Category: ରାଜ୍ୟ

ଖୋର୍ଦ୍ଧା ସହରରେ ଚାଲିଛି ଜବରଦଖଲ ଉଚ୍ଛେଦ

ଖୋର୍ଦ୍ଧାରେ ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ । ଖୋର୍ଦ୍ଧା ସହର ସୌନ୍ଦର୍ଯ୍ୟକରଣ ପାଇଁ ରାସ୍ତାକଡ଼ରୁ କ୍ୟାବିନ ଉଚ୍ଛେଦ ଆରମ୍ଭ ହୋଇଛି । ସକାଳୁ ସକାଳୁ ପ୍ରଶାସନ ପକ୍ଷରୁ ଜେସିବି ସହାୟତାରେ ଭଙ୍ଗା ଯାଉଛି ଦୋକାନ । ମାରୱାଡି ପଟିରୁ ସରକାରୀ ଜମିରେ…

ଅଦିନିଆ ବର୍ଷା ଯୋଗୁଁ ହୋଇଥିବା ଫସଲ କ୍ଷତିଗ୍ରସ୍ତ ଜିଲ୍ଲା ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଅଦିନିଆ ବର୍ଷା ଯୋଗୁଁ ରାଜ୍ୟରେ ବ୍ୟାପକ ମାତ୍ରାରେ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଫସଲହାନୀ ଯୋଗୁଁ ରାଜ୍ୟରେ ଚାଷୀ ମୃତ୍ୟୁ ଅଭିଯୋଗ ଆସିଛି । ଏହି ପରିପ୍ରେକ୍ଷୀରେ ଫସଲ କ୍ଷୟକ୍ଷତି ଜିଲ୍ଲା ବୁଲିବେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ।…

ବରଗଡ଼ ଧନୁଯାତ୍ରା ଅନୁଦାନ ରାଶି ୧୦ ଲକ୍ଷରୁ ଏକ କୋଟିକୁ ବୃଦ୍ଧି କଲେ ରାଜ୍ୟ ସରକାର

ବରଗଡ଼ ଧନୁଯାତ୍ରା କୁ ନେଇ ବଡ ଘୋଷଣା । ଧନୁଯାତ୍ରା ପାଇଁ ଅନୁଦାନ ରାଶି ବୃଦ୍ଧି କଲେ ରାଜ୍ୟ ସରକାର । ପୂର୍ବୁରୁ ଏହା ୧୦ ଲକ୍ଷ ଟଙ୍କା ଥିବା ବେଳେ ଏହାକୁ ରାଜ୍ୟ ସରକାର ୧ କୋଟିକୁ ବୃଦ୍ଧି କରିଛନ୍ତି…

ଭୁବନେଶ୍ୱରରେ ସିରିଜ ଦୁର୍ଘଟଣା, ଏକାଧିକ ଲୋକ ଆହତ

ଭୁବନେଶ୍ୱର ଜାଭିଅର ଛକ ନିକଟରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପଛକୁ ପଛ ପିଟି ହୋଇଛି କାର୍‌-ଭ୍ୟାନ୍‌-ଅଟୋ । ଏଥିରେ ୭ ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ସେଥିରେ ଜଣେ ଶିଶୁ ଥିବା…

ସୁଚେତା ପ୍ରିୟଦର୍ଶିନୀ ହେଲେ ଓଡ଼ିଶା ସୂଚନା ସେବା ସଂଘର ସଭାପତି, ପଠାଣି ରାଉତ ସାଧାରଣ ସଂପାଦକ

ଓଡ଼ିଶା ସୂଚନା ସେବା ସଂଘର ସାଧାରଣ ଅଧିବେଶନ ଓ କର୍ମକର୍ତ୍ତା ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ଓଡ଼ିଶା ସୂଚନା ସେବା ସଂଘର କ୍ୟାଡ଼ରକୁ ସୁଦୃଢ଼ କରାଯିବା ସହ ଜିଲ୍ଲାସ୍ତରରେ କାର୍ଯ୍ୟରତ ଅଧିକାରୀମାନେ ଯେଭଳି ଦକ୍ଷତାର ସହିତ ସେମାନଙ୍କର…

ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; ୩୦ ତାରିଖ ସୁଦ୍ଧା ସରିବ ଆକଳନ

ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ନେଇ ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏକ ବଡ଼ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ସମ୍ପର୍କରେ…

ଅଦିନିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ; ବିଲକୁ ଯାଇ ଚାଷୀଙ୍କ ସହ ଆଲୋଚନା କରିବେ ନବୀନ

ଅମଳ ସମୟରେ ଦାଉ ସାଧିଛି ଅଦିନିଆ ବର୍ଷା । ବର୍ଷକର ଅମଳ ଫସଲ ଆଖି ଆଗରେ ଗଜା ହୋଇ ନଷ୍ଟ ହୋଇଯିବାକୁ ବସିଛି । ସରକାରୀ ସହାୟତା ପାଇଁ ଚାଷୀ ଆକୁଳ ନିବେଦନ କରିଛନ୍ତି । ଏମିତି ସ୍ଥିତିରେ ଆସନ୍ତା ଡିସେମ୍ବର…

ଆହୁରି ସଶକ୍ତ ହେବ ଓଡ଼ିଶା ଅଗ୍ନିଶମ ବାହିନୀ; ଫାୟାର୍ ଟିମକୁ ମିଳିବ ଡଗ୍ ସ୍କ୍ୱାଡ୍

ଆହୁରି ସଶକ୍ତ ହେବ ଓଡ଼ିଶା ଅଗ୍ନିଶମ ବାହିନୀ । ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ହେବ ସହଜ । ଫାୟାର୍ ଟିମକୁ ମିଳିବ ଡଗ୍ ସ୍କ୍ୱାଡ୍ । ରାଜ୍ୟ ପୋଲିସର ଡଗ୍ ସ୍କ୍ୱାଡ୍ K-୯ ର ୧୦ଟି କୁକୁରଙ୍କୁ ସ୍ୱତନ୍ତ୍ର…

ରାଜଧାନୀରେ ମାତିଛନ୍ତି ଭଣ୍ଡ ବାବା; ପୋଲିସ ଜିମା ଦେଲେ ଲୋକେ

ଶନିବାର ସକାଳୁ ଭୁବନେଶ୍ୱର, ମୈତ୍ରୀବିହାର ଅଞ୍ଚଳରେ ୪ ଜଣ ବ୍ୟକ୍ତି ବାବା ବେଶରେ ଘର ଘର ବୁଲି ଭିକ୍ଷା ମାଗୁଥିଲେ । ତେବେ ସେମାନଙ୍କ ବେଶ ପୋଷାକ,କଥାବାର୍ତ୍ତା ଓ ଚାଲିଚଳନରୁ ସ୍ଥାନୀୟ ଲୋକେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ ।…

ହାତାହାତି ପରେ ପ୍ୟାଚ ପକେଇବାକୁ ଚେଷ୍ଟା କଲେ ଦୁଇ ବିଜେଡି ନେତ୍ରୀ

ଗତକାଲି ଶଙ୍ଖଭବନ ହାଇଡ୍ରାମା ଆଜି ନୂଆ ମୋଡ଼ ନେଇଛି । ଶଙ୍ଖ ଭବନରେ ଘଟିଥିବା ମାଡ଼ ଘଟଣାକୁ ନେଇ ଭୁବନେଶ୍ୱର ଜୋନ ମହିଳା ବିଜେଡି କାର୍ଯ୍ୟକାରୀ ସଭାନେତ୍ରୀ ପୁଷ୍ପାଞ୍ଜଳି ରଣା ସକାଳେ କହିଥିଲେ ଯେ ଇପ୍‌ସିତା ଆଉ କିଛି ଦଳୀୟ ବନ୍ଧୁଙ୍କ…