ତାଜା ଖବର ରାଜ୍ୟ ନୂଆବର୍ଷରେ ମିଳିବ ସୁଭଦ୍ରା ଟଙ୍କା: ପ୍ରଭାତୀ ପରିଡ଼ା December 21, 2024 Papirani ଆସନ୍ତା ଜାନୁଆରୀ ମାସରେ ମିଳିବ ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଜାନୁଆରୀରେ ମିଳିବ ବୋଲି ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଜାନୁଆରୀରେ ମିଳିବ।…
ତାଜା ଖବର ରାଜ୍ୟ ଭିଜିଲାନ୍ସ ଜାଲରେ ଡିଆଇସି ସୁବର୍ଣ୍ଣପୁର ଜିଏମ୍ December 21, 2024 Papirani ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ର ଜେନେରାଲ ମ୍ୟାନେଜର । ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ସୁବର୍ଣ୍ଣପୁର ଡିଆଇସି ଜିଏମ୍ ବିପିନ ଦେହୁରୀ। ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ । ପିଏମଇଜିପି ଋଣ…
ତାଜା ଖବର ରାଜନୀତି ରାଜ୍ୟ ୨୮ରେ ସମ୍ବଲପୁର ଆସିବେ ଗୃହ ମନ୍ତ୍ରୀ ଅମିତ ଶାହ December 21, 2024 Papirani ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ସ୍ୱରାଷ୍ଟ୍ର ମନ୍ତ୍ରୀ । ଆସନ୍ତା ୨୮ରେ ସମ୍ବଲପୁର ଗସ୍ତ କରିବେ ଗୃହ ମନ୍ତ୍ରୀ ଅମିତ ଶାହ । ପ୍ରଥମେ ମାଁ ସମଲେଶ୍ୱରୀଙ୍କ ଦର୍ଶନ କରିବେ । ଏହାପରେ ତିନି ଚାରୋଟି ପ୍ରକଳ୍ପର ଶୁଭ ଉଦ୍ଘାଟନ…
ତାଜା ଖବର ରାଜ୍ୟ ସାତପଡ଼ା-ଜହ୍ନିକୁଦା ବ୍ରିଜ ପାଇଁ ତତ୍ପରତା ଦେଖାଇଲେ ସମ୍ବିତ ପାତ୍ର ଓ ଉପାସନା ମହାପାତ୍ର December 21, 2024 Papirani ଖୁବଶୀଘ୍ର ପୂରଣ ହେବ ସାତପଡ଼ା – ଜହ୍ନିକୁଦା ବାସୀଙ୍କ ସ୍ବପ୍ନ । ନିର୍ମାଣ ହେବାକୁ ଯାଉଛି ସିଗ୍ନେଚର୍ ବ୍ରିଜ । ଲୋକଙ୍କ ଯାତାୟାତ ଅସୁବିଧାକୁ ନଜରରେ ରଖି ଏହାର ସମାଧାନ ପାଇଁ ପ୍ରୟାସ ଜାରି ରଖିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର…
ତାଜା ଖବର ରାଜ୍ୟ ଅଦିନିଆ ବର୍ଷା, ନିଦାବିଷ୍ଣୁ ପ୍ରଶାସନ, ସଙ୍କଟରେ ଚାଷୀକୁଳ December 21, 2024 Papirani ଆକାଶରେ ମାଳ ମାଳ ମେଘ । ଶୀତ ଦିନେ ଅଦିନିଆ ବର୍ଷା ଆଣିଛି ଚାଷୀଙ୍କ ପାଇଁ ଦୁର୍ଦ୍ଦଶା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଗତକାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା। ଅମଳ ସମୟରେ ଏହି ଲଘୁଚାପ…
