Category: ରାଜ୍ୟ

ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ। ଭୁବନେଶ୍ୱରର ଲୋକସେବା ଭବନରେ ଏହି ବୈଠକ ଆରମ୍ଭ ହେବ। ତେବେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିବ ବୋଲି ଚର୍ଚ୍ଚା…

ମା’ ତାରା ଦେବୀ ଠାକୁରାଣୀ ଯାତ୍ରାରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ରବିବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇଛି ବ୍ରହ୍ମପୁର ଲାଞ୍ଜିପଲ୍ଲୀର ମା’ ତାରା ଦେବୀ ଠାକୁରାଣୀ ଯାତ୍ରା । ବ୍ରହ୍ମପୁରରେ ପ୍ରତି ଦୁଇ ବର୍ଷକୁ ଥରେ ହେଉଥିବା ମା ବୁଢ଼ୀ ସାଆନ୍ତାଣୀ ଓ ମା ତାରା ଦେବୀଙ୍କ ଯାତ୍ରା । ଆଗ ପଛ…

ରାଜ୍ୟର ୧୦୮ ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ, ଡବଲ ଇଂଜିନ ଏବେ ଡବଲ ବିନାଶ: ବିଜେଡି

ରାଜ୍ୟରେ ସାସ୍ଥ୍ୟ ସେବା ଉଦ‌ବେଗ୍‌ଜନକ ସ୍ଥିତିରେ ଥିବା ବେଳେ ଆମ୍ବୁଲାନ୍ସ ସେବାର ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଦୁଃଖ ଓ ପରିତାପର ବିଷୟ ଯେ, ଆମ୍ବୁଲାନ୍ସ ଭଳି ଏକ ଜରୁରୀ କାଳୀନ ସେବା…

ରମ୍ଭାଠାରେ ଓଡ଼ିଶାର ୪୧ ଜଣ ମହାନ ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ ଜିଲ୍ଲା ରମ୍ଭାଠାରେ ଉତ୍କଳ ସଂଗ୍ରାମୀ ସ୍ମାରକୀ ପୀଠ ଠାରେ ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ୪୧ ଜଣ ମହାନ ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ଇସ୍ପାତ ଓ ଖଣି ମନ୍ତ୍ରୀ…

ଗଂଜାମରେ ୧୨ଟି ଶିଳ୍ପ ପାଇଁ ୨୮ ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଂଜାମ ଜିଲ୍ଲା ଗସ୍ତରେ ଯାଇ ଛତ୍ରପୁର ଠାରେ ସମୁଦାୟ ୧୨ଟି ଶିଳ୍ପ ପାଇଁ ୨୮ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ବ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ କହିଛନ୍ତିଯେ, ଗ୍ରୀନ ହାଇଡ୍ରୋଜେନ୍, କେମିକାଲ୍‍ସ ଓ…

ସରକାରଙ୍କ ବର୍ଷପୂର୍ତ୍ତିରେ ୫ ଶହ ସ୍କୁଲର ପଡ଼ିବ ଭିତ୍ତିପ୍ରସ୍ତର

୫ ଶହ ଗୋଦାବରୀଶ ବିଦ୍ୟାଳୟର ପଡ଼ିବ ଭିତ୍ତିପ୍ରସ୍ତର । ସରକାରଙ୍କ ବର୍ଷପୂର୍ତ୍ତିରେ ୫୦୦ ସ୍କୁଲର ପଡ଼ିବ ଭିତ୍ତିପ୍ରସ୍ତର । ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏନେଇ ଆଜି ସୂଚନା ଦେଇଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ…

ପୁରୀ ଦେବସ୍ନାନ ପୂର୍ଣ୍ଣିମାରେ ମୁତୟନ ହେବେ ୭୦ ପ୍ଲାଟୁନ ପୋଲିସ ଫୋର୍ସ

ସ୍ନାନ ପୂର୍ଣ୍ଣିମା ଏବଂ ରଥଯାତ୍ରାର ସୁରକ୍ଷା ବ୍ୟବସ୍ଥା ପାଇଁ କେନ୍ଦ୍ରାଞ୍ଚଳ ଆଇଜିଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ଏକ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା କିପରି ଶୃଙ୍ଖଳିତ ବ୍ୟବସ୍ଥା ମଧ୍ୟରେ ସମ୍ପନ୍ନ ହେବ ସେନେଇ ଆଲୋଚନା…

ଜଳଛାୟା ପ୍ରକଳ୍ପର ଅଧିକାରୀ କହି ସରକାରୀ ଆକାଉଣ୍ଟରୁ ଲୁଟିଲେ ଅଭିଯୁକ୍ତ

ନବରଙ୍ଗପୁର ଜିଲ୍ଲା ଉମରକୋଟ ୟୁନିଅନ୍‌ ବ୍ୟାଙ୍କ୍‌ରୁ ୨୨ ଲକ୍ଷ ୫୭ ହଜାର ଟଙ୍କା ଠକେଇ ଅଭିଯୋଗରେ ଆଜି କଳାହାଣ୍ଡି ଜିଲ୍ଲା ଜୟପାଟଣାର ଅଭିଯୁକ୍ତ ଶ୍ରୀଧରକୁ ପୋଲିସ ଉଠାଇନେଇଛି । ଜଳଛାୟା ପ୍ରକଳ୍ପର ଅଧିକାରୀ କହି ଶ୍ରୀଧର ସରକାରୀ ଆକାଉଣ୍ଟରୁ ଟଙ୍କା ଲୁଟିଥିବା…

ବିବାହ ବନ୍ଧନରେ ବାନ୍ଧି ହେଲେ ପିନାକୀ ମିଶ୍ର ଓ ମହୁଆ ମୋଇତ୍ରା

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବିଜେଡିର ପୂର୍ବତନ ସାଂସଦ ପିନାକୀ ମିଶ୍ର ଓ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା । ଜାତୀୟ ଗଣମାଧ୍ୟମ ଦ ଟେଲିଗ୍ରାଫରେ ଏନେଇ ଖବର ପ୍ରକାଶ ପାଇଛି । ଦୁଇ ଜଣଙ୍କ ମଧ୍ୟରେ ପୂର୍ବରୁ ବନ୍ଧୁତା…

ଚଳିତ ବର୍ଷ ୭.୫ କୋଟି ବୃକ୍ଷ ରୋପଣ କରିବେ ରାଜ୍ୟ ସରକାର

ଆଜି ଭୁବନେଶ୍ବର ସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନ ଠାରେ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ମହାସମାରୋହରେ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟ ସରକାର, ଗୋଟିଏ ବର୍ଷରେ…