Category: ରାଜ୍ୟ

ଆଳୁ ମିଶନରେ ଫେଲ୍‌ ପୂର୍ବ ସରକାର: ଉପମୁଖ୍ୟମନ୍ତ୍ରୀ

ଆଜି ବିଧାସଭା ଗୃହରେ ଉଠିଲା ଆଳୁ ପ୍ରସଙ୍ଗ । ଆଳୁ ପ୍ରଶ୍ନର ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ସେ କହିଛନ୍ତି ପୂର୍ବ ସରକାରଙ୍କର ଆଳୁ ମିଶନ ଫେଲ୍ ମାରିଛି । ପୂର୍ବ ସରକାର ଶୀତଳଭଣ୍ଡାର ଦାୟିତ୍ଵ ଅର୍ଥତତ୍ତ୍ଵ ଭଳି…

ଆସନ୍ତା ୧୭ ତାରିଖରୁ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ 

ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କର୍ଯ୍ୟ। ଏ ନେଇ ଗତକାଲି ବସିଥିବା ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇ କହିଛନ୍ତି…

ଗୋଟିଏ ମଞ୍ଚରେ ବିଜୟ ମହାପାତ୍ର ଓ ବବି ଦାସ

ସୋମବାର ରାତିରେ ବାରିପଦାର ଛଉପଡ଼ିଆଠାରେ ଆୟୋଜିତ ମୟୂରଭଞ୍ଜ ମହୋତ୍ସବର ମଞ୍ଚରେ ଏକସଂଗେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର ଓ ବିଜଦ ଶାସନରେ ପ୍ରଭାବଶାଳୀ ବିଧାୟକ ଥିବା ବବି ଦାସଙ୍କୁ ଦେଖିବାକୁ ମିଳିଥିଲା। ଯାହା ଚର୍ଚ୍ଚାର ବିଷୟ ହୋଇଥିଲା । ଉଭୟ ଚର୍ଚ୍ଚିତ…

ଆଉ କେତେ ତଳକୁ ଯିବ କଂଗ୍ରେସ

କଂଗ୍ରେସରେ ବିବାଦ, ମତାନ୍ତର ଦିନକୁ ଦିନ ବଢିବାରେ ଲାଗିଚି । ନିର୍ବାଚନ ବିପର୍ଯ୍ୟୟ ପରଠାରୁ ନେତାଙ୍କ ଭିତରେ ଟକ୍କରାଟକ୍କରି ପରିସ୍ଥିତି ମଧ୍ୟ ସାମ୍ନାକୁ ଆସୁଚି । କେନ୍ଦ୍ରୀୟ ନେତୃତ୍ବ ଓଡ଼ିଶାକୁ ଯେଭଳି ଗୁରୁତ୍ବ ଦେବା କ‌ଥା ତାହା ଦେଉନାହାଁନ୍ତି । ମୁଖିଆବିହୀନ…

ସୁଭଦ୍ରା ଭଣ୍ଡୁର ପାଇଁ ପ୍ରାୟୋଜିତ ଆନ୍ଦୋଳନ ?

ମୋହନ ସରକାରଙ୍କ ସୂଭଦ୍ରା ଯୋଜନାକୁ ଭଣ୍ଡୁର ପାଇଁ ମିଶନ ଶକ୍ତି ମହିଳାଙ୍କୁ ନେଇ ଚାଲିଛି କି ପ୍ରାୟୋଜିତ ଆନ୍ଦୋଳନ ? ଭାଜପା ପକ୍ଷରୁ ଏହି ଅଭିଯୋଗ ଅଣାଯାଇଛି । ବିଧାୟକ ଟଙ୍କଧର ତ୍ରିପାଠୀ ଏକ ବଡ଼ ଅଭିଯୋଗ ଆଣିଛନ୍ତି । କହିଛନ୍ତି…

ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ପାଇଁ ଗଠନ ହେବ ଟାସ୍କ ଫୋର୍ସ

ଆସିକା ଚିନି କଳର ପୁନରୁଦ୍ଧାର ଓ ଆଧୁନିକୀକରଣ ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯିବ। ଏହି ଟାସ୍କ ଫୋର୍ସରେ କୃଷି, ଅର୍ଥ, ସମବାୟ, ଅବକାରୀ ତଥା ଜଳ ସମ୍ପଦ ବିଭାଗର ବରିଷ୍ଠ…

ମହିଳାଙ୍କ ପାଇଁ ଲୋକାର୍ପିତ ହେଲା ଶକ୍ତି ଆପ୍

ଆଜି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଓ ୟୁନାଇଟେଡ ନ୍ୟାସନାଲ ପପୁଲେସନ ଫଣ୍ଡ (ୟୁଏନେଫପିଏ)ର ସହଭାଗିତାରେ ଆଜି ଭୁବନେଶ୍ୱରରେ ଏକ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମ ସହ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ୧୬ ଦିନିଆ ସଚେତନତା ଅଭିଯାନର ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ…

ପାରାଦୀପ ପୋର୍ଟରେ ୭୮ ବାଂଲାଦେଶୀ ଅଟକ

ପାରାଦୀପ ପୋର୍ଟରୁ ଧରାପଡ଼ିଲେ ୭୮ ଜଣ ବାଂଲାଦେଶୀ । ଭାରତୀୟ ସମୁଦ୍ର ସୀମାରୁ ୨ଟି ବାଂଲାଦେଶୀ ମାଛଧରା ଟ୍ରଲର ଜବତ ହୋଇଛି । ପାରାଦ୍ଵୀପ ଉପକୂଳ ଭାରତୀୟ ଜଳସୀମା ମଧ୍ୟରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ଆଜି ଦୁଇଟି ବଡ଼…

ରାଜଧାନୀରେ ଗଡ଼ିବ ଡବଲ୍ ଡେକର ଇ-ବସ୍‌

ଖୁବ ଶୀଘ୍ର ରାଜଧାନୀ ଭୁବନେଶ୍ୱରରେ ଗଡ଼ିବ ଡବଲ୍ ଡେକର୍ ବସ୍ । ଏନେଇ ଘରୋଇ ସଂସ୍ଥାଙ୍କୁ ଟେଣ୍ଡର୍ ଆହ୍ବାନ କଲା ସିଆରୟୁଟି । ଡବଲ୍ ଡେକର୍ ବସ୍ ଖୋର୍ଦ୍ଧା, ପୁରୀ, କଟକ ଜିଲ୍ଲା ପାଇଁ ଯୋଜନା କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ…

ଭୁବନେଶ୍ବରର କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଆବଶ୍ୟକତା ପୂରଣ ପାଇଁ ସହରରେ ଏକାଧିକ ସଡ଼କ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା

ଭୁବନେଶ୍ବର ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଆବଶ୍ୟକତା ଦୃଷ୍ଟିରୁ ଗାଡି ଚଳାଚଳ ଓ ଟ୍ରାଫିକ ବ୍ୟବସ୍ଥାକୁ ଉପଯୋଗୀ ଓ ସହଜ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ଵ ଆରୋପ କରିଛନ୍ତି। ଭୁବନେଶ୍ବର ସହରର ଗାଡି ଚଳାଚଳ ଓ ଟ୍ରାଫିକ୍‌ ସମସ୍ୟାକୁ…