Category: ରାଜ୍ୟ

ମନୋଜଙ୍କ ସିଏମଓ ପ୍ରବେଶରେ ବାଧକ ସାଜୁଥିଲା କିଏ ?

ମଙ୍ଗଳବାର ଦି’ଟା ଜବରଦସ୍ତ ନିଷ୍ପତି ନେଇଚନ୍ତି ମୋହନ ବାବୁ । ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀ ସିବିଆଇ ଜେରାରେ ପଡିବା ପରେ ସମସ୍ତେ ଆଙ୍ଗୁଳି ଦେଖାଉଥିଲେ ସିଏମଙ୍କ ଆଡକୁ । କାହିଁକି କଠୋର ନିଷ୍ପତି ନେଉନାହାଁନ୍ତି ମୋହନ ? ହେଲେ…

ଜେପିସିରେ ସମ୍ବିତ, ଭର୍ତ୍ତୃହରି

ଏକ ଦେଶ-ଏକ ନିର୍ବାଚନ ବିଧେୟକ ଲୋକସଭାରେ ପାରିତ ପରେ ସରକାର ଏହାକୁ ଜେପିସି ( ଯୁଗ୍ମ ସଂସଦୀୟ କମିଟି)କୁ ପଠାଇଛନ୍ତି। ଏହି କମିଟି ବିଲ୍‌ – ଉପରେ ଆଲୋଚନା ସହ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ। ଜେପିସିରେ ଥିବା ସଦସ୍ୟ ଏବଂ…

ରମାଦେବୀ ବିଶ୍ୱବିଦ୍ୟାଳୟରେ ୧୦୮ ଫୁଟ ଦୀର୍ଘ ଜାତୀୟ ପତାକା ଉତ୍ତୋଳନ

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଭବନ ଆଗରେ ଆଜି ୧୦୮ ଫୁଟ ଉଚ୍ଚତାର ଖମ୍ବ ଉପରେ ୨୫ ଫୁଟ ଲମ୍ବ ଓ ୨୪ ଫୁଟ ଓସାରର ଜାତୀୟ ପତାକା ଉତ୍ତୋଳନ କରାଯାଇଅଛି । ଫ୍ଲାଗ ଇଣ୍ଡିଆ ପ୍ରତିଷ୍ଠାନର ପ୍ରୋତ୍ସାହନରେ ରମାଦେବୀ ମହିଳା…

ସିବିଆଇ ସମନ ପରେ ବି ହାଜର ହେଲେନି ଆଇଏଏସ ବିଷ୍ନୁପଦ

IAS ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ଦ୍ୱାରା ସମନ ପଠାଯିବାର ବାର ଦିନ ବିତି ଯାଇଥିଲେ ମଧ୍ୟ ବିଷ୍ଣୁ ପଦ ଏଯାଏଁ ସିବିଆଇ ନିକଟରେ ହାଜର ହେଲେନାହିଁ। ଆଜି ଦିନ ବାରଟା ରେ ସିବିଆଇ ଅଫିସରେ ଉପସ୍ଥିତ ହେବାପାଇଁ କଡା ନିର୍ଦେଶ ଥିଲା।…

ଆସନ୍ତା ୪ ଦିନ ବର୍ଷାରେ ଭିଜିବ ଓଡ଼ିଶା !

ରାଜ୍ୟରେ ଶୀତର ଲହରୀ ଜରିରହିଥିବ ବେଳେ ଏବେ ଆସୁଛି ଲଘୁଚାପ ବର୍ଷା। ଦକ୍ଷିଣ ଆଣ୍ଡାମାନ ସାଗର ଓ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ସହ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୧ ତାରିଖ…

ସର୍ଗିଫୁଲ ଉତ୍ସବ ୨୦୨୪ ଶୁଭାରମ୍ଭ କଲେ ମନ୍ତ୍ରୀ ରବି ନାରାୟଣ ନାଏକ

‏ଆରମ୍ଭ ହୋଇଯାଇଛି ବହୁ ପ୍ରତୀକ୍ଷିତ ସର୍ଗିଫୁଲ ଉତ୍ସବ ୨୦୨୪ । ତିନିଦିନବ୍ୟାପୀ ହେବାକୁ ଥିବା ଏହି ଉତ୍ସବର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମନ୍ତ୍ରୀ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ଶ୍ରୀଯୁକ୍ତ ରବି ନାରାୟଣ ନାଏକ । ଅନୁସୂଚିତ ଜନଜାତି,…

ପ୍ରଦୀପଙ୍କ ବିରୋଧରେ ହୋଇଥିବା ଚାକିରି ଠକେଇ ମାମଲାରୁ ଓହରିଲେ ୩ ଏତଲାକାରୀ

ଟାଟାରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା କ୍ଲିନ ଚିଟ। ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ଠକେଇ ମାମଲାରେ ୩ ଏତଲାକାରୀ ଓହରିଯାଇଛନ୍ତି । ଆଜି ବ୍ରହ୍ମପୁର ଜେଏମଏଫସି କୋର୍ଟରେ ନିଜ ଏତଲା ଉଠାଇ…

ଦୁଇ ମାସରେ ସରିବ ଆବାସ ସର୍ଭେ: ରବିନାରାୟଣ ନାଏକ

ଦୁଇ ମାସରେ ସରିବ ଆବାସ ସର୍ଭେ । ଆଜି ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ । ସେ କହିଛନ୍ତି, ଏବେ ଗ୍ରାମାଞ୍ଚଳରେ ସର୍ଭେ କାମ ଚାଲିଛି । ଗ୍ରାମସଭା ଦ୍ୱାରା ଲୋକଙ୍କୁ ସଚେତନ କରାଯାଉଛି । ଏପରିକି…

ବୈଷ୍ଣବ ସାମଲଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ବୈଷ୍ଣବ ଚରଣ ସାମଲଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ପ୍ରବନ୍ଧ ଓ ସମାଲୋଚନା କ୍ଷେତ୍ରରେ ବେଶ ଜଣାଶୁଣା ପ୍ରଫେସର୍ ବୈଷ୍ଣବ ସାମଲଙ୍କୁ ତାଙ୍କ ଲିଖିତ ପ୍ରବନ୍ଧ ଭୂତି ଭକ୍ତି ବିଭୂତି ପୁସ୍ତକ ପାଇଁ ମିଳିବ…

ଆଜିଠୁ ୫ ଦିନିଆ ଦିଲ୍ଲୀ ଓ ରାଜସ୍ଥାନ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆସନ୍ତାକାଲିଠାରୁ ୫ ଦିନିଆ ଗସ୍ତରେ ଦିଲ୍ଲୀ ଓ ରାଜସ୍ଥାନ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଡିସେମ୍ବର ୧୯, ୨୦ ଓ ୨୧ରେ ରାଜସ୍ଥାନରେ ରହିବେ ମୁଖ୍ୟମନ୍ତ୍ରୀ । ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ।ଏହା ପରେ…