ତାଜା ଖବର ରାଜ୍ୟ ଅଯୋଗ୍ୟ ବୋଲି ମାନିନିଅନ୍ତୁ ନହେଲେ ଦଣ୍ଡିତ ହେବେ: ପ୍ରଭାତୀ ପରିଡା December 17, 2024 Papirani ରାଜ୍ୟରେ ସୁଭଦ୍ରା ଯୋଜନାର ଟଙ୍କା ପାଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ଓଡିଶା ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଚେତାବନୀ ଦେଇ କହିଛନ୍ତି ଯେଉଁମାନେ ସୁଭଦ୍ରା ଟଙ୍କା ପାଇଛନ୍ତି କିନ୍ତୁ ସେମାନେ ଟଙ୍କା ପାଇବାର…
ତାଜା ଖବର ରାଜ୍ୟ ଆରମ୍ଭ ହେଲା ରତ୍ନଭଣ୍ଡାର ମରାମତି କାମ December 17, 2024 Papirani ଆରମ୍ଭ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ। ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଆରମ୍ଭ କଲା ପ୍ରତ୍ନତତ୍ତ୍ବ ବିଭାଗ । ଏଏସ୍ଆଇ ଅଧିକ୍ଷକ ଡି.ବି. ଗଡ଼ନାୟକଙ୍କ ଅଧ୍ୟକ୍ଷତାରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଏଏସଆଇର ସ୍ବତନ୍ତ୍ର ଟିମ୍ ଦ୍ବିତୀୟ ଭୋଗମଣ୍ଡପ…
ତାଜା ଖବର ରାଜ୍ୟ ଶିମିଳିପାଳରେ ନାହାଁନ୍ତି ମହାରାଷ୍ଟ୍ରରୁ ଆସିଥିବା ଦୁଇ ବାଘୁଣୀ December 17, 2024 Papirani ଶିମିଳିପାଳରେ ନାହାଁନ୍ତି ଦୁଇ ବାଘୁଣୀ ଜିନତ୍ ଓ ଯମୁନା । ଶିମିଳିପାଳ ଛାଡି ଏବେ କୁଲଡିହା ଅଭୟାରଣ୍ୟରେ ଯମୁନା ରହିଥିବା ବେଳେ ଜିନତ୍ ଏବେ ବି ଝାଡଖଣ୍ଡରେ ରହିଥିବା ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ…
ତାଜା ଖବର ରାଜନୀତି ରାଜ୍ୟ ରାଷ୍ଟ୍ରପତିଙ୍କ ପ୍ରତି ବିଜେଡି ସାଂସଦଙ୍କ ଆକ୍ଷେପ ଘଟଣା; ବିଜେପିର ସମାଲୋଚନା December 17, 2024 Papirani ରାଜ୍ୟସଭାରେ ‘ଭାରତୀୟ ସମ୍ବିଧାନର ୭୫ ବର୍ଷର ଗୌରବମୟ ଯାତ୍ରା ଉପରେ ଆଲୋଚନାରେ ଅଂଶଗ୍ରହଣ କରି ବିଜେଡି ସାଂସଦ ସୁଲତା ଦେଓ ରାଷ୍ଟ୍ରପତିଙ୍କ ପ୍ରତି କରିଥିବା ଆକ୍ଷେପ ଘଟଣାରେ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳଙ୍କ ସମାଲୋଚନା । ସେ କହିଛନ୍ତି ମହାମହିମ ରାଷ୍ଟ୍ରପତି…
ତାଜା ଖବର ଦେଶ ରାଜନୀତି ରାଜ୍ୟ ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସୁଜିତ କୁମାର December 17, 2024 Papirani ଗତକାଲି ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି ସୁଜିତ କୁମାର । ଓଡ଼ିଆରେ ଶପଥ ନେଇଛନ୍ତି ବିଜେପି ସାଂସଦ ସୁଜିତ କୁମାର । ସେ ଗତକାଲି ଶପଥ ନେବା ପରେ ଆଜି ନିଜ ସୋସିଆଲ ମିଡ଼ିଆ ଲେଖିଛନ୍ତି ରାଜ୍ୟସଭା ସାଂସଦ ଭାବରେ…
