ତାଜା ଖବର ରାଜନୀତି ରାଜ୍ୟ ସ୍କୁଲରେ ରାଜନୀତି କରୁଥିଲେ ବିଜେଡି ସରକାର: ଗଣଶିକ୍ଷା ମନ୍ତ୍ରୀ March 6, 2025 Papirani ସ୍କୁଲ କୋଠା ରଙ୍ଗ ବଦଳିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ସ୍କୁଲ ରଙ୍ଗ ନୁହେଁ, ବିଜେଡି ରଙ୍ଗ ପରିବର୍ତ୍ତନ କରିଛୁ । ଯାହା ପୂର୍ବରୁ ଥିଲା ସେହି ରଙ୍ଗ ଦିଆଯାଇଛି । ସ୍କୁଲରେ…
ତାଜା ଖବର ରାଜ୍ୟ ଦେବ୍ରିଗଡ଼-ଭୀମମଣ୍ଡଳୀ-ହୀରାକୁଦକୁ ପର୍ଯ୍ୟଟନ ସର୍କିଟ ଭାବେ ଘୋଷଣା ପାଇଁ ଗଜେନ୍ଦ୍ର ସିଂହଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର March 6, 2025 Papirani କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ଦେବ୍ରିଗଡ଼-ଭୀମମଣ୍ଡଳୀ-ହୀରାକୁଦକୁ ପର୍ଯ୍ୟଟନ ସର୍କିଟ ଭାବେ ଘୋଷଣା ପାଇଁ ଚିଠି । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଚିଠିରେ ଉଲ୍ଲେଖ…
ତାଜା ଖବର ରାଜ୍ୟ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା: କିଟ୍ରେ NHRC ଟିମ୍ March 6, 2025 Papirani କିଟ୍ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ହତ୍ୟା ମାମଲାର ତଦନ୍ତ ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ଜାତୀୟ ମାନବାଧିକାର କମିଶନ ବା NHRC ଟିମ୍ । କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲାମସାଙ୍କ ମୃତ୍ୟୁ ଓ ନେପାଳୀ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ନିର୍ଯାତନା ଘଟଣାକୁ…
ତାଜା ଖବର ରାଜନୀତି ରାଜ୍ୟ ରାଜା ଚକ୍ରଙ୍କୁ ବଦ୍ରିଙ୍କ ଟାର୍ଗେଟ୍; କହିଲେ ବିଜେଡିକୁ ବ୍ୟବହାର କରି ଅର୍ଥ ଉପାର୍ଜନ ନା ନାହିଁ ତଦନ୍ତରୁ ଜଣାପଡ଼ିବ March 6, 2025 Papirani ରାଜା ଚକ୍ରଙ୍କ ଘର ରେଡ୍ ଘଟଣାରେ ବରିଷ୍ଠ ନେତା ବଦ୍ରିନାରାୟଣ ପାତ୍ରଙ୍କ ତେର୍ଚ୍ଛା ବାଣ । ନାଁ ନନେଇ ରାଜା ଚକ୍ରଙ୍କୁ ଟାର୍ଗେଟ କରି ବଦ୍ରି କହିଛନ୍ତି କେନ୍ଦୁଝରରେ ଖଣିଜ ଲୁଟ୍ ହେଉଛି, ଦାଦାଗିରି ହେଉଛି, ଚାନ୍ଦା ଆଦାୟ କରୁଛନ୍ତି। ଏଭଳି…
ତାଜା ଖବର ରାଜନୀତି ରାଜ୍ୟ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ବାତିଲ ପ୍ରସଙ୍ଗ: ନୟାଗଡ଼ରେ ବିଜେଡିର ଜୋରଦାର ପ୍ରତିବାଦ March 6, 2025 Papirani ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ବାତିଲ କରାଯିବ ନେଇ ଦେଖା ଦେଇଛି ବିକ୍ଷୋଭ । ଏ ନେଇ ଆଜି ନୟାଗଡ଼ ବିଜେଡି ପକ୍ଷରୁ ଜୋରଦାର ପ୍ରତିବାଦ ଦେଖିବାକୁ ମିଳିଛି । ବିଜୁ ବାବୁଙ୍କ ପ୍ରତି ଅପମାନ ଅଭିଯୋଗରେ…
