ରାଜନୀତି ରାଜ୍ୟ ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ପାଇଁ ଆର୍ଥିକ ଅନୁଦାନ ଦାବି କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ December 23, 2024 Nirvay ନୂଆଦିଲ୍ଲୀରେ ଅନୁଷ୍ଠିତ ପ୍ରାକ୍ ବଜେଟ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେଇଛନ୍ତି । ରାଜ୍ୟ ପାଇଁ ଅଧିକ ଆର୍ଥିକ ଅନୁଦାନ ଦାବି ସହ ସଡ଼କ ପ୍ରକଳ୍ପ ପାଇଁ ୨୦ ହଜାର କୋଟିର ବଜେଟ…
ରାଜ୍ୟ ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା December 22, 2024 Nirvay ନୂଆବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ହେବ ଆରମ୍ଭ ବୋଲି ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ୨୭ ଏବଂ ୨୮ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଆସିବ । ପରୀକ୍ଷା ମୂଳକ ଭାବେ ୩୦ ଓ…
ତାଜା ଖବର ରାଜନୀତି ରାଜ୍ୟ ପରଲୋକରେ ପୂର୍ବତନ ବିଧାୟକ ବିଜୟ (ବାଦଲ) ମହାନ୍ତି December 22, 2024 Papirani ପୂର୍ବତନ ବିଧାୟକ ବିଜୟ (ବାଦଲ) ମହାନ୍ତିଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। କିଛି ଦିନ ପୂର୍ବରୁ ତାଙ୍କୁ ହୃଦଘାତ ହୋଇଥିଲା । ସେବେଠୁ ସେ ଅସୁସ୍ଥ ରହିଆସୁଥିଲେ । ଆଜି ହଠାତ ଅସୁସ୍ଥ ହୋଇପଡ଼ିଥିଲେ।…
ରାଜ୍ୟ ଶ୍ରୀମନ୍ଦିରରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ: ଅରବିନ୍ଦ ପାଢ଼ୀ December 22, 2024 Nirvay ଶ୍ରୀମନ୍ଦିରରେ ବିଶୃଙ୍ଖଳା ଅଭିଯୋଗରେ ୨ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ମୁଖ ପଖାଳ ସେବକ ମଦନ ମୋହନ ଖୁଣ୍ଟିଆ ଏବଂ ବିଶ୍ବନାଥ ଖୁଣ୍ଟିଆଙ୍କୁ ଶ୍ରୀମନ୍ଦିର ଆଇନ୍ 21-A ଧାରା ଅନୁସାରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।…
ରାଜ୍ୟ ବଢିଲା ଅଣ୍ଡା ଦାମ, ଅଙ୍ଗନବାଡ଼ି କେନ୍ଦ୍ରରେ ମିଳିବ କମ ଅଣ୍ଡା December 21, 2024 Bijaya Laxmi Dash ଅଣ୍ଡା ଦାମ ବଢିଥିବାରୁ ଅଙ୍ଗନବାଡିରେ କମ ଅଣ୍ଡା ଦିଆଯିବା ପ୍ରସଙ୍ଗକୁ ସ୍ୱୀକାର କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି : ଅଣ୍ଡା ଦର କେନ୍ଦ୍ରରୁ ସ୍ଥିର ହେଉଛି। କେନ୍ଦ୍ର ସରକାରଙ୍କ ବିଭାଗ କୁ ଏ ବିଷୟରେ ଚିଠି କରାଯାଇଛି। ଜାନୁଆରୀ ୧୨…
ତାଜା ଖବର ରାଜ୍ୟ ନୂଆବର୍ଷରେ ମିଳିବ ସୁଭଦ୍ରା ଟଙ୍କା: ପ୍ରଭାତୀ ପରିଡ଼ା December 21, 2024 Papirani ଆସନ୍ତା ଜାନୁଆରୀ ମାସରେ ମିଳିବ ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଜାନୁଆରୀରେ ମିଳିବ ବୋଲି ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଜାନୁଆରୀରେ ମିଳିବ।…
ତାଜା ଖବର ରାଜ୍ୟ ଭିଜିଲାନ୍ସ ଜାଲରେ ଡିଆଇସି ସୁବର୍ଣ୍ଣପୁର ଜିଏମ୍ December 21, 2024 Papirani ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ର ଜେନେରାଲ ମ୍ୟାନେଜର । ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ସୁବର୍ଣ୍ଣପୁର ଡିଆଇସି ଜିଏମ୍ ବିପିନ ଦେହୁରୀ। ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ । ପିଏମଇଜିପି ଋଣ…
ତାଜା ଖବର ରାଜନୀତି ରାଜ୍ୟ ୨୮ରେ ସମ୍ବଲପୁର ଆସିବେ ଗୃହ ମନ୍ତ୍ରୀ ଅମିତ ଶାହ December 21, 2024 Papirani ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ସ୍ୱରାଷ୍ଟ୍ର ମନ୍ତ୍ରୀ । ଆସନ୍ତା ୨୮ରେ ସମ୍ବଲପୁର ଗସ୍ତ କରିବେ ଗୃହ ମନ୍ତ୍ରୀ ଅମିତ ଶାହ । ପ୍ରଥମେ ମାଁ ସମଲେଶ୍ୱରୀଙ୍କ ଦର୍ଶନ କରିବେ । ଏହାପରେ ତିନି ଚାରୋଟି ପ୍ରକଳ୍ପର ଶୁଭ ଉଦ୍ଘାଟନ…
ତାଜା ଖବର ରାଜ୍ୟ ସାତପଡ଼ା-ଜହ୍ନିକୁଦା ବ୍ରିଜ ପାଇଁ ତତ୍ପରତା ଦେଖାଇଲେ ସମ୍ବିତ ପାତ୍ର ଓ ଉପାସନା ମହାପାତ୍ର December 21, 2024 Papirani ଖୁବଶୀଘ୍ର ପୂରଣ ହେବ ସାତପଡ଼ା – ଜହ୍ନିକୁଦା ବାସୀଙ୍କ ସ୍ବପ୍ନ । ନିର୍ମାଣ ହେବାକୁ ଯାଉଛି ସିଗ୍ନେଚର୍ ବ୍ରିଜ । ଲୋକଙ୍କ ଯାତାୟାତ ଅସୁବିଧାକୁ ନଜରରେ ରଖି ଏହାର ସମାଧାନ ପାଇଁ ପ୍ରୟାସ ଜାରି ରଖିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର…
ତାଜା ଖବର ରାଜ୍ୟ ଅଦିନିଆ ବର୍ଷା, ନିଦାବିଷ୍ଣୁ ପ୍ରଶାସନ, ସଙ୍କଟରେ ଚାଷୀକୁଳ December 21, 2024 Papirani ଆକାଶରେ ମାଳ ମାଳ ମେଘ । ଶୀତ ଦିନେ ଅଦିନିଆ ବର୍ଷା ଆଣିଛି ଚାଷୀଙ୍କ ପାଇଁ ଦୁର୍ଦ୍ଦଶା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଗତକାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା। ଅମଳ ସମୟରେ ଏହି ଲଘୁଚାପ…