Category: ରାଜ୍ୟ

ଜନସାଧାରଣଙ୍କ ପାଇଁ ଆସନ୍ତାକାଲିଠୁ ଖୋଲିବ ରାଜଭବନ ଉଦ୍ୟାନ

ଆସନ୍ତାକାଲିଠୁ ଜନସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ । ଓଡ଼ିଶା ରାଜଭବନ ଉଦ୍ୟାନ ଜାନୁଆରୀ ୧୩ ଅର୍ଥାତ୍ ଆସନ୍ତା ସୋମବାରରୁ ଜାନୁଆରୀ ୨୨ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ । ଏହି ଦିନମାନଙ୍କରେ ଯେକୌଣସି ବ୍ୟକ୍ତି ବିନା ଶୁଳ୍କରେ…

ମହାକୁମ୍ଭ ପାଇଁ ଓଡ଼ିଶାରୁ ପ୍ରୟାଗରାଜକୁ ଗଡ଼ିଲା ବସ୍

ମହାକୁମ୍ଭ ମେଳା ପାଇଁ ଓଡ଼ିଶାରୁ ଗଡ଼ିଲା ସ୍ପେଶାଲ ବସ୍ । ଏବେ ଓଡ଼ିଶାରୁ ବସରେ ବସି ମହାକୁମ୍ଭ ମେଳା ଯାଇପାରିବେ ରାଜ୍ୟବାସୀ । ପବିତ୍ର ମହାକୁମ୍ଭ ମେଳା ପାଇଁ ଓଡ଼ିଶାରୁ ଉତ୍ତରପ୍ରଦେଶ ପ୍ରୟାଗରାଜ ପାଇଁ ଓଡ଼ିଶା ପରିବହନ ବିଭାଗ ପକ୍ଷରୁ ଆରମ୍ଭ…

୩ ଦିନରେ ଦେଢ଼ କୋଟିର ବ୍ୟବସାୟ କରିଛି ‘ବୟନିକା’

ପ୍ରବାସୀ ଭାରତୀୟ ଦିବସ ସମାବେଶ ଉପଲକ୍ଷେ ୩ ଦିନରେ ବୟନିକାର ଦେଢ଼ କୋଟିର ବ୍ୟବସାୟ ହୋଇଥିବା ଜଣାପଡ଼ିଛି । ଓଡିଶା ହସ୍ତତନ୍ତର ରୁଚିପୂର୍ଣ୍ଣ ବୁଣାଶୈଳୀ ସହ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ଝଲକ ପ୍ରବାସୀ ଭାରତୀୟ ମାନଙ୍କୁ ଆକର୍ଷିତ କରିଛି ।…

ମୃତ ସହଦେବ ନାୟକଙ୍କ ୨ ଝିଅଙ୍କ ପାଠପଢ଼ା ଦାୟିତ୍ୱ ନେଲେ ନବୀନ ପଟ୍ଟନାୟକ

ଅସହାୟ ପରିବାରକୁ ସହାୟ ହେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ମୃତ ସଫେଇ କର୍ମଚାରୀ ନେତା ସହଦେବ ନାୟକଙ୍କ ପରିବାରକୁ ସହଯୋଗ ପାଇଁ ପ୍ରତିଶୃତି ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସହଦେବଙ୍କ ପରିବାରକୁ ନବୀନ…

ତାମିଲନାଡୁ ଦାଦନ ଖଟିବାକୁ ଯାଇ ୨ ଯୁବକଙ୍କ ମୃତ୍ୟୁ

ଦାଦନ ଖଟିବାକୁ ଯାଇ ଗଲା ଜୀବନ । ତାମିଲନାଡୁ ଦାଦନ ଖଟିବାକୁ ଯାଇ ୨ ଯୁବକଙ୍କୁ ମୃତ୍ୟୁ ଘଟିଛି । ଚେନ୍ନାଇ ସେଣ୍ଟ୍ରାଲ ନିକଟ ପେରାମ୍ବର ଷ୍ଟେସନରୁ ୨ ମୃତଦେହ ଉଦ୍ଧାର ନେଇ ତାମିଲନାଡୁ ପୋଲିସ ପକ୍ଷରୁ ସୂଚନା ମିଳିଛି ।…