ତାଜା ଖବର ରାଜ୍ୟ ଶେଷ ନିଃଶ୍ୱାସ ଯାଏଁ ବିଜେଡିରେ ରହିବୁ ବୋଲି ପଣ ନେଲେ ୭ ରାଜ୍ୟ ସଭା ସାଂସଦ December 17, 2024 Papirani ବିଜେପିରେ ଯୋଗଦାନ ଖବର ପ୍ରସାରଣ ପରେ ରାଜ୍ୟସଭାର ୭ ବିଜେଡି ସାଂସଦଙ୍କ ସାମ୍ୱାଦିକ ସମ୍ମିଳନୀ । ଦିଲ୍ଲୀରେ ସାମ୍ୱାଦିକ ସମ୍ମିଳନୀ କରି ବର୍ଷିଲେ ସସ୍ମିତ ପାତ୍ର । ସେ କହିଚନ୍ତି ଆମେ ୭ ସାଂସଦ ଶେଷ ନିଃଶ୍ୱାସ ଯାଏ ବିଜେଡି ସହ…
ତାଜା ଖବର ରାଜ୍ୟ ଟେଣ୍ଡର ଫିକ୍ସିଂ ମାମଲା: ଦିଲ୍ଲୀରେ ହାଜର ହୋଇପାରନ୍ତି ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀ December 17, 2024 Papirani ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀ ଲାଞ୍ଚ ମାମଲାରେ ବଢୁଛି ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଅଡୁଆ । ଦିଲ୍ଲୀରେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇପାରନ୍ତି ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀ । ଦିଲ୍ଲୀରେ ହାଜର ନେଇ ସିବିଆଇକୁ ବିଷ୍ଣୁପଦ ଚିଠି…
ତାଜା ଖବର ରାଜ୍ୟ ଜାନୁଆରୀରେ ଦୁଇଥର ଓଡିଶା ଆସୁଛନ୍ତି ମୋଦି December 16, 2024 Bijaya Laxmi Dash ଆସନ୍ତା ଜାନୁଆରୀ ମାସରେ ଦୁଇ ଥର ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଟକରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏ ବାବଦରେ ସୂଚନା ଦେଇଛନ୍ତି। ଜାନୁଆରୀ ୮-୧୦ ରେ ଓଡ଼ିଶାରେ ହେବାକୁ ଥିବା ପ୍ରବାସୀ ଭାରତୀୟ…
ତାଜା ଖବର ରାଜ୍ୟ ଟେଣ୍ଡର ଫକ୍ସିଂ ମାମଲା: ୨ ପର୍ଯ୍ୟାୟ ରିମାଣ୍ଡ ଶେଷରେ ବିଚାର ବିଭାଗୀୟ ହାଜତ ଗଲେ ୩ ଅଭିଯୁକ୍ତ December 16, 2024 Papirani ଭୁବନେଶ୍ବରରୁ ସିବିଆଇ ୧୦ ଲକ୍ଷ ଟଙ୍କା ଜବତ କରିବା ଘଟଣାରେ ୨ ପର୍ଯ୍ୟାୟ ରିମାଣ୍ଡ ଶେଷରେ ବିଚାର ବିଭାଗୀୟ ହାଜତ ଗଲେ ୩ ଅଭିଯୁକ୍ତ ଚଞ୍ଚଳ ମୁଖାର୍ଜୀ, ଦେବଦତ୍ତ ମହାପାତ୍ର, ସନ୍ତୋଷ ମହାରଣା । ସ୍ପେଶାଲ ସିଜେଏମ ସିବିଆଇ କୋର୍ଟରେ ତିନି…
ତାଜା ଖବର ରାଜ୍ୟ ସପ୍ତାହେ ହେଲା ବନ୍ଦ ରହିଛି ୧୦୮ ଆମ୍ବୁଲାନ୍ସ ସେବା; ରୋଗୀ ହନ୍ତସନ୍ତ December 16, 2024 Papirani ସ୍ବାଭାବିକ ହୋଇପାରୁନାହିଁ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ । ସପ୍ତାହେ ହେଲା ରାଜ୍ୟରେ ବନ୍ଦ ରହିଛି ୧୦୮ ଜନନୀ ଆମ୍ବୁଲାନ୍ସ ସେବା । ଗତ ୧୦ ତାରିଖରୁ ରାଜ୍ୟବ୍ୟାପୀ ୪୦୦ରୁ ଅଧିକ ଜନନୀ ଆମ୍ବୁଲାନ୍ସ ସେବା ବନ୍ଦ ରଖିଛନ୍ତି ଆମ୍ବୁଲାନ୍ସ ମାଲିକ ।…