Category: ରାଜ୍ୟ

ଗ୍ୟାସ୍‌ ପାଇପ୍ ଲାଇନ୍ ମରାମତି ବେଳେ ଅଘଟଣ; ମାଟି ତଳୁ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର

ବିପିସିଏଲ ଗ୍ୟାସ୍‌ ପାଇପ୍ ଲାଇନ୍ ମରାମତି ବେଳେ ଫସିଲେ ଶ୍ରମିକ । ମାଟି ତଳ ସମ୍ପରେ ଜଣେ ଶ୍ରମିକ ଫସି ରହିଥିବାର ଜଣାଯାଇଛି ।ମରାମତି ବେଳେ ଗ୍ୟାସ ଲିକ ମଧ୍ୟ ହେଉଥିବା ସୂଚନା ମିଳିଛି। ଗ୍ୟାସ୍ ଲିକ୍‌ ଓ ଶ୍ରମିକ ଫସିଯାଇଥିବା…

ରାଜ୍ୟରେ ଚାକିରି ଅପେକ୍ଷାରେ ଅଛନ୍ତି ୧୨ଲକ୍ଷ

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ବେକାରୀ ସମସ୍ୟା । ଆଜି ନିଯୁକ୍ତି ନେଇ ଗୃହରେ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ ବିଗତ ୫ ବର୍ଷର ତଥ୍ୟ ରଖି କହିଛନ୍ତି ୧୦ ବର୍ଷରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୁଯୋଗ…

ନିଜ ଜନ୍ମମାଟି ରାଇରଙ୍ଗପୁରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଜନ୍ମମାଟିରେ ଆସି ପହଁଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସି ପହଞ୍ଚିଛନ୍ତି ରାଷ୍ଟ୍ରପତି । ପହଞ୍ଚିବା ପରେ ପାରମ୍ପରିକ ନୃତ୍ୟରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରାଯାଉଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ରାଷ୍ଟ୍ରପତି…

ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗ; ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରଖିବ ବିଜେଡି: ନବୀନ

ବିଧାନସଭାରେ ପୋଲାଭରମ ତାତି । ପୋଲାଭରମ ପ୍ରକଳ୍ପକୁ ନେଇ କମ୍ପିଛି ଗୃହ । ଏହାପରେ ପୋଲାଭରମ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଛନ୍ତି ବିଜେଡ଼ି ଆଗରୁ ବି ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ବାର୍ଥ…

ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ୍

ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ୍ ରେବତୀ ରମଣ ଯୋଶୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ । ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚଢ଼ାଉ…

ଭୁବନେଶ୍ୱରରେ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ନୂତନ ନ୍ୟାୟିକ ଅଦାଲତ ଉଦଘାଟିତ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆନୁଷ୍ଠାନିକ ଭାବେ ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ନ୍ୟାୟିକ କମ୍ପ୍ଲେକ୍ସକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ଯକ୍ରମକୁ ନେଇ ଉତ୍ତେଜନା ସ୍ପଷ୍ଟ, ସ୍ଥାନୀୟ ଓକିଲ ଏବଂ ବାସିନ୍ଦା ଏହି ଅବସରକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।ଆଜି ସନ୍ଧ୍ୟାରେ ଏହି ଭବ୍ଯ…

ଓଡ଼ିଶାର ଦୁଇଟି ଜିଲ୍ଲାରେ ମିଳିଛି ସୁନା ଖଣିର ସନ୍ଧାନ

ଓଡ଼ିଶାର ଦୁଇଟି ଜିଲ୍ଲାରେ ମିଳିଛି ସୁନା ଖଣିର ସନ୍ଧାନ । ଆଜି ବିଧାନସଭାରେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଓ ଉପସନା ମହାପାତ୍ର ପଚାରିଥିବା ପ୍ରଶ୍ନ ରାଜ୍ୟର କେଉଁ ସ୍ଥାନରେ ସୁନା ଖଣିର ସନ୍ଧାନ ମିଳିଛି ଏବଂ ଖଣି ସନ୍ଧାନକାରୀ ଦଳ…

ସମ୍ବଲପୁର ପ୍ରାଣୀ ଉଦ୍ୟାନରେ ୭ ବର୍ଷିୟ ବାଘୁଣୀ ରାଣୀର ମୃତ୍ୟୁ

ସମ୍ବଲପୁର ପ୍ରାଣୀ ଉଦ୍ୟାନରେ ରହୁଥିବା ବାଘୁଣୀ ରାଣୀର ମୃତ୍ୟୁ ହୋଇଛି। ତେବେ ୭ ବର୍ଷିୟ ବାଘୁଣୀ ରାଣୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ନେଇ ଆଜି ସମ୍ବଲପୂର ଠାରେ ନିଜ କାର୍ଯ୍ୟାଳୟରେ ହୀରାକୁଦ ବନ୍ୟପ୍ରାଣୀ ଡ଼ିଭିଜନର ଡିଏଫଓ ଅଂଶୁପ୍ରଜ୍ଞା ଦାଶ ସୂଚନା…

ଓଡ଼ିଶାରେ ହେବ ଗୋହତ୍ୟା ବନ୍ଦ: ବିଜେପିର ଦୃଢ଼ୋକ୍ତି; ବିଜେଡିର ପ୍ରଶ୍ନ

ଗୋ ହତ୍ୟା ରୋକିବାକୁ ବିଭିନ୍ନ ପଦକ୍ଷେପ ରାଜ୍ୟସରକାର ନେଉଥିଲେ ମଧ୍ୟ ଏହା ବନ୍ଦ ହେବାର ନାଆଁ ଧରୁନି। ତେଣୁ ଆଜି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏ ସଂପର୍କରେ ସୁଚନା ଦେଇ କହିଛନ୍ତି ଆସାମ ପରି ଓଡ଼ିଶାରେ ମଧ୍ୟ ବନ୍ଦ ହେବ…

ସରକାରଙ୍କୁ ବଦନାମ କରିବାକୁ କୃତ୍ରିମ ଆଳୁ ଅଭାବ କରାଗଲା: କୃଷ୍ଣ ଚନ୍ଦ୍ର ପାତ୍ର

ରାଜ୍ୟରେ ଆଉ ଆଳୁର ଅଭାବ ଓ ଆଳୁ ଦରକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ସରକାରଙ୍କୁ ବଦନାମ କରିବାକୁ କୃତ୍ରିମ ଆଳୁ ଅଭାବ ତିଆରି କରାଗଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଳୁ ଦେବାକୁ ମନା…