ଓଡ଼ିଶା ଉଚ୍ଚନ୍ୟାୟାଳୟର ‘ନ୍ୟାୟିକ ଅଭିଲେଖାଗାର’ ଉଦ୍‌ଘାଟିତ

କଟକ ଜୁଡିସିଆଲ ଏକାଡେମୀ ନିକଟରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ‘ନ୍ୟାୟିକ ଅଭିଲେଖାଗାର’ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଚ଼କ୍ରଧାରୀ ଶରଣ ସିଂ ଏବଂ ରାଜ୍ୟ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଶୁଭ ଉଦଘାଟନ…

ରାଜ୍ୟପାଳ ପଦବୀକୁ ନେଇ ରଘୁବର ଦାସଙ୍କ ପ୍ରତିକ୍ରିୟା

ଓଡ଼ିଶା ରାଜ୍ୟପାଳ ପଦରୁ ଅବ୍ୟାହତି ନେଇ ଗତକାଲି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେବା ପରେ ଓଡିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ବଡ ବୟାନ । ରାଜ୍ୟପାଳ ପଦବୀକୁ ସମସ୍ତେ ଲାଟସାହେବ ପଦ ବୋଲି ଭାବନ୍ତି କିନ୍ତୁ ଜଗନ୍ନାଥଙ୍କ ଭୂମି…

ସୁଭଦ୍ରା’ରେ ୮୦୦୦ ପୁଣି ସାମିଲ; ପୋର୍ଟାଲରୁ ନାମ ବାଦ ହୋଇଯାଇଥିଲେ କରିହେବ ପୁନଃ ସାମିଲ

ସୁଭଦ୍ରା ପୋର୍ଟାଲରୁ ଭୁଲରେ ନାମ ବାଦ ହୋଇଯାଇଥିଲେ ହିତାଧିକାରୀ ପୁନଃ ସାମିଲ ହୋଇପାରିବେ । ପୋର୍ଟାଲରେ ନାମ ଯୋଡ଼ିବା (OPT IN) ସୁବିଧା ଉପଲବ୍ଧ କରାଯାଇଛି । ଏହା ଦ୍ୱାରା ଯେଉଁମାନେ ଭୁଲରେ ନାମ ବାଦ (OPT OUT) ହୋଇଯାଇଥିଲେ ସେମାନେ…

ପ୍ରଶାସନ ବିରୁଦ୍ଧରେ ଦୀପାଳି ଦାସଙ୍କ ଯୁଦ୍ଧଂ ଦେହି ଡାକରା

ବିନା କାରଣରେ ବିନା ସର୍ଚ୍ଚ ୱାରଣ୍ଟରେ ବିନା ଦୋଷରେ ୨୪ ଘଣ୍ଟା ଧରି କିର୍ମିରା ପିଆରଆଇ ସଦସ୍ୟଙ୍କୁ ଅଟକ ରଖି ମାନସିକ ନିର୍ଯାତନା ଦେବା ଅଭିଯୋଗ ଆଣି ପ୍ରେସମିଟ କରି ପୋଲିସ ଉପରେ ବର୍ଷିଛନ୍ତି ବିଜେଡି ନେତ୍ରୀ ତଥା ପୂର୍ବତନ ବିଧାୟିକା…

ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ପ୍ରବାସୀ ଭାରତୀୟ ପ୍ରଦର୍ଶନୀ

ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ପ୍ରବାସୀ ଭାରତୀୟ ପ୍ରଦର୍ଶନୀ । ଆଜି ସକାଳ ୧୦ଟାରୁ ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପ୍ରଦର୍ଶନକୁ ପରିଦର୍ଶନ କରିପାରିବେ । ପ୍ରଦର୍ଶନୀ ମଧ୍ୟରେ ପ୍ରମୋସନାଲ ଷ୍ଟଲଗୁଡିକ ବୁଲି ଦେଖିବେ ସାଧାରଣ ଜନତା ଏବଂ ବିଭିନ୍ନ ସ୍କୁଲ…