Category: ରାଜ୍ୟ

ମାସକର ଶିଶୁକୁ ୪୦ରୁ ଅଧିକ ଚେଙ୍କ ଦେଲେ ଜନ୍ମ କରିଥିବା ବାପା ମା

ମାସକର ଶିଶୁକୁ ଦିଆଗଲା ୪୦ ଚେଙ୍କ । ଚେଙ୍କ ଆଉ କେହି ନୁହେଁ ନିଜ ପିତା ମାତା ହିଁ ଦେଇଥିବା ସୁଚନା ମିଳିଛି । ଅନ୍ଧବିଶ୍ବାସରେ ଏହି ସବୁ କରାଯାଉଥିବା ଜଣାପଡିଛି । ପିଲାର ଦେହ ଭଲ ନ ରହିବାରୁ ମାତ୍ର…

ବିଦେଶିନୀଙ୍କ ଜଂଘରେ ମହାପ୍ରଭୁଙ୍କ ଟାଟୁ; ବିରୋଧ ପରେ କ୍ଷମା ମାଗିଲେ

ଓଡ଼ିଆଙ୍କ ଧାର୍ମିକ ଭାବନାକୁ ଲାଗିଛି ଶକ୍ତ ଆଘାତ। ମହାପ୍ରଭୁଙ୍କୁ ଦିଆଯାଇଛି ଅସମ୍ମାନ। ବିଦେଶିନୀଙ୍କ ଜଂଘରେ ମହାପ୍ରଭୁ ଜଗନ୍ନାଥଙ୍କ ଟାଟୁକୁ ସାମ୍ନାକୁ ଆସିବ ବେଳେ ସାରା ରାଜ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ତେବେ ଘଟଣାକୁ ନେଇ ସହିଦ ନଗର ଥାନାର ଦ୍ବାରସ୍ଥ…

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର

ଶ୍ରୀମନ୍ଦିରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର । ଗତକାଲି ପୁରୀରେ ଶ୍ରୀମନ୍ଦିର ପରିଦର୍ଶନ କରି ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ନେଇ ହୋଇଥିବା ବୈଠକରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ହୋଇଥିବା ଏହି…

ସ୍କୁଲ କର୍ତୃପକ୍ଷଙ୍କ ଶହ ଆଲୋଚନା ବିଫଳ; ମନଇଚ୍ଛା ଫିସ ବୃଦ୍ଧି ନେଇ ତାତିଲେ ବିଜେଇଏମ ସ୍କୁଲର ଶହ ଶହ ଅଭିଭାବକ 

ବେନିୟମ ଭାବେ ବାର୍ଷିକ ୨୦ ପ୍ରତିଶତ ହାରରେ ସ୍କୁଲ ଫିସ ବୃଦ୍ଧି କରୁଥିବାରୁ ଆଜି ବିଜେଇମ ସ୍କୁଲ ର ଅଭିଭାବକ ସଂଘ ର କର୍ମକର୍ତ୍ତା ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ଭିତରେ ଆଲୋଚନା ପାଇଁ ସ୍ଥିରୀକୃତ ହୋଇଥିଲା । ସେଥିପାଇଁ ପ୍ରାୟ ୫୦୦…

କେନ୍ଦୁଝର ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ୨୦୨୫କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ଯେ କୌଣସି ସମାଜର ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ଅଙ୍ଗ ହେଉଛନ୍ତି ଆମର କୃଷକ ସମାଜ ଯେଉଁମାନେ ଖରା, ବର୍ଷା, ଶୀତକୁ ଭୃକ୍ଷେପ ନ କରି ହାଡଭଙ୍ଗା ପରିଶ୍ରମଦ୍ଵାରା ଆମ୍ଭ ସମସ୍ତଙ୍କୁ ଆହାର ଦେଇଥାନ୍ତି। ସେମାନଙ୍କ ବିନା ସମାଜର ପରିକଳ୍ପନା କରିବା ଅସମ୍ଭବ। ତେଣୁ,…

୭ ବର୍ଷୀୟା ନାବାଳିକାକୁ ଉଠାଇ ନେଇ ଦୁଷ୍କର୍ମ !

ରାଉରକେଲା ଚାନ୍ଦିପୋଷ ଥାନା ଅଞ୍ଚଳରେ ୭ ବର୍ଷର ନାବାଳିକାକୁ ଉଠାଇ ନେଇ ଦୁଷ୍କର୍ମ ଅଭିଯୋଗ । ବସ ହେଲପର ଦୁଷ୍କର୍ମ କରିଥିବା ଥାନାରେ ଏତଲା । ଅଭିଯୋଗପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ…

ନବ ଦାସଙ୍କ ପରିବାର ଉପରେ ଚାପ ପକାଉଛି ବିଜେଡି: ପ୍ରଦୀପ ପୁରୋହିତ

ନବହତ୍ୟା ମାମଲାକୁ ନେଇ ଦିନକୁ ଦିନ ବଢ଼ିବାରେ ଲାଗିଛି ରାଜନୀତି । ନବ ଦାସଙ୍କ ପରିବାର ଉପରେ ଚାପ ପକାଉଛି ବିଜେଡି ବୋଲି ସାଂଘାତିକ ଅଭିଯୋଗ ଆଣିଲେ ସାଂସଦ ପ୍ରଦୀପ ପୁରୋହିତ । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା…

ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ଅଣ୍ଡାର ମୂଲ୍ୟ ବୃଦ୍ଧି

ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ଅଣ୍ଡାର ମୂଲ୍ୟ ବଢାଇଲେ ରାଜ୍ୟ ସରକାର । ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ଦାମ ୫ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି ହୋଇଛି । ଶିଶୁମାନଙ୍କ ପୋଷଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଙ୍ଗନୱାଡ଼ି କେନ୍ଦ୍ର…

ସୁଭଦ୍ରା ଆବେଦନର ଶେଷ ତାରିଖ ମାର୍ଚ୍ଚ ୩୧

ସୁଭଦ୍ରାକୁ ନେଇ ଆସିଲା ବଡ଼ ଘୋଷଣା। ମାର୍ଚ୍ଚ ୩୧ ହେଉଛି ସୁଭଦ୍ରା ଯୋଜନାରେ ଆବେଦନର ଶେଷ ତାରିଖ। ଯେଉଁମାନେ ଯୋଗ୍ୟ ହିତାଧିକାରୀ ଏବଂ ସୁଭଦ୍ରା ଯୋଜନାରେ ଆବେଦନ କରିନାହାନ୍ତି। ସେମାନଙ୍କ ପାଇଁ ଚଳିତ ମାସ ତଥା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଡେଟଲାଇନ୍…

ବେଆଇନ ବାଲି ଚାଲାଣ ବେଳେ ଚଢାଉ; ୧୯ଟି ବାଲି ଟ୍ରକ ଜବତ

ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ବଡ଼ ଧରଣର ଚଢ଼ାଉ । ୧୬ନଂ ଜାତୀୟ ରାଜପଥ ତଳନଗର ଓଭରବ୍ରିଜ ନିକଟ ଓଡ଼ିଶା ହୋଟେଲ ସମ୍ମୁଖରୁ ୧୯ଟି ବାଲି ବୋଝେଇ ହାଇୱା ଜବତ କରାଯାଇଛି। ବାଲି ଗାଡି ଗୁଡିକ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଯାଉଥିବା…