Category: ରାଜ୍ୟ

ଓଲଟିଲା ପିକନିକ୍ ବସ୍ ; ୨ ଆହତ

ପିକନିକ୍ ବସ୍ ଦୁର୍ଘଟଣା । କଟକ- ସମ୍ବଲପୁର ରାସ୍ତା ଦ୍ବାରବତୀପୁର ଗାଁ ନିକଟରେ ଏକ ପିକନିକ୍ ବସ୍ ଓଲଟି ୨ ଆହତ ହୋଇଛନ୍ତି । ସମସ୍ତେ ଘଟଗାଁ ମା’ ତାରିଣୀଙ୍କ ଦର୍ଶନ ସାରି ଫେରୁଥିବାବେଳେ ବସଟି ଭାରସାମ୍ୟ ହରାଇ ରାସ୍ତା କଡକୁ…

ମଣ୍ଡିରୁ ଧାନ ଉଠାଇବାରେ ଅବହେଳା କାରଣରୁ ୧୧ ଜଣ ମିଲରଙ୍କୁ ଜିଲ୍ଲା ପ୍ରଶାସନର କାରଣ ଦର୍ଶାଅ ନୋଟିସ

ମଣ୍ଡିରୁ ଧାନ ଉଠାଇବାରେ ବିଳମ୍ୱ ଓ ଅବହେଳା କାରଣରୁ ପ୍ରଦର୍ଶନ କରିଥିବା ହେତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୬ ଘଣ୍ଟା ମଧ୍ୟରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକର ୪ ଜଣ, ଗଞ୍ଜାମ ବ୍ଳକର…

ସମ୍ପ୍ରସାରିତ ହେବ ରାଜଧାନୀ ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ୱର ସମ୍ପ୍ରସାରିତ ହେବ । ଗୁରୁବାର ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର । ସେ କହିଛନ୍ତି ଯେ ରାଜଧାନୀ ଭୁବନେଶ୍ୱରରେ ଲୋକସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଏବେ ଭୁବନେଶ୍ୱରରେ ନୂଆ…

ରାଜ୍ୟରେ ପ୍ରତିଷ୍ଠା ହେବ ହାଇ ଇମ୍ପାକ୍ଟ ସେମି କଣ୍ଡକ୍ଟର କାରଖାନା

ଓଡିଶାକୁ ବଡ ଆଇଟି ହବରେ ପରିଣତ କରାଯିବ । ରାଜ୍ୟରେ ପ୍ରତିଷ୍ଠା ହେବ ହାଇ ଇମ୍ପାକ୍ଟ ସେମି କଣ୍ଡକ୍ଟର କାରଖାନା । ଏନେଇ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ । RiR କମ୍ପାନୀ ଏହା ପ୍ରତିଷ୍ଠା କରିବ ।…

ଗଣତନ୍ତ୍ରରେ ବିରୋଧୀଙ୍କ ସ୍ବର ଚପାଇ ପାରିବେ ନାହିଁ ବାଚସ୍ପତି:  ପ୍ରମିଳା ମଲ୍ଲିକ

ବାଚସ୍ପତିଙ୍କୁ କଟାକ୍ଷ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବାଚସ୍ପତି ସୁରମା ପାଢ଼ୀ ବିରୋଧୀଙ୍କୁ ତାଗିଦ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ କହିଛନ୍ତି ବିଜେପି ଅଫିସକୁ…

ନୂଆପଡ଼ାରେ ମାଓ ଦମନ ରଣନୀତିର ସମୀକ୍ଷା କଲେ ପୋଲିସ ଡିଜିପି ୱାଇ.ବି ଖୁରାନିଆ

ମାଓବାଦୀଙ୍କ ବିରୋଧରେ ଆରମ୍ଭ ହୋଇଥିବା ଅଭିଯାନକୁ ଗୋଟିଏ ପରେ ଗୋଟିଏ ମିଳିଚାଲିଛି ସଫଳତା । ଅଭେଦ ଲାଲଗଡ଼ରେ ପ୍ରବେଶ କରି ଲାଲବାହିନୀଙ୍କୁ ନିପାତ କରିବା ସହିତ ତାଙ୍କର ସାମ୍ରାଜ୍ୟକୁ ଧ୍ୱଂସ କରିବାରେ ଲାଗିଛନ୍ତି ସୁରକ୍ଷାବାହିନୀ । ନୂଆପଡା ଜିଲ୍ଲା ସୀମାନ୍ତ ଛତିଶଗଡ…

ଅପରାଧ ରୋକିବା ପାଇଁ ୩ଟି ଦିଗକୁ ଫୋକସ୍ କରିଛି କମିଶନରେଟ୍‌ ପୋଲିସ

ରାଜ୍ୟରେ ବିଭିନ୍ନ ଅପରାଧ ଘଟୁଥିବା ବେଳେ ଏବେ ଏହାକୁ ରୋକିବା ପାଇଁ ୩ଟି ଦିଗକୁ ଫୋକସ୍‌ କରି କମିଶନରେଟ୍‌ ପୋଲିସର ସ୍ବତନ୍ତ୍ର ଅଭିଯାନ କରାଯାଇଛି । ଏ ସଂମ୍ପର୍କରେ ଆଜି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ।…

ନେତାଜୀ ସୁଭାଷ ବୋଷଙ୍କ ଜନ୍ମସ୍ଥଳୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପବିତ୍ର ନେତାଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଓଡିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମସ୍ଥଳୀରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ…

ବିରୋଧୀଙ୍କୁ ବାଚସ୍ପତିଙ୍କ ଚେତାବନୀ; ଚଳିତ ବିଧାନସଭାରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ

ଚଳିତ ବିଧାନସଭାରେ ବିରୋଧୀଙ୍କ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି କହିଛନ୍ତି ବାଚସ୍ପତି ସୁରମା ପାଢୀ । ବିରୋଧୀଙ୍କୁ ଚେତାବନୀ ଦେଇ ବାଚସ୍ପତି କହିଛନ୍ତି ଅଧିବେଶନରେ ବିରୋଧୀ ଗଠନମୂଳକ ପରାମର୍ଶ ଦେଲେ ଉପାଦେୟ ହେବ । କିନ୍ତୁ ବିଶଋଙ୍ଖଳା ଆଚରଣ କଲେ ବରଦାସ୍ତ କରାଯିବନି…

ରାଜଧାନୀରେ ମୋ ବସର ସିରିଜ୍ ଦୁର୍ଘଟଣା; ୪ ଆହତ

ରାଜଧାନୀ ଭୁବନେଶ୍ୱରରେ ସିରିଜ୍‌ ଦୁର୍ଘଟଣା ଘଟାଇଲା ମୋ ବସ୍‌। ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ଯାଉଥିବା ବେଳେ ସିରିଜ ଦୁର୍ଘଟଣା ଘଟାଇଛି ମୋ ବସ୍‌। ମୋ ବସ୍‌ ଧକ୍କାରେ ୩ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୪ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ…