ରାଜ୍ୟ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ April 3, 2025 Nirvay ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଯାଇ ହଳଦୀପଦାଠାରେ ବିଭିନ୍ନ ଶିଳ୍ପ ପ୍ରକଳ୍ପଗୁଡିକର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଖୋର୍ଦ୍ଧା ଅଞ୍ଚଳର ଦୁଇଟି ସ୍ଥାନରେ ୧୪ ଟି ଶିଳ୍ପପ୍ରକଳ୍ପର…
ତାଜା ଖବର ରାଜନୀତି ରାଜ୍ୟ ବିରୋଧ ନିଷ୍ପତ୍ତିରୁ ଓହରିଲା ବିଜେଡି; ବିବେକ ଅନୁସାରେ ୱାକଫ୍ ବିଲ୍ ଉପରେ ଭୋଟ ଦେବେ ବିଜେଡି ସାଂସଦ April 3, 2025 Papirani ୱାକଫ୍ ସଂଶୋଧନ ବିଲ୍ ବିରୋଧ ନିଷ୍ପତ୍ତିରୁ ଓହରିଲା ବିଜେଡି।ରାଜ୍ୟସଭାରେ ଭୋଟିଂ ବେଳେ ବିରୋଧ ନିଷ୍ପତ୍ତିରୁ ଓହରିଥିବା ସୂଚନା ମିଳିଛି । ବିରୋଧ ନ କରି ବିବେକ ଅନୁସାରେ ରାଜ୍ୟସଭାରେ ବିବେକ ଅନୁସାରେ ୱାକଫ୍ ବିଲ୍ ଉପରେ ଭୋଟ ଦେବେ ବିଜେଡ଼ି ସାଂସଦ…
ତାଜା ଖବର ରାଜ୍ୟ କିଛି ଘଣ୍ଟା ଭିତରେ ୭ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା; ସତର୍କ କଲା ପାଣିପାଗ ବିଭାଗ April 3, 2025 Papirani ଆଗାମୀ କିଛି ଘଣ୍ଟାରେ ରାଜ୍ୟର ୭ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। କେନ୍ଦୁଝର, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ସୁନ୍ଦରଗଡ଼, ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ନେଇ ସତର୍କ…
ତାଜା ଖବର ରାଜନୀତି ରାଜ୍ୟ ୱାକଫ୍ ବିଲ୍ କୁ ବିଜେଡି ସାଂସଦ ମୁନା ଖାନ୍ଙ୍କ ବିରୋଧ April 3, 2025 Papirani ରାଜ୍ୟସଭାରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜୁଜି ବିବାଦୀୟ ୱାକଫ ସଂଶୋଧିତ ବିଲ୍ ୨୦୨୫ କୁ ଉପସ୍ଥାପନ କରିଛନ୍ତି । ରାଜ୍ୟସଭାରେ ୱାକଫ୍ ବିଲ୍ ଆଲୋଚନା ବେଳେ ବିଜେଡିର ବିରୋଧ କରିଛି । ଗୃହରେ…
ତାଜା ଖବର ରାଜନୀତି ରାଜ୍ୟ ପୁଣି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ April 3, 2025 Papirani ବିଧାନସଭା ଘେରାଉ ବିଫଳ ହେବା ପରେ ପୁଣି ଥରେ ରାଜ୍ୟବ୍ୟାପୀ ଆନ୍ଦୋଳନର ଡାକରା ଦେଇଛି ରାଜ୍ୟ କଂଗ୍ରେସ । କଂଗ୍ରେସ ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ରାଜ୍ୟ ବ୍ୟାପୀ ଆନ୍ଦୋଳନର ଡାକରା ଦେଇଛି । ଆଜି ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟବ୍ୟାପୀ ଆନ୍ଦୋଳନ ନେଇ…
