୍ରରୁ ୨୩ଜଣ ବାଂଲାଦେଶୀ ମହିଳାଙ୍କୁ ଉଦ୍ଧାର କରାଯାଇଛି। ପୀଡ଼ିତମାନେ, ଯେଉଁମାନଙ୍କୁ ଚୋରାଚାଲାଣ କରାଯାଇଥିଲା ଏବଂ ବେଶ୍ୟାବୃତ୍ତି ପାଇଁ ବାଧ୍ଯ କରାଯାଇଥିଲା, ସେମାନେ ପ୍ରକାଶ କରିଥିଲେ ଯେ ସେମାନଙ୍କୁ ପ୍ରଲୋଭିତ କରିବା ଏବଂ ଶୋଷଣ କରିବା…

ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଳକ ଜୀବନ୍ତ ଦଗ୍ଧ

ଜାତୀୟ ରାଜପଥ ନଂ ୧୬ରେ ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଘଟିଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଏକ କଣ୍ଟେନର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି |ଶନିବାର ରାତିରେ ବାଲେଶ୍ୱର ଜିଲ୍ଲାର ଜଲେଶ୍ୱର ପୋଲିସ ଷ୍ଟେସନ ଅଧୀନସ୍ଥ ଏହି ଜାଗା ରେ ଦୁର୍ଘଟଣା…

ମହାପ୍ରଭୁ ଜଗନ୍ନାଥ ଯେ ଏତେ କୃପା କରିବେ ଜାଣିନଥିବେ ଭୂପେନ୍ଦ୍ର

୨୦ ତାରିଖ ଦିନ ମତଦାନ ସରିବା ପରେ ସହନିର୍ବାଚନ ପ୍ରଭାରୀ ଅଶ୍ୱିନୀ ବୈଷ୍ଣବ ନିର୍ଭୟ ପ୍ରତିନିଧି ଙ୍କୁ କହିଥିଲେ ଯେ ଟିକି ନିଖ୍ ବୁଥ୍ ପର୍ଯ୍ୟବେକ୍ଷଣ ପରେ ଏନ୍‌ଡିଏ ମେଣ୍ଟ ଲଗ୍‌ଭଗ୍ ୧୬୦ଟି ଆସନ ପାଇ ଆରାମରେ ସରକାର ଗଢ଼ିବ। ସେ…