ତାଜା ଖବର ରାଜ୍ୟ ଲିଙ୍ଗରାଜ ଷ୍ଟେସନ ଆଗରେ ଯୁବକଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ May 22, 2025 Papirani ଭୁବନେଶ୍ବର ଲିଙ୍ଗରାଜ ଷ୍ଟେସନ ରୋଡ଼ ସମ୍ମୁଖରୁ ଉଦ୍ଧାର ହୋଇଛି ମୃତଦେହ। ମୃତକ ଖଣ୍ଡୁଆଳ ବସ୍ତିର ସନାତନ ରାଉତ। ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ। ମୃତକଙ୍କ ବୟସ ୩୩ ବୟସ। ଲିଙ୍ଗରାଜ ଷ୍ଟେସନ ରୋଡ଼ ପାଖରେ ଛିଡା ହୋଇ ଶ୍ରମିକ ଭାବେ…
ତାଜା ଖବର ରାଜ୍ୟ ଭୁବନେଶ୍ୱରରେ କରୋନା ଆକ୍ରାନ୍ତ ଚିହ୍ନଟ May 22, 2025 Papirani ସାରା ଦେଶରେ ଆସ୍ତେ ଆସ୍ତେ କରୋନା ମହାମାରୀ ପୁଣି କାୟା ବିସ୍ତାର କରୁଛି । ଯାହାଫଳରେ ସବୁଠି କରୋନାର ଭୟ ଖେଳିଯାଇଛି । ଏହାରି ମଧ୍ୟରେ ଏବେ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ…
ରାଜ୍ୟ ଶ୍ରୀମନ୍ଦିର ସୁରକ୍ଷା ସଂପର୍କରେ ଛତିଶା ନିଯୋଗ ତରଫରୁ ମନ୍ଦିର ପ୍ରଶାସନକୁ ଚିଠି May 21, 2025 Nirvay ଶ୍ରୀମନ୍ଦିର ସୁରକ୍ଷା ସଂପର୍କରେ ଛତିଶା ନିଯୋଗ ନାୟକ ପାଟ୍ଟଯୋଶୀ ଜନାର୍ଦ୍ଦନ ମହାପାତ୍ର ମନ୍ଦିର ପ୍ରଶାସନକୁ ଚିଠି ଲେଖିଛନ୍ତି । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ସେ ଦାବି କରିଛନ୍ତି । ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଘଟଣାକୁ ନେଇ…
ରାଜ୍ୟ ଓଡ଼ିଶା ସୂଚନା କମିଶନରେ ହେବ ନାହିଁ ଗ୍ରୀଷ୍ମକାଳୀନ ଅବକାଶ May 21, 2025 Nirvay ଓଡ଼ିଶା ସୂଚନା କମିଶନଙ୍କ ଏକ ବୈଠକରେ କମିଶନ ଏହା ସ୍ଥିର କରିଛନ୍ତି ଯେ, ଆଗାମୀ ଗ୍ରୀଷ୍ମକାଳୀନ ଅବକାଶ ବେଳେ ମାମଲାଗୁଡ଼ିକର ଶୁଣାଣି ଜାରି ରହିବ । ବିଗତ ବର୍ଷ ଗୁଡ଼ିକରେ ଯେତେବେଳେ ଉଚ୍ଚ ନ୍ୟାୟାଳୟମାନ ବନ୍ଦ ଥିଲା ଏବଂ ଆଇନଜୀବୀମାନେ ଛୁଟିରେ…
ରାଜ୍ୟ ଛତିଶା ନିଯୋଗ ବୈଠକରେ ବଡ଼ ନିଷ୍ପତ୍ତି; ପହଣ୍ଡି ବେଳେ ରହିବେ ନିର୍ଦ୍ଦିଷ୍ଟ ସେବାୟତ ଓ ଅଧିକାରୀ May 21, 2025 Nirvay ଛତିଶା ନିଯୋଗ ବୈଠକରେ ହୋଇଛି ବଡ଼ ନିଷ୍ପତ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଗତବର୍ଷ ଭଳି ପହଣ୍ଡି ଅଘଟଣ ଯେଭଳି ନ ହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି ।…
ତାଜା ଖବର ରାଜ୍ୟ ସ୍ଥଗିତ ହେଲା ପଞ୍ଚାୟତ ଉପନିର୍ବାଚନ May 21, 2025 Papirani ସ୍ଥଗିତ ହେଲା ପଞ୍ଚାୟତ ଉପନିର୍ବାଚନ । ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖିଲେ ରାଜ୍ୟ ନିର୍ବାଚନ କମିଶନ । ମୌସୁମୀ ପାଇଁ ରାଜ୍ୟର ୪୩ଟି ସରପଞ୍ଚ ଓ ୨୭୨ଟି ୱାର୍ଡ ମେମ୍ବର ପଦ ପାଇଁ ହେବାକୁଥିବା ଉପନିର୍ବାଚନ ସ୍ଥଗିତ ରଖାଯାଇଛି । ଜୁନ୍…
ତାଜା ଖବର ରାଜ୍ୟ ମହିଳା ସରକାରୀ କର୍ମଚାରୀଙ୍କ ମାତୃତ୍ୱଛୁଟି; ୧୮୦ ଦିନର ଛୁଟି ପାଇଁ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ ହେଲା May 21, 2025 Papirani ଜଣେ ମହିଳା ସରକାରୀ କର୍ମଚାରୀ ଦୁଇଟିରୁ କମ୍ ଜୀବିତ ପିଲାଙ୍କ ପାଇଁ, ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବାର ନିୟମ ରହିଛି। କିନ୍ତୁ ମାତୃତ୍ଵ ଛୁଟି କେଉଁ ଅବଧି ଭିତରେ ନିଆଯାଇପାରିବ, ସେ ବିଷୟରେ କିଛିଟା ଦ୍ୱନ୍ଦ୍ବ ଥିଲା…
ତାଜା ଖବର ରାଜ୍ୟ ଆଗାମୀ ୧୨ ଘଣ୍ଟାରେ ଲଘୁଚାପ ସୃଷ୍ଟି May 21, 2025 Papirani ରାଜ୍ୟକୁ ଆସୁଛି ବର୍ଷା। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୧୨ ଘଣ୍ଟା ଭିତରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି। ପୂର୍ବ କେନ୍ଦ୍ରୀୟ ଆରବସାଗର ପାର୍ଶ୍ବବର୍ତ୍ତୀ ଉତ୍ତର କର୍ଣ୍ଣାଟକ-ଗୋଆ ଉପକୂଳ ଅଂଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଆଗାମୀ ୧୨ ଘଣ୍ଟା…
ତାଜା ଖବର ରାଜ୍ୟ ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ May 21, 2025 Papirani ଜୁନ୍ ୨୩ରେ ହେବ ପଞ୍ଚାୟତ ଉପନିର୍ବାଚନ । ୪୩ ପଞ୍ଚାୟତ ପାଇଁ ଉପନିର୍ବାଚନ ହେବ । ଏନେଇ ପ୍ରକାଶ ପାଇଛି ବିଜ୍ଞପ୍ତି। ୪୩ ସରପଞ୍ଚ, ୨୭୨ ୱାର୍ଡସଭ୍ୟ ପାଇଁ ଉପନିର୍ବାଚନ ହେବ। ମୃତ, ଇସ୍ତଫା, ଅଯୋଗ୍ୟ ଘୋଷଣା ଆଦି କାରଣରୁ ଏହି…
ରାଜ୍ୟ ଜୁଲାଇ ୧ ରୁ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା May 20, 2025 Nirvay ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ପକ୍ଷରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଏହି ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇ ୧୦ ତାରିଖ ଯାଏଁ ଚାଲିବ । ଏହି ପରୀକ୍ଷା ଗୋଟିଏ ସିଟିଂରେ ସକାଳ…