ତାଜା ଖବର ରାଜ୍ୟ କାଲିଠୁ ୪ ଦିନ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ March 30, 2025 Papirani କାଲିଠୁ ୪ ଦିନ ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ।କାଲିଠୁ ୩ ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ତାର ମରାମତି ତଥା ସଂରକ୍ଷଣ କାମ ବନ୍ଦ ରହିବ। ଖସାପଡ଼ାଲାଗି ଓ ବନକଲାଗି ନୀତି ପାଇଁ କାମ ବନ୍ଦ ରଖାଯିବ। ଏହା ସହ ଜଗନ୍ନାଥ…
ତାଜା ଖବର ରାଜ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ March 30, 2025 Papirani ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରାବାସରେ ଜଣେ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ମଧୁସୂଦନ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ମୃତ ଛାତ୍ର ତାପସ କୁମାର ନାୟକ ବୋଲି ଜଣାପଡିଛି। ମୃତକ ଫିଲୋସଫି ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ହୋଇଥିବା ବେଳେ କାରଣ…
ରାଜନୀତି ରାଜ୍ୟ ବିଜେଡିର ଇଫତାର ପାର୍ଟିରେ ସାମିଲ ହେଲେ ନବୀନ ପଟ୍ଟନାୟକ March 29, 2025 Nirvay ଆଜି ଶଙ୍ଖଭବନରେ ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ଇଦ ଅବସରରେ ଆୟୋଜିତ ଇଫତାର ପାର୍ଟିରେ ସାମିଲ ହେଲେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ଅବସରରେ ସେ ସମସ୍ତ ମୁସଲମାନ ଭାଇ ଓ ଭଉଣୀଙ୍କୁ…
ରାଜନୀତି ରାଜ୍ୟ ବିଧାୟକଙ୍କ ନିଲମ୍ବନ ନେଇ ରାଜ୍ୟପାଳଙ୍କୁ ଭେଟିଛି କଂଗ୍ରେସ March 29, 2025 Nirvay କଂଗ୍ରେସର ସମସ୍ତ ବିଧାୟକଙ୍କ ବିଧାନସଭା ଗୃହରୁ ନିଲମ୍ବନ ନେଇ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମ୍ପତିଙ୍କୁ ଭେଟିଛି କଂଗ୍ରେସ ଟିମ୍ । ରାଜ୍ୟରେ ମହିଳା କମିଶନ ପଦ ଦୀର୍ଘ ଦିନ ଖାଲି ପଡ଼ିଛି ।…
ରାଜ୍ୟ ସୁଭଦ୍ରା ୨ୟ କିସ୍ତିରେ ବାଦ୍ ପଡ଼ିଛନ୍ତି ୧,୮୩,୭୮୫ ମହିଳା: ଉପମୁଖ୍ୟମନ୍ତ୍ରୀ March 29, 2025 Nirvay ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ ବୟାନ । ସୁଭଦ୍ରା ଦ୍ଵିତୀୟ କିସ୍ତିରେ ୧, ୮୩, ୭୮୫ ମହିଳା ବାଦ୍ ପଡ଼ିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ବିଧାନସଭାରେ ଏକ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି ।…
ରାଜ୍ୟ କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇଏଏସ୍ ନିକୁଞ୍ଜ ଧଳ March 29, 2025 Nirvay କେନ୍ଦ୍ରୀୟ ଡେପୁଟେସନରେ ଯିବେ ବରିଷ୍ଟ ଆଇଏଏସ୍ ନିକୁଞ୍ଜ ଧଳ । କିଛିଦିନ ମଧ୍ୟରେ ପ୍ରକାଶ ପାଇପାରେ ବିଜ୍ଞପ୍ତି । ୧୯୯୩ ବ୍ୟାଚ୍ ଓଡ଼ିଶା କ୍ୟାଡରର ଆଇଏଏସ୍ ଅଧିକାରୀ ନିକୁଞ୍ଜ ଧଳଙ୍କୁ ମାର୍ଚ୍ଚ ୨୦୨୩ରେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଭାବରେ…
ରାଜ୍ୟ ଭିଆରଏସ୍ ନେଲେ ସୁଜାତା କାର୍ତ୍ତିକେୟନ! March 29, 2025 Nirvay ୨୦୦୦ ବ୍ୟାଚ୍ର ଆଇଏଏସ ଅଧିକାରୀ ସୁଜାତା ଆର କାର୍ତ୍ତିକେୟନ ଭିଆରଏସ୍ ନେଇଥିବା ସୂଚନା । ପ୍ରାୟ ୧୫ ଦିନ ତଳେ କେନ୍ଦ୍ର ନିକଟରେ ଆବେଦନ କରିଥିଲେ । ହେଲେ ଏନେଇ ସରକାରୀସ୍ତରରେ ବାହାରକୁ ଖବର ପ୍ରକାଶ ପାଇ ନ ଥିଲା ।…
ରାଜ୍ୟ ଦ୍ଵାଦଶାହରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି March 28, 2025 Nirvay ଭୁବନେଶ୍ୱରରେ ପୂର୍ବତନ ରାଜ୍ୟ ସଭାପତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ସ୍ୱର୍ଗତଃ ଡା.ଦେବେନ୍ଦ୍ର ପ୍ରଧାନଙ୍କ ଦ୍ଵାଦଶାହରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଓଡ଼ିଶା ରାଜ୍ୟପାଳ ହରିବାବୁ କମ୍ଭମପତି, ବିହାର ରାଜ୍ୟପାଳ…
ରାଜ୍ୟ ଓଡିଶାରେ ୧୦ ଲକ୍ଷ ମହିଳା ହେଲେ ଲକ୍ଷପତି ଦିଦି March 28, 2025 Nirvay ଲକ୍ଷପତି ଦିଦି ଯୋଜନାର ସଫଳତା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା । ରାଜ୍ୟରେ ୧୦ ଲକ୍ଷ ମହିଳା ଉଦ୍ୟୋଗୀ, ଲକ୍ଷପତି ଭାବେ ସ୍ଥାନ ସୁନିଶ୍ଚିତ କରିଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିବା ପୂର୍ବରୁ ୨ ଲକ୍ଷ ଲକ୍ଷପତି ଦିଦି…
ରାଜ୍ୟ ପ୍ରକାଶ ପାଇଲା ୨୦୨୪ OSSTET ପରୀକ୍ଷାଫଳ March 28, 2025 Nirvay ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଦ୍ୱାରା ପରିଚାଳିତ ୨୦୨୪ ବର୍ଷର ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି) ଫଳାଫଳ ପ୍ରକାଶ ପାଇଛି । ପରୀକ୍ଷାର୍ଥୀ ସେମାନଙ୍କ ପରୀକ୍ଷାଫଳ www.bseodisha.ac.in ୱେବସାଇଟରୁ ଜାଣିପାରିବେ ଏବଂ ଡିଜିଟାଲ ସାର୍ଟିଫିକେଟ ଡାଉନଲୋଡ୍ କରିପାରିବେ…