ତାଜା ଖବର ରାଜ୍ୟ ସ୍ମାର୍ଟ ମିଟରକୁ ନେଇ ସତ୍ୟାଗ୍ରହ କରିବ ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ April 3, 2025 Papirani ରାଜ୍ୟରେ ପୁରୁଣା ମିଟର ହଟାଇ ଲଗାଯାଉଛି ସ୍ମାର୍ଟ ମିଟର । ସେଥିପାଇଁ ଖୁବ ଶୀଘ୍ର ରାଜ୍ୟରେ ଆରମ୍ଭ ହେବ ସ୍ମାର୍ଟ ମିଟର ସତ୍ୟାଗ୍ରହ । ରାଜ୍ୟରେ ପ୍ରିପେଡ଼ ସ୍ମାର୍ଟ ମିଟର ବିରୋଧରେ ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘର ବଡ଼ ନିଷ୍ପତ୍ତି…
ରାଜନୀତି ରାଜ୍ୟ ୱାକଫ୍ ବିଲ୍କୁ ରାଜ୍ୟସଭାରେ ବିରୋଧ କରିବ ବିଜେଡି April 3, 2025 Papirani କେନ୍ଦ୍ର ସରକାର ଲୋକସଭାରେ ଉପସ୍ଥାପନ କରିଛନ୍ତି ଓ୍ବାକଫ୍ ସଂଶୋଧନ ବିଲ୍ । ଲୋକସଭାରେ ବିଲ ପାସ ହେବା ପରେ ଏହା ରାଜ୍ୟସଭାରେ ଆଗତ ହେବ । ଏହାରି ମଧ୍ୟରେ ରାଜ୍ୟସଭାରେ ଏହି ବିଲକୁ ବିଜେଡି ବିରୋଧ କରିବ ବୋଲି ସୂଚନା ମିଳିଛି।…
ରାଜ୍ୟ ଆଉ କେତେ ଦିନ ଲାଗିବ ସଭାପତି ଖୋଜା ? April 3, 2025 Papirani ଜାନୁଆରୀ ସରିଥିଲା। ମାର୍ଚ୍ଚ ବି ସରିଲା । କିନ୍ତୁ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଖୋଜା ସରିଲା ନାହିଁ । କାହାକୁ ବିଶ୍ବାସ କରିବା ? ପ୍ରଭାରୀ ବିଜୟପାଲ ସିଂ ତୋମର ଜାନୁଆରୀ ଶେଷ ସୁଦ୍ଧା ରାଜ୍ୟ ଭାଜପାକୁ ନୂଆ…
ତାଜା ଖବର ରାଜନୀତି ରାଜ୍ୟ ଇତିହାସ ରଚିଲା ଓଡ଼ିଶା; ସାରା ରାତି ଚାଲିଲା ବିଧାନସଭା April 3, 2025 Papirani ଇତିହାସ ରଚିଲା ଓଡ଼ିଶା ବିଧାନସଭା । ପ୍ରାୟ ଦୁଇ ଦଶନ୍ଧି ପରେ ଗତକାଲିଠୁ ଆଜି ସକାଳ ଯାଏଁ ରାତିତମାମ ଚାଲିଲା ବିଧାନସଭା । ପ୍ରାୟ ୧୨ ଘଣ୍ଟା ଧରି ଚାଲିଲା ଆଲୋଚନା । ଏହାପରେ ପାରିତ ହୋଇଛି ଦୁଇ ଦୁଇଟି ବିଲ୍…
ରାଜ୍ୟ ଡଙ୍କାରୀ ପାହାଡ଼ ଖଣି ଲୁଟ୍ ମାମଲାର ମାଷ୍ଟର ମାଇଣ୍ଡ ତାପସ ପଣ୍ଡାଙ୍କ ଉପରେ ଆୟକର ଛାଟ April 2, 2025 Nirvay ଯାଜପୁର ଡଙ୍କାରି ପାହାଡ଼ ରୁ କଳାପଥର ଲୁଟ ଘଟଣା ର ତଦନ୍ତର ମାଷ୍ଟର ମାଇଣ୍ଡ ତାପସ ରଞ୍ଜନ ପଣ୍ଡାଙ୍କ ଉପରେ ଆୟକର ବିଭାଗର ଛାଟ । ଘାଟିକିଆ, କଳିଙ୍ଗନଗରରେ ଥିବା ୧୦ ବେନାମୀ ଫ୍ଲାଟ ଜବତ କରିବା ସହ ଆଠଗଡ଼ରେ ୧୧.୨…