ରାଜନୀତି ରାଜ୍ୟ ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ସଙ୍ଗୀନ ଅଭିଯୋଗ July 24, 2025 Nirvay ଭୁବନେଶ୍ୱର ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ବିବାହର ପ୍ରତିଶୃତି ଦେଇ ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗ କରିଛନ୍ତି ପୀଡ଼ିତା । ୨୦୨୩ ରୁ ସମ୍ପର୍କ ରଖିଥିବା ନେଇ ଲକ୍ଷ୍ମୀସାଗର ଥାନାରେ…
ତାଜା ଖବର ରାଜ୍ୟ ଓଡ଼ିଶାରେ ଆଇଏଏସ୍ ସ୍ତରରେ ପୁଣି ବଡ଼ ଧରଣର ଅଦଳବଦଳ July 24, 2025 Papirani ଆଇଏଏସ୍ ସ୍ତରରେ ପୁଣି ଅଦଳବଦଳ କଲେ ରାଜ୍ୟ ସରକାର । ୧୩ ଜଣ ଆଇଏଏସ୍ ଅଫିସରଙ୍କୁ ନୂଆ ଦାୟିତ୍ବ ପ୍ରଦାନ କଲେ ସରକାର । ୪ ଆଇଏଏସଙ୍କ ବଦଳି କରାଯାଇଥିବା ବେଳେ ୨୦୨୩ ବ୍ୟାଚର ୯ ଆଇଏଏସ ଅଧିକାରୀଙ୍କୁ ଉପଜିଲ୍ଲାପାଳ ଭାବେ…
ତାଜା ଖବର ରାଜ୍ୟ ଫେକ୍ ଜବ୍ କାର୍ଡରେ ଦ୍ବିତୀୟରେ ଓଡ଼ିଶା July 24, 2025 Papirani ଫେକ୍ ଜବ୍ କାର୍ଡରେ ପ୍ରଥମ ନମ୍ବରରେ ବିହାର ଥିବା ବେଳେ ଦ୍ବିତୀୟରେ ରହିଛି ଓଡ଼ିଶା । ସଂସଦରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ କମଳେଶ ପାସୱାନ । ଲୋକସଭାରେ ଟିଏମ୍ସି ସାଂସଦଙ୍କ ପ୍ରଶ୍ନରେ କେନ୍ଦ୍ର ଗ୍ରାମ୍ୟ…
ତାଜା ଖବର ରାଜନୀତି ରାଜ୍ୟ ଜୁଲାଇ ୨୬ରେ କୋରାପୁଟର ଦକ୍ଷିଣ ପଞ୍ଚିମାଞ୍ଚଳ ଡିଆଇଜିଙ୍କ ଅଫିସ ଆଗରେ ବିକ୍ଷୋଭ କରିବ ବିଜେଡି July 24, 2025 Papirani ଅବିଭକ୍ତ କୋରାପୁଟ ଜିଲ୍ଲାରେ ନିକଟରେ ଘଟିଯାଇଥିବା ଦୁଇ ଦୁଇଟି ଦୁଷ୍କର୍ମ ଘଟଣା ସହିତ ରାଜ୍ୟରେ ଅହେତୁକ ଭାବେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଉଥିବା କାରଣରୁ, ବିଜୁ ଜନତା ଦଳ ଜୁଲାଇ ୨୬ ତାରିଖ ଦିନ ସେଠାକାର ଡିଆଇଜି ଅଫିସ ସମ୍ମୁଖରେ ଏକ…
ତାଜା ଖବର ରାଜ୍ୟ ଏଫଏମ ଛାତ୍ରୀ ମୃତ୍ୟୁ ଘଟଣା: ଏକାଦଶାହରେ ଯୋଗ ଦେଲେ ସାଂସଦ ଓ ମନ୍ତ୍ରୀ July 24, 2025 Papirani ମୃତ ବାଲେଶ୍ୱର ଏଫଏମ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଏକାଦଶାହରେ ଯୋଗ ଦେଲେ ମନ୍ତ୍ରୀ ଓ ସାଂସଦ । ଏକାଦଶାହରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ସଦର ବିଧାୟକ ମାନସ ଦତ୍ତଙ୍କ ସମେତ ବହୁ ନେତା…
ତାଜା ଖବର ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ଓଡିଶା ଆଦିବାସୀ ମହାସଂଘ July 24, 2025 Papirani ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଦିବାସୀ ମହାସଂଘ, ଓଡିଶାର କର୍ମକର୍ତ୍ତା ଓ ସଦସ୍ୟ ମାନେ ଭେଟି ଆଦିବାସୀ ମାନଙ୍କ ବିଭିନ୍ନ ସମସ୍ୟା ଓ ସାମୂହିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ…
ତାଜା ଖବର ରାଜ୍ୟ ଭଡ଼ା ଘରୁ ଆଇଟିଆଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ଦୁଷ୍କର୍ମ ସହ ହତ୍ୟା ଅଭିଯୋଗ ଆଣିଲେ ପରିବାର July 24, 2025 Papirani ଭୁବନେଶ୍ୱରର ଏକ ଭଡ଼ା ଘରୁ ଆଇଟିଆଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଭଡ଼ା ଘରୁ ବାକ୍ ଶବ୍ଦହୀନ ଆଇଟିଆଇ ଛାତ୍ରୀଙ୍କର ଉଦ୍ଧାର ହୋଇଛି ଝୁଲନ୍ତା ମୃତଦେହ। ଏହି ଅଭାବନୀୟ ଘଟଣାଟି ଚନ୍ଦ୍ରଶେଖରପର ଥାନା ଅଞ୍ଚଳରେ ଘଟିଛି। ଖବର ପାଇବା ପରେ ସଙ୍ଗେ…
ତାଜା ଖବର ରାଜ୍ୟ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଗିରଫ July 24, 2025 Papirani ଭୁବନେଶ୍ୱର ମହାନଗର ନିଗମର କୋଟିପତି ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଗିରଫ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ଚଢ଼ଉ ବେଳେ ଅଚଳାଚଳ ସମ୍ପତ୍ତି ଠାବ କରାଯାଇଛଥିଲା ।…
ରାଜନୀତି ରାଜ୍ୟ ରାଜ୍ୟପାଳଙ୍କ ଭୂମିକାକୁ ନେଇ ଚର୍ଚ୍ଚା; ଆଇନ ବିଭାଗ ଯିବ କି ସୁରେଶଙ୍କ ହାତକୁ ? July 24, 2025 Papirani ନବୀନ ପଟ୍ଟନାୟକ ଏବଂ ଭିକେ ପଣ୍ଡିଆନଙ୍କ ମେଣ୍ଟ ସ୍ବପ୍ନକୁ ଭାଙ୍ଗିବାରେ ତତ୍କାଳୀନ ରାଜ୍ୟପାଳ ରଘୁବର ଦାସ ବଡ଼ ଭୂମିକା ଗ୍ରହଣ କରିଥିଲେ । ଏବେ ରାଜ୍ୟ ମନ୍ତ୍ରୀମଣ୍ଡଳ ପୁନର୍ଗଠନରେ ବର୍ତ୍ତମାନର ରାଜ୍ୟପାଳ ହରିବାବୁ କମ୍ଭମପଟି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି…
ତାଜା ଖବର ରାଜ୍ୟ ନୂଆଦିଲ୍ଲୀ ଭାଜପା ସାଂସଦ ବୈଠକକୁ ନେଇ ରାଜନୀତି ସରଗରମ; ମୋହନଙ୍କ ଦପ୍ତର ବିରୋଧରେ ପ୍ରବଳ ବିଷୋଦଗାର July 24, 2025 Papirani ଭାଜପା ସଭାପତି ମନମୋହନ ସାମଲ ଏବେ ରାଜଧାନୀ ଦିଲ୍ଲୀରେ । ମଙ୍ଗଳବାର ସକାଳେ ପହଞ୍ଚିଛନ୍ତି। କେତେଜଣ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି । ରେଳବାଇ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ତାଙ୍କର ସୌଜନ୍ୟମୂଳକ ସାକ୍ଷାତ ହୋଇଛି । ପୂର୍ବକାଳୀନ ସଭାପତି ହେବା ପରେ –…