ତାଜା ଖବର ରାଜ୍ୟ ଆସିଲା ସୁଭଦ୍ରା ଟଙ୍କା; ଅଙ୍ଗନବାଡି କର୍ମୀଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା March 6, 2025 Papirani ଆସିଲା ସୁଭଦ୍ରାର ପଞ୍ଚମ କିସ୍ତି ଟଙ୍କା । ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ପାଇଲେ ହିତାଧିକାରୀ । ଏହାସହିତ ଆଜି ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା କୋଟିଏ ଛୁଇଁଲା ବୋଲି କହିଲେ ଉପମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ପଞ୍ଚମ ପର୍ଯ୍ୟାୟ ଟଙ୍କାରେ…
ତାଜା ଖବର ରାଜ୍ୟ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା; କୋର୍ଟରେ ହାଜର ହେଲେ ଅଭିଯୁକ୍ତ ପୁଞ୍ଜିଲାଲା ମେହେର March 6, 2025 Papirani ବହୁ ଚର୍ଚ୍ଚିତ ବଲାଙ୍ଗୀର ପାଟଣାଗଡ଼ର ପାର୍ସଲ ବୋମା ଘଟଣାରେ ଆଜି କୋର୍ଟରେ ହଜାର ହେଲେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର । କୋର୍ଟରେ ଆଜି ତାଙ୍କ ବୟାନ ରେକର୍ଡ କରାଯିବ । ପୂର୍ବ ତାରିଖରେ ଅସୁସ୍ଥତା ଦେଖାଇ ସେ ମହଲତ ମାଗିଥିଲେ…
ରାଜ୍ୟ ସମ୍ପାଦକୀୟ ଆତ୍ମଘାତୀ ଗୋଲ୍; ୧୯୯୧ରୁ ପାଳିତ ହୋଇ ଆସୁଥିବା ପଞ୍ଚାୟତିରାଜ ଦିବସକୁ ତାରିଖ ବଦଳାଇଲେ ମୋହନ ସରକାର March 6, 2025 Papirani ପଞ୍ଚାୟତିରାଜ ଦିବସ ବିବାଦ ଆପେକ୍ଷିକ କି ଅନାପେକ୍ଷିକ, ତାହା ବଡ଼ ତର୍କର ବିଷୟ ହୋଇଯାଇଛି । ଅନାସକ୍ତ ଭାବେ ଏବଂ ସମ୍ପୂର୍ଣ ରାଜନୈତିକ ଦୃଷ୍ଟିକୋଣରୁ ବାହାରି ଏହାକୁ ବିଚାର କରିବା ଯଥାର୍ଥ ହେବ । ଅନୁଚିତ ବିବାଦ ଦ୍ବାରା ଅନିଚ୍ଛା ସତ୍ତ୍ୱେ…
ତାଜା ଖବର ରାଜ୍ୟ ନୂଆ ସରକାରୀ ବାସଭବନରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ March 6, 2025 Papirani ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ଠିକଣା । ଆଜି ନୂଆ ସରକାରୀ ବାସଭବନରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦିନ ୧୦.୪୭ରେ ଗୃହ ପ୍ରବେଶ କଲେ ମୋହନ ଚରଣ ମାଝୀ । ଏଜିରୁ ରାଜଭବନ ରାସ୍ତାରେ ଥିବା ବାସଭବନରେ ପୂଜା ଅର୍ଚ୍ଚନା ପରେ…
ତାଜା ଖବର ରାଜ୍ୟ ଆଜି ସରୁଛି ମାଟ୍ରିକ ପରୀକ୍ଷା; ୧୯ରୁ ଆରମ୍ଭ ଖାତା ଦେଖା March 6, 2025 Papirani ଆଜି ସରୁଛି ମାଟ୍ରିକ ପରୀକ୍ଷା । ଶେଷ ଦିନରେ ହିନ୍ଦୀ ଓ ସଂସ୍କୃତ ବିଷୟରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ଫେବ୍ରୁଆରି ୨୧ ତାରିଖରୁ ଆରମ୍ଭ ହୋଇଥିଲା ମାଟ୍ରିକ ପରୀକ୍ଷା ଆଜି ଶେଷ ହେଉଛି। ଚଳିତ ବର୍ଷ ୫ ଲକ୍ଷରୁ ଅଧିକ…