ରାଜନୀତି ରାଜ୍ୟ ହତାଶ ସେନାଙ୍କୁ ଧରି ବାହାରିବେ ନବୀନ December 21, 2024 Bijaya Laxmi Dash କୁହାଯାଏ ଘରେ ନ ପଶୁଣୁ ମୁଣ୍ଡରେ ଚାଳ। ଜାନୁଆରୀ ୬ ତାରିଖରେ ନୂଆ ବର୍ଷରେ ଶଙ୍ଖ ପାର୍ଟି ବାହାରିବ ରାସ୍ତା ଉପରକୁ।ଆନ୍ଦୋଳନ କରିବ ପଦ୍ମ ସରକାର ବିରୋଧରେ। ଦରଦାମ ବଢୁଛି।ଲୋକେ ଅତିଷ୍ଠ ହେଲେଣି। ପଦ୍ମ ସରକାରଙ୍କର ଜନବିରୋଧି ନୀତି ଏଥର ସଂଗ୍ରାମକୁ…
ତାଜା ଖବର ରାଜ୍ୟ ଆଜି ହେଉଛି ବର୍ଷର ସବୁଠାରୁ ଛୋଟ ଦିନ December 21, 2024 Papirani ଡିସେମ୍ବର ୨୧ ଅର୍ଥାତ ଆଜି ହେଉଛି ବର୍ଷର ସବୁଠାରୁ ଛୋଟ ଦିନ ଓ ରାତି ଲମ୍ବା। ଆଜି ଭୁବନେଶ୍ଵରରେ ଦିନ ଛୋଟ ହେବ ରାତି ସମୟ ଲମ୍ବା ରହିବ । ଭୁବନେଶ୍ଵରରେ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ ୨୪ ସେକେଣ୍ଡ…
ରାଜ୍ୟ ଓଡିଶାରେ ଜାରି ରହିଛି ଲଘୁଚାପ ବର୍ଷା, ଆସନ୍ତାକାଲି ବଦଳିପାରେ ପାଗ December 21, 2024 Bijaya Laxmi Dash ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ଦୁଇଦିନ ହେବ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗିରହିଛି । ପାଣିପାଗ କେନ୍ଦ୍ରର ପୂର୍ବାମାନ ଅନୁଯାୟୀ ଆସନ୍ତାକାଲି ଯାଏ ଓଡିଶାରେ ବର୍ଷାର ପ୍ରଭାବ ରହିବ । ରାଜ୍ୟର ୧୯ ଟି ଜିଲ୍ଲାରେ ଲଗାଣ ବର୍ଷା…
ଦେଶ ରାଜ୍ୟ ପ୍ରାକ-ବଜେଟ ପରାମର୍ଶ ବୈଠକରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ December 20, 2024 Bijaya Laxmi Dash ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ରାଜସ୍ଥାନର ଜୈସଲମେର ଠାରେ ଅନୁଷ୍ଠିତ ପ୍ରାକ-ବଜେଟ୍ ପରାମର୍ଶ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ବୈଠକରେ ଉପସ୍ଥାପନ କରିଛନ୍ତି ଏବଂ ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ଉପସ୍ଥାପିତ ସମସ୍ତ…
ରାଜନୀତି ରାଜ୍ୟ ବିଜେପି ନେତୃତ୍ୱଙ୍କ ବିରୋଧରେ ଅସନ୍ତୋଷ ଝାଡ଼ିଲେ ଦିଲ୍ଲୀପ ମଲ୍ଲିକ December 20, 2024 Bijaya Laxmi Dash ଓଡିଶାରେ ପ୍ରଥମଥର ପାଇଁ ଭାଜପା ଏକାକୀ ସରକାର କରିଥିବା ବେଳେ ନୂଆକରି ରାଜନୀତିକୁ ଆସି ବିଧାୟକ ହୋଇଥିବା ବିଧାୟକ ମାନେ ଦୀର୍ଘଦିନର କାର୍ଯ୍ୟକର୍ତ୍ତାଙ୍କୁ ଅବହେଳା କରୁଥିବା ଦେଖିବାକୁ ମିଳୁଛି। ଏଭଳି ସଙ୍ଗୀନ ପ୍ରସଙ୍ଗରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ବରିଷ୍ଠ କଟକ…