Category: ରାଜ୍ୟ

ଚାଷୀ ମିଲରଙ୍କ ଭିତରେ ସରକାର ମୁଣ୍ଡ ନ ପୁରେଇବା ପାଇଁ କହୁଛନ୍ତି ଆଇଏଏସ୍ ଅଫିସର: ଯୋଗାଣ ମନ୍ତ୍ରୀ

କଟନୀ ଛଟନୀ ନେଇ ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ ଦେଇ କହିଛନ୍ତି ମନ୍ତ୍ରୀଙ୍କ ବାଟ ଓଗାଳୁଛନ୍ତି ଅଫିସର। ଆଇଏଏସ୍ ଅଫିସର କହୁଛନ୍ତି ଚାଷୀ ମିଲରଙ୍କ ଭିତରେ ମୁଣ୍ଡ ପୁରାନ୍ତୁନି ସରକାର । କୃଷକ ମିଲରଙ୍କ ମଧ୍ୟରେ କଟନୀ ଛଟନୀ…

ମାଓପ୍ରବଣ ଅଞ୍ଚଳରେ ଭୋଟ ହାର ବୃଦ୍ଧି ପାଇଁ ମାଲକାନଗିରି ପୋଲିସକୁ ଜାତୀୟ ପୁରସ୍କାର

୨୦୨୪ ନିର୍ବାଚନରେ ମାଓ ପ୍ରଭାବିତ ଅଞ୍ଚଳରେ ଭୋଟ୍ ହାର ବୃଦ୍ଧି ପାଇଁ ରାଷ୍ଟ୍ରପତି ଓଡିଶାର ମାଲକାନଗିରି ଜିଲ୍ଲା ପୋଲିସ ପ୍ରଶାସନକୁ ପୁରସ୍କାର ପ୍ରଦାନ କରିଛନ୍ତି । ଭୋଟ୍ ହାର ପ୍ରତିଶତ ବୃଦ୍ଧି କରିବା ପାଇଁ ଉତ୍କୃଷ୍ଟ ସୁରକ୍ଷା ବ୍ୟବସ୍ଥା ଏବଂ ସଫଳ…

ନନ୍ଦନକାନନରେ ସିଂହୀ ରେୱାର ମୃତ୍ୟୁ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ରେୱାର ମୃତ୍ୟୁ ହୋଇଛି। ପ୍ରସବକାଳୀନ ଅସୁସ୍ଥତା କାରଣରୁ ୮ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଗତ ୨୫ରେ ରେୱା ୩ୟ ଥର ପାଇଁ ମାତୃତ୍ୱ ଲାଭ କରିଥିଲା ସିଂହୀ ରେୱା । ମୃତ୍ୟୁ ପରେ ନନ୍ଦନକାନନରେ…

ସରକାର ଅବହେଳା କାରଣରୁ ଆମ ଘର, ଆମ ସାହି ଏବଂ ଆମ ସମ୍ପଦ ଆଜି ବିପଦରେ: ନିରଞ୍ଜନ ପଟ୍ଟନାୟକ

ଅସୁରକ୍ଷିତ ରାଜଧାନୀ ଭୁବନେଶ୍ଵର। ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣାର ତଦନ୍ତ ଚାଲୁଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ନେଇ ନିରଞ୍ଜନ ପଟ୍ଟନାୟକ ନିଜ ସୋସିଆଲ ମିଡ଼ିଆରେ ସରକାରଙ୍କୁ ଦାୟୀ କରିବା ସହ ରାଜଧାନୀବାସୀଙ୍କ ସୁରକ୍ଷାକୁ ନେଇ ଚିନ୍ତିତ…

ଆଜିଠାରୁ ରାଜନଗର ଡଲଫିନ୍ ଗଣନା ଆରମ୍ଭ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବନଖଣ୍ଡର ୫ଟି ରେଂଜରେ ଚାଲିଛି ଡଲଫିନ୍‌ ଗଣନା ଆରମ୍ଭ ହୋଇଛି । ରାଜନଗର ବନଖଣ୍ଡ ଧାମରାରୁ ଦେବୀ ମୁହାଣ ଯାଏ ଏହି ଗଣନା ଚାଲିବ। ଆଜିଠୁ ୩ଦିନ ଧରି ଚାଲିବ ଡଲଫିନ୍ ଗଣନା । ରାଜନଗର ବନଖଣ୍ଡର…

୪ ଜଣଙ୍କୁ ଅପହରଣ ଓ ନିର୍ଯ୍ୟାତନା; ଚିକିଟିରୁ ଉଦ୍ଧାର କଲା ପୋଲିସ

ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ଗଡ଼ରେ ଘଟିଛି ଅଭାବନୀୟ ଘଟଣା । ୪ ଜଣ ଫାଇନାନ୍ସ କର୍ମଚାରୀ ଚିକିଟି ଗଡ଼ରେ ଅପହରଣ । ସେମାନଙ୍କ ମଧ୍ୟରେ ୩ ଜଣ କଟକର ହୋଇଥିବାବେଳେ ଓ ଜଣେ ଦିଲ୍ଲୀର ଥିବା ବେଳେ…

ଆସନ୍ତାକାଲି ଠାରୁ ଆରମ୍ଭ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ

ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା ୨୦୨୫ ଆସନ୍ତା କାଲିଠାରୁ ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି। ୨୮ ଓ ୨୯ ଦୁଇ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଭାରତର…

ରାଜ୍ୟରେ କଲବଲ କରୁଛି ଘନ କୁହୁଡି; ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ରାଜ୍ୟରେ ଲାଗିରହିଛି ଘନ କୁହୁଡି । ଘନ କୁହୁଡି ଯୋଗୁ ଜନଜୀବନ ଅସ୍ତବ୍ୟବସ୍ତ । ଯାତାୟତରେ ଅସୁବିଧା ଭୋଗୁଛନ୍ତି ଯାତ୍ରୀ। ଆଜି ପାଇଁ ୧୪ ଜିଲ୍ଲାକୁ ୱାର୍ଣ୍ଣିଂ । କେନ୍ଦ୍ରାପଡ଼ା, ଯାଜପୁର, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ନୟାଗଡ଼, ଗଞ୍ଜାମ, ଗଜପତି,…

ରବୀନ୍ଦ୍ରମଣ୍ଡପରେ ଦେଶାତ୍ମବୋଧକ ସଂଗୀତ କାର୍ଯ୍ୟକ୍ରମ “ଭାରତୀୟମ୍” ଆୟୋଜିତ

ଭାରତ ଏବଂ ଭାରତୀୟତା ହେଉଛି ଆମ ଅସ୍ତିତ୍ବର ମୂଳ ପିଣ୍ଡ। ଆମ ଦେଶ ଓ ଏହାର ସଂସ୍କୃତି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ୭୬ତମ ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି…

ଓଲଟିଲା ଓଏସଆରଟିସି ବସ୍; ୨ ମୃତ, ଅନେକ ଆହତ

ପାଲଲହଡା ନିକଟରେ ଓଲଟିଲା ଓଡ଼ିଶା ରାଜ୍ୟ ପରିବହନ ନିଗମ(ଓଏସଆରଟିସି) ବସ । ଓଏସଆରଟିସି ବସଟି ବାରିପଦାରୁ ଅନୁଗୁଳ ଯାଉଥିବା ବେଳେ ତାଳଚେରର ସମଲ ଥାନା ଅନ୍ତର୍ଗତ ଗହମ ସେବାଶ୍ରମ ନିକଟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି।…