Category: ରାଜ୍ୟ

ବୈଷ୍ଣବ ସାମଲଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ବୈଷ୍ଣବ ଚରଣ ସାମଲଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ପ୍ରବନ୍ଧ ଓ ସମାଲୋଚନା କ୍ଷେତ୍ରରେ ବେଶ ଜଣାଶୁଣା ପ୍ରଫେସର୍ ବୈଷ୍ଣବ ସାମଲଙ୍କୁ ତାଙ୍କ ଲିଖିତ ପ୍ରବନ୍ଧ ଭୂତି ଭକ୍ତି ବିଭୂତି ପୁସ୍ତକ ପାଇଁ ମିଳିବ…

ଆଜିଠୁ ୫ ଦିନିଆ ଦିଲ୍ଲୀ ଓ ରାଜସ୍ଥାନ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆସନ୍ତାକାଲିଠାରୁ ୫ ଦିନିଆ ଗସ୍ତରେ ଦିଲ୍ଲୀ ଓ ରାଜସ୍ଥାନ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଡିସେମ୍ବର ୧୯, ୨୦ ଓ ୨୧ରେ ରାଜସ୍ଥାନରେ ରହିବେ ମୁଖ୍ୟମନ୍ତ୍ରୀ । ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ।ଏହା ପରେ…

ଜାନୁଆରୀରେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିବ ବିଜେଡି

ଡିସେମ୍ୱର ୨୬ରେ ବିଜେଡି ପାଳିବ କରିବାକୁ ଯାଉଛି ପ୍ରତିଷ୍ଠା ଦିବସ। ସବୁ ନିର୍ବାଚନ ମଣ୍ଡଳିରେ ପାଳନ ହେବ ବିଜେଡି ପ୍ରତିଷ୍ଠା ଦିବସ । ଏଥିରେ ବିଜେଡିର ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କ ମନେ ପକାଇବ । ଏହି କାର୍ଯ୍ୟକ୍ରମରେ ବିଜେଡି ସୁପ୍ରିମୋ ନବୀନ…

ଏମ୍ସରେ ପୁଣି ଜଣେ ରୋଗୀଙ୍କ ଆତ୍ମହତ୍ୟା; ୩ ଦିନରେ ଜୀବନ ହାରିଲେଣି ୨

ଭୁବନେଶ୍ଵରରେ ଏମ୍ସରେ ଦିନକୁ ଦିନ ଅଘଟଣ ଘଟିବାରେ ଲାଗିଛି । କର୍ତ୍ତୃପକ୍ଷ ଓ ସୁରକ୍ଷା କର୍ମୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ରୋଗୀମାନେ ଆତ୍ମହତ୍ୟା କରୁଥିବାର ଅଭିଯୋଗ ଉଠିଲାଣି । ୩ ଦିନରେ ଭୁବନେଶ୍ଵରରେ ଏମ୍ସରେ ୨ ଜଣ ଜୀବନହାରିବା ଘଟଣା ହସ୍ପିଟାଲର…

ଶାହାଙ୍କ ଅଫିସକୁ ଯାଇଥିଲେ କି ବିଷ୍ଣୁ-ବିଜୟକେତନ ?

ବିଆର୍‌ସି (ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ) ଲାଞ୍ଚ ମାମଲାରେ ନାଁ ଉଠିଛି ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କର। ସିବିଆଇ ନୋଟିସ ପଠାଇ ସାରିଛି। ଗତ ୧୧ ତାରିଖରେ ଜେରା ହେବାର ଥିଲା। କିନ୍ତୁ ସେତେବେଳେ ସେ ସରକାରୀ କାର୍ଯ୍ୟକ୍ରମରେ ଯୋଗ…

ପ୍ରମିଳା ମଲ୍ଲିକଙ୍କ ଭାଇ ଘରେ ଇଡି

ଠକେଇ ଅଭିଯୋଗରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଇଡିର ବଡଧରଣର ଚଢାଉ। ୨୩୧ କୋଟି ଠକେଇ ଅଭିଯୋଗରେ ପ୍ରମିଳାଙ୍କ ଭାଇ ମୃତ କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡିର ଚଢାଉ କରିଛି। ଆଜି ସକାଳୁ କ୍ଷୀରୋଦ ମଲ୍ଲିକଙ୍କ…

ଭୁବନେଶ୍ୱର ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବ ଟିମ “ଅଦୃଶ୍ୟ “

ଭୁବନେଶ୍ୱରରେ ହେଉଥିବା ଆପାର୍ଟମେଣ୍ଟ ଲୁଟ୍ ଘଟଣାରେ ଲୁଟେରାଙ୍କୁ ଧରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟିମ୍ “ଅଦୃଶ୍ୟ “ଗଠନ କରାଯାଇଛି । ଟିମ୍‌ର ମୁଖ୍ୟ ଅଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର । ସ୍ପେସାଲ ସ୍କ୍ବାଡ୍ ଏସିପି ହିମାଂଶୁ ସ୍ବାଇଁ…

ପ୍ରମୁଖ ବିଭାଗରୁ ହଟିଲେ ବିଷ୍ଣୁପଦ ସେଠୀ; କାଲି ସିବିଆଇ ଆଗରେ ହେବେ ହାଜର

ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି।ଲାଞ୍ଚ କାରବାରରେ ଲିଙ୍କ ଥିବା ଅଭିଯୋଗରେ CBI ସ୍କାନରରେ ଥିବା ବରିଷ୍ଠ IAS ବିଷ୍ଣୁପଦ ସେଠୀଙ୍କୁ ପଦବୀରୁ ହଟାଇ ଦେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ SC/ST, ସଂଖ୍ୟାଲଘୁ ଓ ପଛୁଆ ବର୍ଗ…

ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଓଡିଶା ଶାଖାର ସପ୍ତମ ବାର୍ଷିକ ସମ୍ମିଳନୀ ଉଦ୍‌ଘାଟିତ

କେ.ଜି ରୁ ପି. ଜି ପର୍ଯ୍ୟନ୍ତ ସାନ୍ତାଳୀ ଭାଷାରେ ଶିକ୍ଷା ପ୍ରଦାନ ନିମନ୍ତେ ସରକାର ଚିନ୍ତା କରୁଛନ୍ତି। ଆଜି କେଉଁଝର’ର ଅଶୋକ ବାଟିକା ଠାରେ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଓଡିଶା ଶାଖାର ସପ୍ତମ ବାର୍ଷିକ ସମ୍ମିଳନୀ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ…

ଅଯୋଗ୍ୟ ବୋଲି ମାନିନିଅନ୍ତୁ ନହେଲେ ଦଣ୍ଡିତ ହେବେ: ପ୍ରଭାତୀ ପରିଡା

ରାଜ୍ୟରେ ସୁଭଦ୍ରା ଯୋଜନାର ଟଙ୍କା ପାଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ଓଡିଶା ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଚେତାବନୀ ଦେଇ କହିଛନ୍ତି ଯେଉଁମାନେ ସୁଭଦ୍ରା ଟଙ୍କା ପାଇଛନ୍ତି କିନ୍ତୁ ସେମାନେ ଟଙ୍କା ପାଇବାର…